Latest Odisha News

BREAKING NEWS

Browsing Category

ଅପରାଧ

ପାଇଲଟଙ୍କ ମୃତ୍ୟୁ ପଛର ସତ

ମୁମ୍ବାଇ: କେମିତି ହେଲା ପାଇଲଟ୍ ସୃଷ୍ଟି ତୁଲିଙ୍କ ମୃତ୍ୟୁ? ଆତ୍ମହତ୍ୟା କରିଛନ୍ତି ନା କରାଯାଇଛି ହତ୍ୟା ? ପାଇଲଟଙ୍କ ମୃତ୍ୟୁ ପଛର ସତ କଣ? ସନ୍ଦେହ ଘେରରେ ଉତ୍ତରପ୍ରଦେଶ ଗୋରଖପୁରର ପାଇଲଟ ସୃଷ୍ଟି ତୁଲିଙ୍କ ମୃତ୍ୟୁ । ବୟଫ୍ରେଣ୍ଡ ଆଦିତ୍ୟ ପଣ୍ଡିତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା…

ଗୋଖାଦ୍ୟ ଟ୍ରକରେ ଯାଉଥିଲା ୨ କୁଇଣ୍ଟାଲ ଗଞ୍ଜେଇ, ମାଡି ବସିଲା ପୋଲିସ

ସୁବର୍ଣ୍ଣପୁର: ସୋନପୁର ପୋଲିସକୁ ବଡ଼ ସଫଳତା। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ । ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଇଚର୍ ଟ୍ରକ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ତେଲ ନଦୀ ପୋଲ ନିକଟରେ ଧରିଲା ପୋଲିସ। ଗୋଖାଦ୍ୟ ନେଉଥିବା ଟ୍ରକରେ ଯାଉଥିଲା ଗଞ୍ଜେଇ। ଗଞ୍ଜେଇ…

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ

କେନ୍ଦୁଝର: ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରିଥିଲା। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଗତକାଲି ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଥିଲା ରେଡ୍। ଆଜି ତାଙ୍କୁ ଭିଜିଲାନ୍ସ ଗିରଫ…

ଭୀମସାରରେ ନବଜାତକ ଚୋରି ଘଟଣା, ସୂଚନା ଦେଲେ ମିଳିବ ୫ ହଜାର

ବୁର୍ଲା: ବୁର୍ଲା ଭୀମସାରରୁ ଚୋରି ହୋଇଥିବା ଶିଶୁ ବିଷୟରେ ସୂଚନା ପାଇବା ଲାଗି ସମ୍ବଲପୁର ପୋଲିସ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି। ମଙ୍ଗଳବାର ଦିନ ଭୀମସାରରେ ଏକ ନବଜାତ ଶିଶୁକୁ ଚୋରି ଘଟଣାରେ ଉକ୍ତ ମହିଳାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ଚାରୋଟି ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ…

ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ସ୍ବାମୀ ନେଲେ ମଜା

ଗ୍ୱାଲିଅର୍: ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ଘର ଜଳୁଥିବାର ଦେଖିଲେ ସ୍ବାମୀ। ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣବଶତଃ ଝଗଡା ହୋଇଥିଲା। ଏହାପରେ ସେ…

ନୀଳ ଜିଭ ଥିବା ଝିଟିପିଟି ଚାଲାଣ ଅଭିଯୋଗରେ ବିମାନବନ୍ଦରରୁ ୨ ଗିରଫ

ବିଶାଖାପାଟଣା: ଡିରେକ୍ଟୋରେଟ ଅଫ ରେଭିନିଉ ଇଣ୍ଟିଲିଜେନ୍ସ (ଡିଆରଆଇ) ର ଅଧିକାରୀମାନେ ଦୁଇ ଯାତ୍ରୀଙ୍କୁ ରବିବାର ରାତିରେ ବିଶାଖାପାଟନମ୍ ବିମାନବନ୍ଦରରୁ ଚୋରା ଚାଲାଣ ଅଭିଯୋଗରେ  ବାନ୍ଧିଛନ୍ତି। ସୂଚନା ଅନୁଯାୟୀ, ସେମାନେ ଅଷ୍ଟ୍ରେଲିଆର ଏକ ବିରଳ ପ୍ରଜାତିର ୬ ଟି ‘ଇଷ୍ଟର୍ନ ବ୍ଲୁ ଟଙ୍ଗ୍…

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼ : ଲକ୍ଷେ ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ପ୍ରିନ୍ସିପାଲ୍। ଦରମା ରିଲିଜ୍ କରାଇବା ଉଦ୍ଦେଶ୍ୟରେ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ…

ପୁଣି କଳାକନା ବୁଲାଇଲେ ଲୁଟେରା, ୪ଟି ମନ୍ଦିରରୁ ସିରିଜ୍ ଲୁଟ୍

ଭଦ୍ରକ: ୨୮ନଂ ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଚୋରି ହୋଇଛି। ରାତି ଅଧରେ ମନ୍ଦିରରେ ପଶି କଳାକନା ବୁଲାଇଦେଲେ ଚୋର। ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା। ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୮ନମ୍ବର ୱାର୍ଡରେ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ…