Latest Odisha News

BREAKING NEWS

Browsing Category

ଅପରାଧ

ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ

ସମ୍ବଲପୁର: ଧନତେରସ ଅବସରରେ ଲୋକମାନେ ସୁନା ଗହଣା କିଣୁଥିବା ବେଳେ ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ ହୋଇଛି। ସୂଚନାନୁସାରେ, ସିଟି ଏବଂ ଜିଏସଟି ଟିମ୍ ଏକାସାଙ୍ଗରେ ଏହି ଚଢାଉ କରିଥିଲେ। ମାରୱାରୀ ବଜାରରେ ଅବସ୍ଥିତ ତିନୋଟି ଅଳଙ୍କାର ଦୋକାନ ଜଣେ ବ୍ୟବସାୟୀଙ୍କର ବୋଲି…

ପେଟ୍ରୋଲ ପମ୍ପରେ ନିଜ ପାର୍ଟନରଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବକ, ଭିଡିଓ ଭାଇରାଲ

ଗାଜିଆବାଦ: ଗାଜିଆବାଦର ସାହିବାବାଦ ଅଞ୍ଚଳରେ ଥିବା ଆର୍ଥାଲା ପେଟ୍ରୋଲ ପମ୍ପରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦୁହେଁ ଝଗଡା କରୁଥିବା ଦେଖିବାକୁ ମିଳିଛି। ପୋଲିସ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ…

ଦିଲ୍ଲୀରେ ମିଥ୍ ଲ୍ୟାବ ଠାବ, ତିହାର ଜେଲର ୱାର୍ଡେନ ଚଳାଉଥିଲେ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ଗୌତମ ବୁଦ୍ଧ ନଗରର କାସାନା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ମିଥାମଫେଟାମାଇନ୍ ଲ୍ୟାବ ଉପରେ ଚଢାଉ। ଏହି ଲ୍ୟାବ ତିହାର ଜେଲର ୱାର୍ଡେନଙ୍କ ଦ୍ୱାରା ପରିଚାଳିତ ହେଉଥିଲା୲ ଏନସିବିର ଅପରେସନ୍ ୟୁନିଟ୍ ଏବଂ ଦିଲ୍ଲୀ ପୋଲିସ ସ୍ପେସାଲ ସେଲ୍ ଏହି ଲ୍ୟାବ ଉପରେ ମିଳିତ…

ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ: ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଡେରାବିଶ: ନିଷ୍ଠୁର ହୋଇଗଲେ ସିଡିପିଓ। ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ନଦେବାରୁ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ।  ଶେଷରେ ଜନ୍ମ ପୂର୍ବରୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା…

ଅଭିନବ ଆରୋରା କିଏ ? କାହିଁକି ତାଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ପରେ ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାବୁଡରେ ୧୦ ବର୍ଷୀୟ କୁନି ପ୍ରବଚକ ଅଭିନବ ଆରୋରା। ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଛି। ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା…

ହସପିଟାଲରୁ ୧୦୦ ହମାସ ଆତଙ୍କବାଦୀ ଗିରଫ

ଗାଜା: ହମାସକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନାକୁ ମିଳିଛି ବଡ଼ ସଫଳତା । ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରିଛି ସେନା। ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି ଇସ୍ରାଏଲ ସେନା । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୋମବାର ସୂଚନା ଦେଇଛି।…

ଡ୍ୟୁଟିରେ ଖିଲାପ କରି ରେଭିନ୍ୟୁ ସୁପରଭାଇଜର ନିଲମ୍ୱିତ

ତିହିଡ଼ି: ବାତ୍ୟା ‘ଦାନା’ ସମୟରେ ଠିକ  ଡ୍ୟୁଟି ନକରି ନିଲମ୍ୱିତ ହୋଇଛନ୍ତି ଜଣେ ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ ମଧ୍ୟ ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା…

୮ କୋଟି ଦେଲେନି ବୋଲି ୮୦୦ କିମି. ଦୂରରେ ଫୋପାଡିଦେଲେ ସ୍ବାମୀଙ୍କ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଜଣେ କଫି ବ୍ୟବସାୟୀ ରମେଶଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ। ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ପୋଲିସ ଚାରିଟି ଦଳ ଗଠନ କରି ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର ତଦନ୍ତ ଅନୁଯାୟୀ,…

ମହିଳାଙ୍କୁ ହତ୍ଯା ପାଇଁ ୨୨ଥର ‘ଦୃଶ୍ୟମ’ ଦେଖିଥିଲେ ଜିମ୍ ଟ୍ରେନର, ଏଭଳି କରିଥିଲେ ପ୍ଲାନିଂ… 

କାନପୁର: ବଲିଉଡ ଫିଲ୍ମ୍ ଦୃଶ୍ୟମ ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିମ ଟ୍ରେନର ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ଜିଲ୍ଲାପାଳଙ୍କ କମ୍ପାଉଣ୍ଡଠାରୁ କିଛି ଦୂରରେ ଥିବା ଅଫିସର୍ସ କ୍ଲବ କମ୍ପାଉଣ୍ଡ ଭିତରେ ପୋତି ଦେଇଥିଲେ। ସୂଚନା ଅନୁଯାୟୀ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ସୁଗାରମିଲ…

ଲକ୍ଷ୍ନୌର ୧୦ ହୋଟେଲକୁ ବୋମାରେ ଉଡ଼ାଇବାକୁ ଧମକ

ଲକ୍ଷ୍ନୌ: ଗୁଜୁରାଟ ପରେ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅନେକ ହୋଟେଲକୁ ବୋମା ଧମକ ମିଳିଛି। ପ୍ରାୟ ୧୦ଟି ହୋଟେଲକୁ ଉଡ଼ାଇବା ପାଇଁ ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଦେଇଛି। ଏହି ହୋଟେଲ ଗୁଡ଼ିକ ମଧ୍ଯରେ…