Latest Odisha News

BREAKING NEWS

Browsing Category

ଅପରାଧ

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ଗଞ୍ଜାମ: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ ସେମାନଙ୍କର…

ପୁଣି ରାଜନୈତିକ ହିଂସା, ବିଜେଡି ପାର୍ଟି ଅଫିସକୁ ବୋମାମାଡ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ନିର୍ବାଚନ ମଧ୍ୟରେ ଗୁରୁବାର ମଧ୍ୟରାତ୍ରୀରେ ରାଜଧାନାରେ ବୋମା ମାଡ଼ ହୋଇଛି। ୱାର୍ଡ଼ ନମ୍ବର ୩୮ରେ ଥିବା ବିଜେଡି ପାର୍ଟି ଅଫିସରେ ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବୋମାମାଡ଼ ହୋଇଛି । ଅଫିସ ସାମ୍ନାରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା…

ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ

ଟିଟିଲାଗଡ଼: ନିର୍ବାଚନ ବେଳେ ପୁଣି ରାଜନୈତିକ ହିଂସା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ତେଣ୍ଡିପାଲି ଗ‌ାଁରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ମରାଣାନ୍ତକ…

ଖଲ୍ଲିକୋଟ ପରେ ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପରେ ଅଶାନ୍ତ ହୋଇପଡିଛି ପୋଲସରା । ପୋଲସରାରେ ଦେଖାଦେଇଛି ରାଜନୈତିକ ହିଂସା । ପୋଲସରାର ତୋଟା ସାହିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଗଣେଶ ଖଟେଇ । ଗଣେଶଙ୍କୁ ପଛପଟୁ…

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଅମିନ, ୨ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡ଼ା: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ତହସିଲ ଅଫିସ ଅମିନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅଫିସ ଅମିନ ଉମାକାନ୍ତ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜିଲ୍ଲା ଭିଜିଲାନ୍ସ ଟିମ ଅମିନଙ୍କୁ ଉଠାଇ ଜିଲ୍ଲା କାର୍ଯ୍ୟାଳୟକୁ ନେଇଛି।…

ସ୍କ୍ରାଚ୍ କାର୍ଡରେ ୧୫ ଲକ୍ଷ ଟଙ୍କାର ଲାଳସା ଦେଖାଇ ୧୮ ଲକ୍ଷ ଟଙ୍କାର ଚୁନା ଲଗାଇଲେ ସାଇବର ଲୁଟେରା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ସହ ସାଇବର ଠକେଇ ହୋଇଛି। ଅଭିଯୋଗ ହୋଇଛି ଯେ ଠକମାନେ ମହିଳାଙ୍କୁ ସ୍କ୍ରାଚ୍ କାର୍ଡ ଫାନ୍ଦରେ ପକାଇ ତାଙ୍କଠାରୁ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୀଡିତା ନ୍ୟାୟ ପାଇଁ ପୋଲିସକୁ…

ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ, ବିଜେଡି କର୍ମୀଙ୍କ ବିରୋଧରେ ଏତଲା

ଭୁବନେଶ୍ବର: ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଭୁବନେଶ୍ୱର ୟୁନିଟ୍ ୬ର ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା ଅଭିଯୋଗ । ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିଛି। କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଭିଯୋଗ…

ଛତିଶଗଡ଼ରେ ନିର୍ବାଚନୀ ହିଂସା: କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା

ରାୟପୁର: ଛତିଶଗଡର ନାରାୟଣପୁର ବଖରପୁରାରେ କଂଗ୍ରେସ ନେତା ବିକ୍ରମ ବେସଙ୍କୁ ଗୁଳି କରି ହତ୍ୟା । କିଛି ଦୁର୍ବୁତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ଏପରି ତିନି ଥର ଗୁଳି ଚଳାଇଥିଲେ । ଯେଉଁଥିରେ ଗୋଟିଏ ଗୁଳି ବିକ୍ରମ ବେସଙ୍କ ମୁଣ୍ଡରେ ବାଜିଥିବାବେଳେ, ଦ୍ୱିତୀୟ ଗୁଳି…

ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

ବାରିପଦା: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଥିବା ବେଳେ ରାଜ୍ୟରେ ଚାଲିଛି ବେଆଇନ କାରବାର। ରାଜ୍ୟରେ ଯୁଗ୍ମ ନିର୍ବାଚନ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ଉପରେ ଚାଲିଥିବା କଟକଣା ସମୟରେ ବାରିପଦାଠାରେ ଧରାପଡିଛନ୍ତି ଡ୍ରଗ୍ସ ବେପାରୀ। ଉକ୍ତ ଘଟଣାରେ ଦୁଇ ଜଣଙ୍କୁ ଗିରଫ…

ଉଜୁଡି ଗଲା ସୁନାର ସଂସାର, ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ଜୀବନ ହାରିଲେ ଯୁବକ

ଲକ୍ଷ୍ନୌ: ବିଭତ୍ସ ଏବଂ ଲୋମଟାଙ୍କୁରା ହତ୍ୟାକାଣ୍ଡ । ନିଜ ହାତରେ ଉଜାଡିଲା ନିଜର ସୁନାର ସଂସାର । ପରିବାରର ୫ ଜଣଙ୍କୁ ହତ୍ୟାକଲା ପରେ ନିଜେ ନିଜକୁ ଶେଷ କରିଦେଲା ଯୁବକ । ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲାର ରାମପୁର ମଥୁରା ଅଞ୍ଚଳରେ ଜଣେ ମଦ୍ୟପ ଯୁବକ ତାଙ୍କ ମା', ପତ୍ନୀ ଏବଂ ୩ ଛୁଆକୁ ହତ୍ୟା…