Latest Odisha News

BREAKING NEWS

Browsing Category

ଅପରାଧ

Assam Police Raids: ଭୁବନେଶ୍ବରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍‌ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍‌ କରୁଛି। ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌…

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ଓଡ଼ିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ୍

ଭୁବନେଶ୍ୱର: ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ସ୍ବତଃ ସଂଜ୍ଞାନ ନେଇଛନ୍ତି। ସୂଚନା ଅନୁଯାୟୀ, ୨୯ ଅଗଷ୍ଟ ୨୦୨୫ରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ।…

ପାଣିରେ ବୁଡ଼ି ମୃତ୍ୟୁ ନାଟକ; ପ୍ରେମିକ ସହ ପୁରୀରୁ ଉଦ୍ଧାର ମହିଳା

କଟକ: କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ପଳାଇବା ପାଇଁ ମୃତ୍ୟୁର ମିଛ ନାଟକ ରଚିଥିଲେ। ପରେ ଦୁହିଁଙ୍କୁ ପୁରୀରୁ ଠାବ କରାଯାଇଥିଲେ। ସୂଚନା ଅନୁଯାୟୀ, ରତାଗଡ଼ ଗାଁର ଜଣେ ମହିଳା ସୋମବାର ସକାଳେ 'ଖୁଦୁରୁକୁଣୀ' ମୂର୍ତ୍ତି ବିସର୍ଜନ ସମୟରେ ମହାନଦୀରେ ବୁଡ଼ି…

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ବିକାନେରରେ ପ୍ରତୀକ ରାଜ ମାଥୁର ନାମକ ଜଣେ ବ୍ୟକ୍ତି ଏକ ଏଫଆଇଆର ରୁଜୁ କରିଛନ୍ତି। ତାଙ୍କ ବିରୁଦ୍ଧରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସଘାତକତା ଭଳି ଅଭିଯୋଗ ହୋଇଛି। ଏଥିସହିତ ତାଙ୍କର ଅନ୍ୟ ଦୁଇ…

ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସମେତ ୭ ଗିରଫ

ଗଜପତି: ୯ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ତିନି ଜଣ ହୋମଗାର୍ଡଙ୍କ ସମେତ ସାତ ଜଣ ଗିରଫ ହୋଇଛନ୍ତି। ଗଜପତି ଜିଲ୍ଲାର ଗାରାବନ୍ଧାର ଟି ଉମା ରେଡ୍ଡି ନାମକ ଜଣେ ବ୍ୟବସାୟୀ ସୋମବାର ଦିନ ତାଙ୍କ ଦୁଇ ବନ୍ଧୁ ଓ ଡ୍ରାଇଭରଙ୍କ ସହ ଜୟପୁରରୁ ରାୟଗଡା ଯାଉଥିଲେ। ସେହି ସମୟରେ ରାଫାକୋଣା ଛକ ନିକଟରେ…

ଦିଲ୍ଲୀ ଦଙ୍ଗା ଘଟଣା: ଉମର ଖାଲିଦ ଓ ଶାର୍ଜିଲ ଇମାମଙ୍କ ସହ ୭ ଜଣଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହିତ ଜଡିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସାଙ୍ଘାତିକ ଷଡ଼ଯନ୍ତ୍ର ମାମଲାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ଶାର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ଦେବାକୁ…

ପୋଲିସକୁ ଗୁଳି କରି ଚମ୍ପଟ୍ ମାରିଲେ ଆପ୍ ବିଧାୟକ

ଚଣ୍ଡୀଗଡ଼: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ପୋଲିସ ଅଭିଯୋଗ ଅନୁଯାୟୀ, ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ଜଣେ ପୋଲିସକର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢାଇ…

୨୦ କୋଟି ଅନଲାଇନ ଠକେଇ ମାମଲାରେ ପୂର୍ବତନ ସେନା କର୍ମଚାରୀ ଗିରଫ

କଟକ: କଟକ ସାଇବର ପୋଲିସ ସୋମବାର ଦିନ ଏକ ଅନଲାଇନ୍ ଠକେଇର ପର୍ଦ୍ଦାଫାଶ କରିଛି। ଓଡ଼ିଶାରେ ହଜାର ହଜାର ଲୋକଙ୍କୁ ପ୍ରାୟ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ପୋଲିସ ଅନୁସାରେ, କଟକ ବାଦାମବାଡିର ରାଜେନ୍ଦ୍ର ନଗର ଅଞ୍ଚଳର…

ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ ପୋଷ୍ଟମାଷ୍ଟର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଅନ୍ଧାରୀ ଶାଖା ଡାକଘରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ପୋଷ୍ଟମାଷ୍ଟରଙ୍କୁ ଗିରଫ କରାଯାଇଛି। ସୁନିତା ସାହୁ ନାମକ ଜଣେ ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ୧୦,୦୦୦ ଟଙ୍କା ଉଠାଯାଇଥିବା ଦେଖି ସେ ଏହା…

ମାଇନ୍ସ ମାଲିକଙ୍କର ଦାମୀ ଗାଡ଼ି ସଉକ; ଇଡିର ଚଢାଉ…

ଭୁବନେଶ୍ୱର: ଭୁବନେଶ୍ୱରରେ ଅନମୋଲ ମାଇନ୍ସ ପ୍ରାଇଭେଟ ଲିମିଟେଡ (AMPL) ଏବଂ ଅନମୋଲ ରିସୋର୍ସେସ ପ୍ରାଇଭେଟ ଲିମିଟେଡ (ARPL) ଏବଂ ସେମାନଙ୍କର ପରିଚାଳନା ନିର୍ଦ୍ଦେଶକ ଶକ୍ତି ରଞ୍ଜନ ଦାଶଙ୍କ ପରିସରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରି ଏକ ଡଜନରୁ ଅଧିକ ଦାମୀ କାର ଜବତ କରିଛନ୍ତି।…