Latest Odisha News

BREAKING NEWS

Browsing Category

ଅପରାଧ

ନାବାଳିକାଙ୍କୁ ନକଲି ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଜଣେ ୧୭ ବର୍ଷୀୟା ଝିଅକୁ ବିଏସସି (ନର୍ସିଂ) ପଢ଼ିବାରେ ସାହାଯ୍ୟ କରାଇବା ଏବଂ ମାଗଣା ରହିବା ସୁବିଧା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ଜଣେ ନକଲି ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜୁନ ୨୩ ତାରିଖରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ଅଭିଯୋଗ ଆଧାରରେ…

ଗୋପାଳପୁର ଗଣଦୁଷ୍କର୍ମ ମାମଲା; କ୍ରାଇମସିନ ରିକ୍ରିଏଟ କରିପାରେ ସିବି

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିବା କ୍ରାଇମବ୍ରାଞ୍ଚ (ସିବି) ବୁଧବାର ଦିନ କ୍ରାଇମସିନ ରିକ୍ରିଏଟ କରିପାରେ। ସୋମବାର କୋର୍ଟ ଅଭିଯୁକ୍ତମାନଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁର କରିଛନ୍ତି। ସେମାନେ ହେଲେ…

ସରକାରୀ କ୍ୱାର୍ଟର୍ସରୁ ଚୋରି; ଲକ୍ଷାଧିକ ମୂଲ୍ୟର ଅଳଙ୍କାର ସହ ବିପୁଳ ନଗଦ ଟଙ୍କା ଲୁଟ୍ 

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା…

ଲଡୁରୁ ବାହାରିଲା ଆଙ୍ଗୁଠି; ଖୋଳତାଡ଼ ଆରମ୍ଭ କଲା FDA

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଆମ୍ବେଗାଓଁ ତାଲୁକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡିମ୍ବେର ଏକ ମିଠା ଦୋକାନର ଲଡୁ ଭିତରୁ ଏକ ମଣିଷ ଆଙ୍ଗୁଠି ମିଳିଛି। ଯାହା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋହେ ବୁଡ୍ରୁକର…

ଆଉ ଜଣେ ରାଜା ରଘୁବଂଶୀ; ବିବାହର ମାସେ ପରେ ସ୍ବାମୀଙ୍କୁ ମାରିଦେଲେ!

ହାଇଦ୍ରାବାଦ: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା କାହା ମନରୁ ଲିଭିନଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ଜିଲ୍ଲାରୁ ସେହିପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ସେଠାକାର ସୁକାଲିମେଟ୍ଟା ଅଞ୍ଚଳର ଏଚଏନଏସଏସ କେନାଲ ନିକଟରେ ୩୨ ବର୍ଷୀୟ ତେଜେଶ୍ୱରଙ୍କ ମୃତଦେହ ମିଳିଛି। ସୂଚନା…

ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରପର୍ଟି ଡିଲର ଗିରଫ

ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲୁଚାଇବା ଅଭିଯୋଗରେ ଇନ୍ଦୋରରୁ ଜଣେ ପ୍ରପର୍ଟି ଡିଲରଙ୍କୁ ଗିରଫ କରିଛି ମେଘାଳୟ ପୋଲିସ। ପୋଲିସ ସୂଚନା ଅନୁସାରେ, ପ୍ରପର୍ଟି ଡିଲର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଏବଂ ମୃତ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମଙ୍କ ବ୍ୟାଗ ଲୁଚାଇ…

ନିଶାସକ୍ତ ଅବସ୍ଥାରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର

ନୟାଗଡ: ପୁଣି ଲଜ୍ଜା । ଗାଁ ଦାଣ୍ଡରେ ଆଶା ଦିଦିଙ୍କୁ ମାଡ ମାରି ନିଶାସକ୍ତ ଅବସ୍ଥାରେ ଦୁର୍ବ୍ୟବହାର କଲେ। ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଆଶା ଦିଦି ଟୁନି ମହାପାତ୍ର ବିଳମ୍ବିତ ରାତ୍ରୀରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ଗୋପାଳପୁର ଯିବ ଏଆଇସିସି; ଗଣଦୁଷ୍କର୍ମ ମାମଲାରେ ତନାଘନା କରିବ ଟିମ୍ 

ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ନିକଟରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ଗମ୍ଭୀରତାର ସହ ନେଇଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)। ଏହି ଘଟଣାର ତଦନ୍ତ କରିବା ଏବଂ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ପାଞ୍ଚ ଜଣିଆ ତଥ୍ୟ…

ଭିଜିଲାନ୍ସ ଜାଲରେ ଫସିଲେ ଏଏସଆଇ

ଭୁବନେଶ୍ୱର: ଏକ ଜମି ବିବାଦ ମାମଲାରେ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଜଣେ ଏଏସଆଇଙ୍କୁ ଗିରଫ କରିଛି। ଅଭିଯୁକ୍ତ ପ୍ରଭାତ କୁମାର ପ୍ରଧାନଙ୍କୁ ପୁରୀ ଜିଲ୍ଲାର ଚନ୍ଦନପୁର ଥାନାରେ ନିଯୁକ୍ତି ଦିଆଯାଇଛି।…

ଖାଦ୍ୟ ବିତରଣ କେନ୍ଦ୍ରରେ ଗୁଳିମାଡ଼, ୩୪ ମୃତ

ଗାଜା: ଗାଜାରେ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଗାଜା ଷ୍ଟ୍ରିପର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏକ ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ଗୁଳିମାଡ଼ରେ ଅତି କମରେ ୩୪ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି…