Latest Odisha News

BREAKING NEWS

Browsing Category

ଅପରାଧ

ବିପୁଳ ପରିମାଣ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ପୁରୀ: ୫୩୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ସହ ୪ ଗିରଫ। ଟାଉନ୍ ଥାନା ଗଦାଧର ହାଇସ୍କୁଲ ପାର୍କିଂରୁ ଧରିଲା ପୋଲିସ। ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ। ଗିରଫଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧାର, ଜଣେ ପୁରୀ ଓ ବାଲେଶ୍ବରର ବୋଲି ଜଣାପଡିଛି। ପୁରୀ ଟାଉନ ଥାନା ଗଦାଧର…

ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଆଜି ସକାଳୁ ସକାଳୁ ଏନକାଉଣ୍ଟର ହୋଇଛି। ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର ହୋଇଛି। ଭୋର୍‌ରେ ଲୁଟ୍ ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର କରିଛି। ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି। ସୂଚନା ଅନୁସାରେ…

ଶେଷ ହେଉଛି ଲାଲ ଚନ୍ଦନ !

ନୂଆଦିଲ୍ଲୀ: ସିନେମା ହଲରୁ ଆରମ୍ଭ କରି ଓଟିଟି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି ପୁଷ୍ପା ୨ : ଦ ରୁଲ। ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ସମସ୍ତଙ୍କୁ ପଛରେ ପକାଇଛି। ଏହି ଫିଲ୍ମ ଭାରତରେ ୧ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଛି। ଏହି ଫିଲ୍ମ ଲାଲ ଚନ୍ଦନ ତସ୍କରି ଆଧାରିତ ହୋଇଥିବା ବେଳେ,…

ଇନଷ୍ଟାଣ୍ଟ ଲୋନ୍ ଆପରୁ ଋଣ ନେଇ ଶିକ୍ଷକଙ୍କ ଜୀବନ ଗଲା

ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗରେ ଜଣେ ୪୫ ବର୍ଷୀୟ ସ୍କୁଲ ଶିକ୍ଷକ ଉଲୱେ ନିକଟସ୍ଥ ଅଟଳ ସେତୁରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ବୈଭବ ପିଙ୍ଗାଲେ ହୋଇଥିବା ବେଳେ ସେ ଆଲିବାଗର କୁରୁଦ ଗାଁର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁସାରେ, ଶିକ୍ଷକ ଜଣକ କରଜ ସୁଝିବା ପାଇଁ…

କଂଗ୍ରେସ ନେତା ନିରଞ୍ଜନଙ୍କ ଘରୁ ଚୋରି ମାମଲା: ଝାରପଡ଼ା ଜେଲରେ କୋଟିପତି ଚୋର

ଭୁବନେଶ୍ୱର: ଜେଲଗଲା କୋଟିପତି ଚୋର ସତୀଶ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଗିରଫ ସତୀଶ ରେଡ୍ଡି ଓରଫ ସ୍ପାଇଡର ସତୀକୁ ଗିରଫ ପରେ ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ। ଦୁଇ ସପ୍ତାହର କସରତ ପରେ…

ଏଡିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲା ଏତିକି ସମ୍ପତ୍ତି

କୋରାପୁଟ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ୭ଟି ଠିକଣାରେ ଜୟପୁର ଭିଜିଲାନ୍ସ ଟିମ୍‌ ଚଢ଼ାଉ…

କୋଟିପତି ରେମୁଣା ତହସିଲଦାର ଗିରଫ

ଭୁବନେଶ୍ୱର: କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ…

ଶିକ୍ଷକ ଅପହରଣ ଘଟଣାରେ ୩ ଗିରଫ, ଶିକ୍ଷକ ଉଦ୍ଧାର

ମୟୂରଭଞ୍ଜ: ବହୁ ଚର୍ଚ୍ଚିତ ଶିକ୍ଷକ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ପୁଲିସ  ଅପହରଣ କରାଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତ ସୌଭାଗ୍ୟ ଦାସ, ପ୍ରଭାତ କୁମାର ମହାନ୍ତି ଓ ବ୍ରହ୍ମାନନ୍ଦ ନାଏକଙ୍କୁ ପୁଲିସ ଅଟକ…

କାଠଯୋଡିରୁ ମିଳିଲା ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ

କଟକ: କଟକର କାଠଯୋଡି ନଦୀ କୂଳରେ ବୁଧବାର ଦିନ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ପ୍ରତୀକ ଦାସ ବୋଲି ଜଣାପଡିଛି। ସେ ଭୁବନେଶ୍ୱରର ନୀଳାଦ୍ରି ବିହାରର ବାସିନ୍ଦା। ସୂଚନା ଅନୁଯାୟୀ, ପ୍ରତୀକ ମଙ୍ଗଳବାରଠାରୁ ନିଖୋଜ ଥିଲେ। ସେ ଘରକୁ ନ ଫେରିବାରୁ…

ରାଗିଂର ଭୟଙ୍କର ରୂପ, ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବଲ୍ସ… 

ଥିରୁବନନ୍ତପୁରମ: କେରଳର ଏକ ସରକାରୀ କଲେଜରେ ରାଗିଂର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପାଞ୍ଚ ଜଣ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ରାଗିଂ ନାମରେ ସମସ୍ତ ବର୍ବରତାକୁ ଟପିଯାଇଛନ୍ତି। ଏହି ଘଟଣାଟି କୋଟ୍ଟାୟମର ସରକାରୀ ନର୍ସିଂ କଲେଜରେ ଘଟିଛି। ଅଭିଯୋଗ ଅନୁଯାୟୀ ପାଞ୍ଚ ଜଣ ସିନିଅର…