Latest Odisha News

BREAKING NEWS

Browsing Category

ଅପରାଧ

କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ଚମ୍ପୁଆ: କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ। ଚମ୍ପୁଆ ସ୍ଥିତ ଏକ ଆଶ୍ରମ ସ୍କୁଲରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଛୁଟିରେ ଝିଅଟି ନିଜ ଘରକୁ…

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ

ଭଦ୍ରକ: ଘରେ ଶୋଇଥିବା ବେଳେ ଏସିଡ ମାଡ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି। ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି। ଗୁରୁତର ଅବସ୍ଥାରେ…

୭୦ ଘଣ୍ଟା ପରେ ଏମିତି ଧରାପଡ଼ିଲା ପୁଣେ ଦୁଷ୍କର୍ମ ଅଭିଯୁକ୍ତ

ପୁଣେ: ମହାରାଷ୍ଟ୍ରର ପୁଣେର ଏକ ବସ୍ ଷ୍ଟାଣ୍ଡରେ ଛିଡା ସରକାରୀ ବସ୍ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳିଛି। ତେବେ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ସାର୍ଟ ବଦଳାଇବା…

ସ୍ତ୍ରୀକୁ ପିଟିପିଟି ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଫେରାର୍

ଦେବଗଡ଼: ନୃଶଂସ ପାଲଟିଲା ସ୍ୱାମୀ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନିର୍ଦ୍ଦୟୀ ସ୍ଵାମୀ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାଞ୍ଚଳ ଝରାଡିହି ଗ୍ରାମରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ମୃତକ ମହିଳା ହେଲେ ସେହି ଗ୍ରାମର ବିଭୂତି ଭୂଷଣ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା ପ୍ରଧାନ।…

ବସରେ ଦୁଷ୍କର୍ମ ଘଟଣା; ଅଭିଯୁକ୍ତଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ପୁରସ୍କାର

ପୁଣେ: ମହାରାଷ୍ଟ୍ରର ପୁଣେର ଏକ ବସ୍ ଷ୍ଟାଣ୍ଡରେ ଛିଡା ସରକାରୀ ବସ୍ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସର ହାତ ଖାଲି। ଉକ୍ତ ଅଭିଯୁକ୍ତଙ୍କୁ ଧରାଇଦେଲେ କିମ୍ବା ତାଙ୍କ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ଘଟଣାଟି…

୨୪ ଲକ୍ଷ ଟଙ୍କା ଜାଲିଆତି କରି ଗିରଫ ହେଲେ ହୋଟେଲର ମ୍ୟାନେଜର ବାବୁ

ଭୁବନେଶ୍ୱର: ହୋଟେଲର ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱରର ଖାରବେଳନଗର ପୋଲିସ ଏକ ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସ ପଶ୍ଚିମବଙ୍ଗର ନିଶ୍ଚିନ୍ଦା…

ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା। ମୁଖ୍ୟ ଅଭିଯୁକ୍ତ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ ଗିରଫ। କଳାହାଣ୍ଡି ଜିଲ୍ଲାର ମୋହନଗିରିରୁ ଗିରଫ କଲା ଦେଓଗାଁ ପୋଲିସ।ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକ ସହ ୮ ଜଣ ଗିରଫ ହୋଇଥିଲେ। ବାବିଜୁରୀ ଗାଁରୁ ବର ହୋଇଥିବା…

ହୋଷ୍ଟେଲ ଛାତ୍ରୀ ମାଆ ହେବା ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ୱିତ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ମଙ୍ଗଳବାର ମାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ ହୋଇଥିବା ବେଳେ ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ନିଲମ୍ବିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନର ସୁପାରିସ…

୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଠକେଇ, ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆର୍ଥିକ ଠକେଇ କରିବା ଅଭିଯୋଗରେ ସମ୍ବଲପୁରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନିବେଶକଙ୍କୁ ଜମା ଟଙ୍କା ଉପରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିବା ନେଇ ପ୍ରଲୋଭନ ଦେଉଥିଲା। ସନ୍ତୋଷ ଆଚାର୍ଯ୍ୟ ନାମକ ଅଭିଯୁକ୍ତକୁ ସମ୍ବଲପୁରର ଧନୁପାଲି ଥାନା…

୧୦ ମାସରେ ଟଙ୍କା ଡବଲ୍ ହୋଇଯିବ କହି ଠକେଇ, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଦଶ ମାସ ମଧ୍ୟରେ ଜମା ଟଙ୍କା ଦୁଇଗୁଣ କରିବାର ପ୍ରତିଶ୍ରୁତି ଦେଇ ୨୦୦ରୁ ଅଧିକ ନିବେଶକଙ୍କୁ ପାଞ୍ଚ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳ ସ୍ଥିତ…