Latest Odisha News

BREAKING NEWS

Browsing Category

ଅପରାଧ

ଟ୍ୟୁସନ୍ ଯାଇ ଫେରିଲାନି ୮ ବର୍ଷର ବାଳକ; ଅପହରଣ ଅଭିଯୋଗ କଲେ ପରିବାର

ଭୁବନେଶ୍ୱର: ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ଆଠ ବର୍ଷର ବାଳକ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମଧୁପାଟଣା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମଣିମଠ ସାହିର କ୍ଷୀରୋଦ ସାହୁ। ଗତକାଲି ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଯାହାପରେ ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

କାହିଁକି ଆତ୍ମାହୁତି ଧମକ ଦେଲେ ହୋମଗାର୍ଡ ସଂଘର ସଭାପତି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସମସ୍ୟାର ସମାଧାନ ନ କଲେ ଓଡ଼ିଶା ହୋମଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ ଅଗଷ୍ଟ ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମଦାହ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ, ସେ ପୁରୁଣା ଓଡ଼ିଶା ହୋମଗାର୍ଡ ଆଇନ, ୧୯୬୧କୁ ମୌଳିକ…

ବିରଳ ଗୋଧି ମାଂସ ରାନ୍ଧି ଖାଇବା ଅଭିଯୋଗରେ ୟୁଟ୍ୟୁବର ଗିରଫ 

ଭୁବନେଶ୍ୱର: ଏକ ବିରଳ ପ୍ରଜାତିର ବଡ ଗୋଧିର ମାଂସ ରାନ୍ଧି ଖାଇବା ଏବଂ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଅସନବଣୀ ଗ୍ରାମର ବାସିନ୍ଦା ରୂପ ନାୟକ ବୋଲି ଚିହ୍ନଟ କରାଯାଇଛି। ସୂଚନା…

Ahmedabad School Stabbing: ଚାଞ୍ଚଲ୍ୟ ଖେଳାଇଛି ନବମ ଛାତ୍ର, ଦଶମ ଛାତ୍ରକୁ ହତ୍ୟା ମାମଲା: ଭାଇରାଲ ହେଉଛି ହତ୍ୟା…

ଅହମ୍ମଦାବାଦ: ଅହମ୍ମଦାବାଦର ଖୋଖରାରେ ଏକ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ, ଜଣେ ନବମ ଶ୍ରେଣୀ ଛାତ୍ର ହତ୍ୟା ମାମଲା ଜୋର ଧରିଛି। ଗୁରୁବାର ମଧ୍ୟ ଉତ୍ତ୍ୟକ୍ତ ଜନତା ହଙ୍ଗାମା କରିଥିଲେ। ହତ୍ୟା ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ସମୟରେ,…

ବାଳକକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳାଙ୍କୁ ୨୦ ବର୍ଷ ଜେଲ…

ଜୟପୁର: ରାଜସ୍ଥାନ ଉଦୟପୁରର ଏକ କୋର୍ଟ ଜଣେ ନାବାଳକ ପୁଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ପ୍ରଥମ ମାମଲା ଯେଉଁଠାରେ ଜଣେ ମହିଳା ଅଭିଯୁକ୍ତଙ୍କୁ POCSO ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୨୩ ମସିହାରେ…

ସାଂସଦ ସୁଲତା ଦେଓଙ୍କୁ ଦୁଷ୍କର୍ମ ଧମକ; କର୍ମୀଙ୍କ ବିରୋଧରେ ମହିନ୍ଦ୍ରା ଗ୍ରୁପର ତଦନ୍ତ…

ଭୁବନେଶ୍ୱର: ଓଡ଼ିଶା ସାଂସଦ ସୁଲତା ଦେଓଙ୍କୁ ଦୁଷ୍କର୍ମ ଧମକ ଦେବା ଅଭିଯୋଗରେ ପ୍ରତିକ୍ରିୟା ରଖିଛି ମହିନ୍ଦ୍ରା ଗ୍ରୁପ୍। କମ୍ପାନୀ ପକ୍ଷରୁ ଏହି ଘଟଣାକୁ "ମର୍ଯ୍ୟାଦାହୀନ ଏବଂ ଅତ୍ୟନ୍ତ ଅନୁପଯୁକ୍ତ" କହିବା ସହ ନିନ୍ଦା କରାଯାଇଛି। ଏକ୍ସର ଏକ ପୋଷ୍ଟରେ କମ୍ପାନୀ କହିଛି ଯେ ଏହି ମାମଲାକୁ…

ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପିଇଓ ଗିରଫ

ଯାଜପୁର: ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରାଯାଇଛି।ଆବାସ ଯୋଜନା ତଦନ୍ତ ସମୟରେ ଅଧିକାରୀ ମଦ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଗିରଫ ଅଧିକାରୀ ଜଣକ ବିତନା ପିଇଓ ଶୁଶାନ୍ତ ସାହୁ ବୋଲି ଜଣାପଡି ଲଛି। ସୋସିଆଲ…

ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। ତେବେ ପରିବାର ପକ୍ଷରୁ ଭୁଲ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ବନସକଣ୍ଠା ଗ୍ରାମର ଭରତ ଦାସ (୩୦) ନାମକ ବ୍ୟକ୍ତି ଦୁଇ ଦିନ ପୂର୍ବରୁ…

ସମ୍ବଲପୁରରେ ଏନକାଉଣ୍ଟର; ଅପରାଧୀର ବାମ ଗୋଡରେ ବାଜିଛି ଗୁଳି

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର । ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ । ସାମଦ ତାର ଭାଇ ଏମଡି ଓ୍ବାସିମ ଜଣଙ୍କୁ ଛୁରାମାଡ କରି ହତ୍ୟା କରିଥିଲେ । ପୋଲିସ ଉଭୟଙ୍କୁ ଧରିବାକୁ ଯାଇଥିବାବେଳେ, ସେମାନେ ପୋଲିସ ଉପରକୁ ଗୁଳିଚଳାଇଥିଲେ । ଏହାପରେ…