Latest Odisha News

BREAKING NEWS

Browsing Category

ଅପରାଧ

ପୁଣି ଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ: ଗୁଳି କରି ନିର୍ମମ ଭାବେ ହତ୍ୟା

ଲକ୍ଷ୍ନୌ: ପୁଣି ଅତି ନିର୍ମମ ଭାବେ ଆଉ ଜଣେ ସାମ୍ବାଦିକଙ୍କୁ ରାଜରାସ୍ତାରେ ହତ୍ୟା । ଶନିବାର ଦିନ ଉତ୍ତର ପ୍ରଦେଶର ସୀତାପୁରରେ, ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଛି କୌଣସି ସୂଚନା…

ଘରେ ପଶି ସମିତିସଭ୍ୟାଙ୍କୁ ଆକ୍ରମଣ କଲେ ୬ ଦୁର୍ବୃତ୍ତ

କଟକ: ରାତି ଅଧରେ ସମିତିସଭ୍ୟାଙ୍କୁ ଆକ୍ରମଣ। କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘରେ ପଶି ସମିତିସଭ୍ୟାଙ୍କୁ…

ଝାଡଖଣ୍ଡରେ ଏନଟିପିସି ଡିଜିଏମଙ୍କୁ ଗୁଳିକରି ହତ୍ଯା

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗରେ ଏନଟିପିସିର ଡିଜିଏମ କୁମାର ଗୌରବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ଫତାହା ଜଙ୍ଗଲ ନିକଟରେ ଗୁଳି ହତ୍ୟା କରାଯାଇଥିଲା। ଯାହା ପରେ ଦୁବୁର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୂଚନା ଅନୁଯାୟୀ, ଘଟଣାଟି ଆଜି ସକାଳ ୧୦ଟାରେ ଘଟିଥିଲା। କୁମାର…

ବିରେନ୍ଦ୍ର ସେହୱାଗଙ୍କ ଭାଇ ଗିରଫ, ଜାଣନ୍ତୁ କଣ ରହିଛି ପୁରା ମାମଲା… 

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିନୋଦ ସେହୱାଗଙ୍କୁ ୭ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଚଣ୍ଡିଗଡ଼ର ମଣିମାଜରା ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତ ବିନୋଦଙ୍କୁ କୋର୍ଟରେ ହାଜର…

ସୁନା ସ୍ମଗଲିଂ ମାମଲାରେ ଆସିଲା ଅଭିନେତ୍ରୀ ରନ୍ୟାଙ୍କ ପ୍ରଥମ ଫଟୋ… 

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏୟାରପୋର୍ଟରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରନ୍ୟା ରାଓ ଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ତେବେ ଆର୍ଥିକ ଅପରାଧ ଅଦାଲତ ଏହି ମାମଲାରେ ତାଙ୍କ ଜାମିନ ଆବେଦନକୁ ସଂରକ୍ଷିତ ରଖିଛନ୍ତି। ଯାହା ଫଳରେ ତାଙ୍କର ଆଇନଗତ ପଦକ୍ଷେପ…

ପଡୋଶୀ ଘରକୁ ଗଲା ବୋଲି, ୫ ବର୍ଷର ଝିଅକୁ ୪ ଖଣ୍ଡ କରିଦେଲା ବାପା

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଜଣେ ବ୍ୟକ୍ତି ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଥମେ ଝିଅର ତଣ୍ଟି ଚିପି ମାରିବା ସହ ମୃତଦେହକୁ ଚାରି ଖଣ୍ଡ କରି ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ କହିବାନୁସାରେ ତାଙ୍କର ପଡ଼ୋଶୀଙ୍କ ସହିତ…

ଘରେ ପଶିଲେ ଦୁର୍ବୃତ୍ତ, ମଥାରେ ଦେଇଦେଲେ ସିନ୍ଦୁର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦୁର୍ବୃତ୍ତ ଖଜନୀ ଅଞ୍ଚଳରେ ଏକ ଘରେ ପଶି ଜଣେ ଯୁବତୀଙ୍କ ମଥରା ଦେଇଦେଲା ସିନ୍ଦୁର। ଏହାପରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କଲା। ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ…

ପୁଅର ନାରକୀୟ କାଣ୍ଡ: ବାପା-ମାଆ ଓ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର: ୨୨ ବର୍ଷୀୟ ପୁଅର ନାରକୀୟ କାଣ୍ଡ। ନୃସଂଶ ପାଲଟିଲା ପୁଅ। ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା। ବାପାମା’ ଓ ଭଉଣୀକୁ ପଥରରେ ଛେଚି ଜୀବନ ନେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼ ଗାଁରେ। ମୃତକ ହେଲେ ପ୍ରଶାନ୍ତ ସେଠୀ, କନକଲତା…

ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲି ଥାନା ଲମ୍‌‌ଡୁଙ୍ଗରୀ ନିକଟରେ ମହେଶକୁ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରବେଳେ ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ମହେଶ ନିକଟରୁ ବନ୍ଧୁକ ସହ ୪୦ ହଜାର ଟଙ୍କା ପୋଲିସ…

କଂଗ୍ରେସ ନେତ୍ରୀଙ୍କ ହତ୍ୟା ପଛରେ ପ୍ରେମିକ: ମାନିଲା ସବୁ ସତ

ରୋହତକ: ହରିୟାଣା କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବାଲଙ୍କୁ ମାରିକି ସୁଟକେସରେ  ଫୋପାଡିବା ଘଟଣା, ହତ୍ୟାକାଣ୍ଡର ଦୁଇ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତ ସଚିନ୍ ହିମାନୀଙ୍କ ପ୍ରେମିକ ବୋଲି ଦାବି କରିଛି। ସେମାନେ ବହୁତ ଦିନ ଧରି ସମ୍ପର୍କରେ ଥିଲେ। ରୋହତକର ଏକ ବସ୍ ଷ୍ଟାଣ୍ଡ…