Latest Odisha News

BREAKING NEWS

Browsing Category

ଅପରାଧ

ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଏବେ ଏକ ନୂଆ ତଥ୍ୟ ସାମନାକୁ ଆସିଛି। ବାବା ସିଦ୍ଦିକିଙ୍କ ପୁଅ ତଥା…

ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣା : କିପରି ଥିଲା ସୁଟରମାନଙ୍କ ପ୍ଲାନିଂ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ରାତି ପ୍ରାୟ 9 ଟା 30 ସମୟରେ ଗୁଳିକରି ହତ୍ୟା କରାଯାଇଛି। ଏହି ସମୟରେ ସେହି ଅଞ୍ଚଳରେ ଦଶହରା ଅବସରରେ ଏକ ଶୋଭାଯାତ୍ରା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ବାବା ସିଦ୍ଦିକୀ ମୁମ୍ବାଇ ବାନ୍ଦ୍ରା…

ଦିଲ୍ଲୀ ପରେ ଗୁଜୁରାଟ ଆଙ୍କଲେଶ୍ୱରରେ ୫ ହଜାର କୋଟିର ଡ୍ରଗ୍ସ ଜବତ

ଗାନ୍ଧୀନଗର: ସାରା ଦେଶରେ ମାଡୁଛି ଧଳା ଜହରର ଚେର। ବାରମ୍ବାର ଚଢାଉ ହେଲେ ମଧ୍ୟ ଥମୁନି ଏହି ରାକେଟ । କିଛି ଦିନ ପୂର୍ବରୁ ଦିଲ୍ଲୀରେ ୫ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ  ଆଜି ଗୁଜରାଟର ଆଙ୍କଲେଶ୍ୱର ସହରରେ ଜବତ ହୋଇଛି ୫ ହଜାର କୋଟିର କୋକେନ। ଦିଲ୍ଲୀ ଓ ଗୁଜରାଟ ପୁଲିସର ମିଳିତ…

ଶପଥ ନେବା ପୂର୍ବରୁ ନାଏବ ସିଂ ସୈନିଙ୍କୁ ହତ୍ୟା ଧମକ

ହରିୟାଣା: ଶପଥ ନେବା ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହ୍ବାଟ୍ସଆପ୍‌ ଜରିଆରେ ସୈନିଙ୍କୁ ଧମକ ଦେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗୋଟିଏ ପଟେ ମହାରାଷ୍ଟ୍ର ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ ହରିୟାଣା…

ଦିଲ୍ଲୀ-ଚେନ୍ନାଇ ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ

ନୂଆଦିଲ୍ଲୀ: ଦିଲ୍ଲୀ-ଚେନ୍ନାଇ ବିମାନରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୩ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ରାଜେଶ ଶର୍ମା ଇଣ୍ଡିଗୋ ବିମାନରେ ଉକ୍ତ ମହିଳାଙ୍କ ପଛରେ ବସିଥିଲେ।…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଯାଜପୁର: ଯାଜପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଡ୍ୟୁଟିରେ ନିଶାସକ୍ତ ଭାବେ କାର୍ଯ୍ୟ କରିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଖବର ଅନୁଯାୟୀ, ଧର୍ମଶାଳାର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି। ବିଦ୍ୟାଳୟ ପରିଚାଳନା…

ରୋଗ ଦୂର ପାଇଁ ଦମ୍ପତ୍ତି ନିଜ ସନ୍ତାନ ସହ ଘଟାଇଲେ ଛାତିଥରା କାଣ୍ଡ…

ଲକ୍ଷ୍ନୌ: ୟୁପିର ମୁଜଫରନଗର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ରୋଗର ଚିକିତ୍ସା ପାଇଁ ତାନ୍ତ୍ରିକଙ୍କ ପରାମର୍ଶରେ ନିଜର ଏକ ମାସର ଶିଶୁ କନ୍ୟାକୁ ବଳିଦେବାକୁ ପଛାଇଲେନି ଜନ୍ମକଲା ବାପାମାଆ । ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି । ବୁଧବାର ରାତିରେ ଭୋପା ପୋଲିସ…

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲାର କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନକୁ ଏନକାଉଣ୍ଟର। କମଲୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତ ୪ ତାରିଖରେ ସମ୍ବଲପୁର…

ଗିରଫ ହେଲେ ନକଲି ଡାକ୍ତର: ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ

ଟିକ୍ରାପଡ଼ା: ବେଆଇନ ଭାବରେ ୧୫ ବର୍ଷ ଧରି ଚାଲିଥିବା ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧିନସ୍ଥ ଟିକ୍ରାପଡ଼ାର ଏକ କ୍ଲିନିକ୍ ଉପରେ ଆଜି ପ୍ରଶାସନ ପକ୍ଷରୁ କରାଯାଇଛି ଚଢ଼ାଉ। ଚଢାଉ ସହ ଜଣେ ନକଲି ଡାକ୍ତରଙ୍କୁ ମଧ୍ୟ କରାଯାଇଛି ଗିରଫ। ନକଲି ଡାକ୍ତର ବିଦ୍ୟୁତ୍ କୁମାର ବିଶ୍ୱାସଙ୍କୁ ଗିରଫ ପରେ…

ବନ୍ଧା ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଗିରଫ ହେଲେ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶଚନ୍ଦ୍ର ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।  ରମେଶଚନ୍ଦ୍ର…