Latest Odisha News

BREAKING NEWS

Browsing Category

ଅପରାଧ

ଚୋରି ସନ୍ଦେହରେ ଯୁବକକୁ ପିଟି ପିଟି ମାରିଦେବା ଘଟଣା: ଏସଆଇ ସସ୍‌ପେଣ୍ଡ

ଜଳେଶ୍ୱର: ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ପୁଅ ଗିରଫ। ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ସିଂଲା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଲେଶ୍ବର: ସିମୁଳିଆ ଥାନା ବାଲିଖଣ୍ଡ ବଜାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ରାତିରେ ବ୍ୟାଙ୍କ ଲୁଟ୍ ପରେ ଲକରରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନା ଅନୁସାରେ…

ଆପଣଙ୍କ ନାଁରେ ଚାଲିଛି କି ନକଲି ଲୋନ ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ଆମେ ବହୁ ପରିମାଣରେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ। ଆଜ୍ଞା ହଁ, ଏହା ଆମ ଜୀବନକୁ କରିଛି ସହଜ। ଯେଉଁ କାମ ପାଇଁ ପୂର୍ବରୁ ଘରୁ ବାହାରକୁ ଯିବାକୁ ପଡୁଥିଲା, ତାହା ବର୍ତ୍ତମାନ ଘରେ ବସି ଖୁବ କମ ସମୟରେ ହୋଇପାରୁଛି। ଟେକ୍ନୋଲୋଜିର ପରିସର ବିସ୍ତାର ସମୟରେ,…

ୱାଣ୍ଟେଡ଼ ଡ୍ରଗ୍ସ ସ୍ମଗଲରକୁ ଫସାଇଲା ‘ପୁଷ୍ପା-୨’, ଜାଣନ୍ତୁ… 

ନାଗପୁର: ଫସାଇଲା 'ପୁଷ୍ପା-୨'। ନାଗପୁରର ଏକ ସିନେମା ହଲରେ ବିଳମ୍ବିତ ରାତିରେ ପୁଷ୍ପା-୨ ଫିଲ୍ମ ଦେଖିବାକୁ ଯାଇ ପୋଲିସ୍ ଟିମ୍ ହାତରେ ଧରାପଡିଲା ଜଣେ ଡ୍ରଗ୍ସ ସ୍ମଗଲର। ହତ୍ୟା ଏବଂ ଡ୍ରଗ୍ସ କାରବାର ମାମଲାରେ ଫେରାର୍ ଥିବା ଏହି ଅପରାଧୀ ପୁଷ୍ପା-୨ ଚଳଚ୍ଚିତ୍ର ଦେଖିବାରେ ମଜିଯାଇଥିଲା।…

ସ୍ତ୍ରୀ ଓ ଶ୍ୱଶୁରଙ୍କଠୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ, ଇଣ୍ଟରନେଟରୁ ଶିଖିଲେ ବୋମା ତିଆରି… 

ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ସ୍ଥିତ ରୋ ଘରେ ଶନିବାର ଦିନ ହୋଇଥିବା ପାର୍ସଲ ବିସ୍ଫୋରଣ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ତାଙ୍କ ପତ୍ନୀଙ୍କ ବନ୍ଧୁ ଓ ଶ୍ୱଶୁରଙ୍କଠାରୁ ପ୍ରତିଶୋଧ ନେବାକୁ ଏହି  ବିସ୍ଫୋରଣର ଯୋଜନା କରିଥିଲେ। ପୋଲିସର ସୁଚନା ଅନୁସାରେ ମୁଖ୍ୟ…

ବିବାହ ପରେ ଫେରାର ‘ଲୁଟେରି ଦୁଲହନ’; ଠକିଲେଣି ୧.୨୫ କୋଟି

ଜୟପୁର: ଆପଣ 'ଲୁଟେରୀ ଦୁଲହନ୍'ର କାହାଣୀ ଶୁଣିଥିବେ ନିଶ୍ଚୟ। ଏହାକୁ ନେଇ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ତେବେ ଏଭଳି ଏକ ମାମଲା ଜୟପୁରରୁ ଆସିଛି। ଏହି ମହିଳାଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ବାସିନ୍ଦା ସୀମା…

ଚଢ଼ାଉ ପାଇଁ ଯାଇ ଅବକାରୀ ଟିମ୍‌ ହଟହଟା: ବ୍ରାଉନସୁଗର ଜବତକୁ ନେଇ ପ୍ରବଳ ଉତ୍ତେଜନା

ଜଳେଶ୍ବର: ବ୍ରାଉନସୁଗାର ରେଡ୍‌ ବେଳେ କମର୍ଦ୍ଦା ବଜାରରେ ଉତ୍ତେଜନା। ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଧରିଲା ଅବକାରୀ ବିଭାଗ। ମହିଳାଙ୍କୁ ଧରି ଆଣିବା ବେଳେ ଅବକାରୀ ଗାଡ଼ି ଅଟକାଇଲେ ଲୋକେ। ଅବକାରୀ ବିଭାଗ ଗାଡ଼ି ଅଟକାଇ ଚାବି ଛଡ଼ାଇ ନେଇଥିବା ଅଭିଯୋଗ। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା…

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଲଭିତ୍‌ରେ ଏନକାଉଣ୍ଟର। ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ୟୁପି ଓ ପଞ୍ଜାବ ପୋଲିସର ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି। ସେମାନଙ୍କ ନିକଟରୁ ୨ଟି ଏକେ-47 ଓ ୨ଟି ପିସ୍ତଲ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗୁରୁଦାସପୁରର ଏକ…

କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ ଘଟଣା, ୨ ଗିରଫ

କୋରାପୁଟ: କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ କରିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ ଝାଡ଼ବାନ୍ଧର…

ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼। ସେକ୍ଟର ୩ ଥାନା ସେକ୍ଟର ୨ ଛକରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ପିଠିରେ ବାଜିଛି ଗୁଳି। କିଏ ଓ କାହିଁକି ଗୁଳି କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଯୁବକଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।…