Latest Odisha News

BREAKING NEWS

Browsing Category

ଅପରାଧ

ପିପିଲିରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କର ଏମ୍‌ସରେ ମୃତ୍ୟୁ

ଭୁବନେଶ୍ୱର: ଋଣ ଭାର ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ପିପିଲିର ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ  ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି। ପିପିଲି ସହରରେ ଥିବା ଭଡା ଘରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଉକ୍ତ ମହିଳା। ଫଳରେ ୩୭ ବର୍ଷୀୟ ମହିଳା ଜଣକ ପ୍ରାୟ…

ଭିଡିଓ କରି ଜୀବନ ହାରିଲେ କନେଷ୍ଟବଳ, ଦେଖନ୍ତୁ ଶେଷ ଭିଡିଓ…

ଭୁବନେଶ୍ୱର: କୁହାଯାଏ ପ୍ରେମ ହେଉଛି ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପଛାଏ ନାହିଁ । ହେଲେ ସେହି ପ୍ରେମ ବେଳେ ବେଳେ ବିନାଶ ଆଡକୁ ମଣିଷକୁ ଟାଣିନିଏ। ଏମିତି ଅନେକ ଘଟଣା ନୂଆପଡାରେ। https://youtu.be/DBlsJZOL66Y?si=ih2XosVSuauAZsVN ନୂଆପଡା…

ଦିଲ୍ଲୀରେ ଲଜ୍ଜାଜନକ ଘଟଣା; ମା’କୁ ନିର୍ଯାତନା ସହ ଦୁଷ୍କର୍ମ କଲା ପୁଅ

ନୂଆଦିଲ୍ଲୀ: ଦିଲ୍ଲୀର ହୌଜ କାଜି ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମାଆଙ୍କୁ ଦୁଇଥର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ପୀଡିତା ମହିଳା ପୋଲିସକୁ କହିଛନ୍ତି ଯେ ତାଙ୍କ ପୁଅ ତାଙ୍କୁ ତାଙ୍କ ବୁର୍ଖା ଖୋଲିବାକୁ ବାଧ୍ୟ କରିଥିଲା। ସେ ତାଙ୍କୁ…

ଦୂରନ୍ତୋ ଏକ୍ସପ୍ରେସର ଶୌଚାଳୟରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସର B-3 କୋଚ୍‌ର ଏକ ଶୌଚାଳୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉତ୍ତର ପ୍ରଦେଶର ଶିବ କୁମାର ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନର ୱାସିଂ ଲାଇନରେ ଟ୍ରେନଟି ଠିଆ ହୋଇଥିବା…

ପ୍ରେମିକା ସହ ମିଶି ସ୍ତ୍ରୀଙ୍କ ଜୀବନ ନେଲେ ବିଜେପି ନେତା, ହତ୍ୟା କରି କାନ୍ଦିଲେ କୁମ୍ଭୀର କାନ୍ଦଣା….

ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ…

ଶ୍ରୀମନ୍ଦିରକୁ ଚଢ଼ୁଥିଲା ବେଳେ ବ୍ୟକ୍ତିଙ୍କୁ କାବୁ କଲା ପୋଲିସ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କାବୁ କରିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ପ୍ରାୟ ୫ ଫୁଟ୍‌ ଉପରକୁ ଚଢ଼ି ଯାଇଥିଲେ। ମନ୍ଦିରକୁ ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଟିପି ଓ ସେବାୟତ ଧରିଥିଲେ।…

ନୋ ପାର୍କିଂରେ ଗାଡ଼ି ରଖିଥିଲେ କ୍ୟାବିନେଟ୍ ମନ୍ତ୍ରୀ, ଉଠାଇନେଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗୁରୁବାର ଦିନ ବିଧାନସଭା ଅଧିବେଶନ ସମୟରେ ୟୁପି ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଧଳା ଫର୍ଚୁନର କାରଟି ନୋ ପାର୍କିଂ ଜୋନରେ ରଖାଯାଇଥିବାରୁ…

ନିମିଶା ପ୍ରିୟାଙ୍କ ପ୍ରତି କୌଣସି ବିପଦ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟେମେନରେ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କ ପ୍ରତି ବର୍ତ୍ତମାନ୍ କୌଣସି ବିପଦ ନଥିବା ଗୁରୁବାର ଦିନ କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲା ଉପରେ ଆଗାମୀ ଶୁଣାଣି ୮ ସପ୍ତାହ ପରେ କରାଯିବା ନେଇ କୋର୍ଟ କହିଛନ୍ତି। ସେ ୨୦୧୭ରେ ତାଙ୍କ…

ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ସମିତି ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ…

ସୋନପୁର: ତରଭା ବ୍ଲକର ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ ଏବଂ ଜଣେ ସମିତି ସଦସ୍ୟ ସୋନପୁର ଜିଲ୍ଲାରେ ବ୍ଲକସ୍ତରୀୟ ଅନିୟମିତତା ବିଷୟରେ ଅଭିଯୋଗ ଦାଖଲ କରିବାକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ଅଗଷ୍ଟ ୧୨ ତାରିଖରେ ଏହି ଘଟଣା ଘଟିଥିଲା। ଆକ୍ରମଣର ଭିଡିଓ…

ଲାଞ୍ଚ ଅଭିଯୋଗରେ ୪ ସରକାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ଅଭିଯୋଗରେ ଗୁରୁବାର ଦିନ ଚାରି ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଜପତିର ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର ଦୁଇଜଣ ସ୍ୱାସ୍ଥ୍ୟ କର୍ମଚାରୀ - ଜଗଦୀଶ ପଟ୍ଟନାୟକ (କ୍ଲର୍କ) ଏବଂ ନିରଞ୍ଜନ ନାୟକ…