Latest Odisha News

BREAKING NEWS

Browsing Category

ଅପରାଧ

ବିଜେପି ସଦସ୍ୟଙ୍କ ଉପରକୁ ଗାଡ଼ି ଚଢ଼ାଇବା ଅଭିଯୋଗରେ ବିଜେଡି ନେତା ଗିରଫ

ସମ୍ବଲପୁର: ସମ୍ବଲପୁରର ରେଢାଖୋଲରେ ରବିବାର ଦିନ ବିଜେଡି କାଉନସିଲର ରାଜୀବ ଲୋଚନ ପ୍ରଧାନଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗ ରହିଥିଲା। ତେବେ ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାପରେ ସେ ଫେରାର…

ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତି ମାମଲା; ସ୍ଥିତି ପରଖିବେ ମନ୍ତ୍ରୀ ଓ ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ଓ ସଚିବ। ଚୋରା କୋଇଲା ଖଣି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ…

ଟ୍ରାଫିକ୍ ଚାଲାଣରୁ ଧରାପଡ଼ିଲା ସ୍କୁଟି ଚୋର

ଭୁବନେଶ୍ୱର: ଏକ ଚୋରି ସ୍କୁଟିକୁ ୨୪ ଘଣ୍ଟା ମଧ୍ୟରେ ଖୋଜିପାଇଛି ଭୁବନେଶ୍ୱର ପୋଲିସ। ଟ୍ରାଫିକ୍ ଚାଲାଣ କଟିବା ବେଳେ ଚୋରକୁ ଧରିବାରେ ସଫଳତା ପାଇଛି ପୋଲିସ୍। ସୂଚନା ଅନୁଯାୟୀ, ଏପ୍ରିଲ ୧୫ ତାରିଖ ଦିନ ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଓଲ୍ଡ ଟାଉନ ଅଞ୍ଚଳର ମୁଲ୍ଲାପଡିଆ ରେ ଥବା ପଡିଆକୁ…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ 

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଗାଡ଼ି ଉପରେ ରବିବାର ଦିନ ହୋଇଥିବା ଆକ୍ରମଣ ଘଟଣାରେ ଯାଜପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସେମାନଙ୍କୁ କୋର୍ଟକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ଆରୁଅ…

ଭାରତ ଫେରିବ ମେହୁଲ ଚୋକସି; ପ୍ରତ୍ୟର୍ପଣ ପାଇଁ ଅନୁରୋଧ କଲେ ସରକାର 

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଗତ ୧୨ ତାରିଖରେ ବେଲଜିୟମରୁ ଗିରଫ କରାଯାଇଛି। ଏନେଇ ବେଲଜିୟମର ଫେଡେରାଲ ପବ୍ଲିକ୍ ସର୍ଭିସ୍ ସୋମବାର ଦିନ ଘୋଷଣା କରିବା ସହ ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିବା…

ଭୁବନେଶ୍ୱରରେ ଚୋରି ଶିଶୁପୁତ୍ରକୁ ଧରିବା ପାଇଁ ଟିମ୍ ଗଠିତ 

ଭୁବନେଶ୍ୱର: ଭୁବନେଶ୍ୱରର ରାମ ମନ୍ଦିର ବାହାରେ ଶନିବାର ବିଳମ୍ବିତ ରାତିରେ ଜଣେ ଦୃଷ୍ଟିହୀନ ମାଆଠାରୁ ୨ ବର୍ଷର ଶିଶୁପୁତ୍ରକୁ ଛଡ଼ାଇ ନିଆଯିବା ଘଟଣାରେ କମିଶନରେଟ୍ ପୋଲିସ ମଲ୍ଟି ଟିମ୍ ଗଠନ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ଏକ ଅପହରଣ…

କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକେଇ; ଗୁଜୁରାଟରୁ ବନ୍ଧା ହେଲେ ଠକ

ବହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଠାରୁ ଠକେଇ ଘଟଣାରେ ପୋଲିସ ଗୁଜରାଟରୁ ଦୁଇ ଜଣ ସାଇବର ଠକଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଗୁଜୁରାଟ ଭବାନଗର ଜିଲ୍ଲାର ବି ଜେନିଲ ଜୟସୁଖଭାଇ(୨୩) ଓ ଭିଶ୍ଵଜିତସିଂ ଗୋହିଲ(୨୧)। ଏଥିସହ ସାଇବର ଠକେଇରେ ବ୍ୟବହୃତ ମୋବାଇଲ ଓ ଏକାଧିକ…

ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍‌ ରାସ୍ତାରେ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର: ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା ।  ଏହି ହତ୍ୟାକାଣ୍ଡ  ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହ ନିକଟରେ ଏକ ବାଇକ୍‌ ପଡିଛି। ଟାଙ୍ଗିଆରେ ଆଣି ହତ୍ୟା କରି ହତ୍ୟାକାରୀ ଫେରାର ହୋଇଯାଇଛନ୍ତି। ସୂଚନାମୁତାବକ,ଶନିବାର…

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ ପବିତ୍ର ପାଣିଗ୍ରାହୀଙ୍କ ଘରେ ରେଡ୍

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ୧୮ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହେବା ପରେ ଶନିବାର ଦିନ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଯେଉଁ ଟଙ୍କାର ହିସାବ ସେ ଦେଇ ପାରିନଥିଲେ। ସୂଚନା…

ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର, ଦୁଷ୍କର୍ମ ଅଭିଯୁକ୍ତ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର। ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବେଲପାହାଡ଼ ପୋଲିସ। ସୂଚନା ଅନୁଯାୟୀ, ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ବେଲପାହାଡ ବ୍ରଜରାଜନଗର…