Latest Odisha News

BREAKING NEWS

Browsing Category

ଅପରାଧ

ହଜାର କୋଟିର ଠକେଇ ଅଭିଯୋଗ; ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ୧୦ ରାଜ୍ୟରେ ୧,୦୦୦ କୋଟିରୁ ଅଧିକ ଟଙ୍କାର ପୋଞ୍ଜି ଯୋଜନା ଦୁର୍ନୀତି ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶନିବାର କଟକରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଜଣେ ନିବେଶକଙ୍କ ଅଭିଯୋଗ ପରେ ଝିଙ୍କିରିଆର ୪୨ ମୌଜାର ପ୍ରତାପ କୁମାର ରାଉତଙ୍କୁ କଟକରୁ…

ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍!

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍ ଥିବା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏଠାରେ ସେକ୍ସ ରାକେଟ ଚାଲିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ଅଞ୍ଚଳରୁ ଉକ୍ତ ନାବାଳିକାକୁ…

ଟିଟିଲାଗଡ଼ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଷ୍ଟେସନରେ ଏର୍ଣ୍ଣାକୁଲମ-ହଟିଆ ଧରତୀ ଆବା ସୁପରଫାଷ୍ଟ ଏକ୍ସପ୍ରେସରୁ ରେଳ ସୁରକ୍ଷା ବଳ (ଆରପିଏଫ) ୭୦ ଲକ୍ଷ ଟଙ୍କା ଜବତ କରିଛି। ନିୟମିତ ଯାଞ୍ଚ ସମୟରେ ଆରପିଏଫ କର୍ମଚାରୀମାନେ ଟ୍ରେନର ଗୋଟିଏ ବଗିରେ ଏକ ସନ୍ଦିଗ୍ଧ ବ୍ୟାଗ ଦେଖିଥିଲେ।ପରେ ବ୍ୟାଗ…

ପୁଣି ଲଜ୍ଜା! ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ପୀଡିତାଙ୍କ ଘର ବିହାରରେ। ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଅଛନ୍ତି।…

ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍, ୩ ଗିରଫ

ଭୁବନେଶ୍ବର: ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍। ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ। ଦାମୀ କାର୍‌ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍‌। ନଗଦ ୫ ଲକ୍ଷ ୧୦ ହଜାର…

ମମତା ବାନାର୍ଜୀଙ୍କୁ କ୍ଷମା ମାଗିଲେ ଦୁଷ୍କର୍ମ ପୀଡ଼ିତାଙ୍କ ବାପା

ଭୁବନେଶ୍ୱର: ପଶ୍ଚିମବଙ୍ଗ ପୋଲିସ ଅକ୍ଟୋବର ୧୦ରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଗଣଦୁଷ୍କର୍ମ ଶିକାର ହୋଇଥିବା ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ପାଇଁ ଏକ ଟେଷ୍ଟ ଆଇଡେଣ୍ଟିଫିକେସନ୍ (ଟିଆଇ) ପରେଡ୍ କରିବା ପାଇଁ କୋର୍ଟର ଅନୁମୋଦନ ଲୋଡ଼ିବ।…

ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବନ୍ଧୁଙ୍କ ହାତ

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା ଏକ ଘରୋଇ ମେଡିକାଲ୍ କଲେଜ ନିକଟରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାଙ୍ଘାତିକ ଖୁଲାସା। ଏହି ଘଟଣା ପଛରେ ଛାତ୍ରୀଙ୍କ ବନ୍ଧୁଙ୍କ ହାତ ଥିବା ଜଣାପଡ଼ିଛି। ବୁଧବାର ଦିନ ଦୁର୍ଗାପୁରର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍…

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତି

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ବର୍ତ୍ତମାନ୍ ଶେଷ ହେବାପରି ଲାଗୁଛି। ଉଭୟ ଦେଶ ଆସନ୍ତା ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଉତ୍ତେଜନା ସମୟରେ ଉଭୟ ଦେଶ ପରସ୍ପର ଉପରେ ଗୁଳିଚାଳନା କରିଥିବା ଅଭିଯୋଗ କରିଥିଲେ। ତେବେ…

ଏମ୍ସ ଭୁବନେଶ୍ୱର ଲ୍ୟାବ ଆସିଷ୍ଟାଣ୍ଟ ହତ୍ୟା ମାମଲାରେ ୪ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୋନ ୩ ଆସିଷ୍ଟାଣ୍ଟ କମିଶନର (ଏସିପି) ତାପସ ଚନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇ କହିଛନ୍ତି ଯେ ଖଣ୍ଡଗିରି ପୋଲିସ ଅଭିଯୁକ୍ତଙ୍କ ଠାରୁ ୭.୬୫ ମିଲିମିଟର…

ଅନଲାଇନ୍ ଅଟୋ ସଂଘର ଆନ୍ଦୋଳନ; ରାଜଧାନୀରେ ଠପ୍ ଅଟୋ ସେବା

ଭୁବନେଶ୍ୱର: ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଡ୍ରାଇଭର୍ସ ଆସୋସିଏସନ ମଙ୍ଗଳବାର ଦିନ ପ୍ରତିବାଦ ଆରମ୍ଭ କରିବା ସହ କ୍ୟାପିଟାଲ ଥାନା ଘେରାଉ କରିଛି। ଯାହା ଫଳରେ ଭୁବନେଶ୍ୱରରେ ଅଟୋରିକ୍ସା ସେବା ବାଧାପ୍ରାପ୍ତ ହୋଇଥିଲା। ଥାନା ସମ୍ମୁଖରେ ବହୁ ସଂଖ୍ୟକ ଅଟୋରିକ୍ସା ପାର୍କିଂ କରାଯାଇଥିଲା। ଯାହା…