Latest Odisha News

BREAKING NEWS

Browsing Category

ଅପରାଧ

ହନିମୁନ ଡେଷ୍ଟିନେସନ ପାଇଁ ଶ୍ବଶୁରଙ୍କ କଥା ମାନିଲେନି, ଜ୍ବାଇଁଙ୍କୁ ଏସିଡ୍ ମାଡ

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣ ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ସାମାନ୍ୟ ବାଦବିବାଦ ପରେ ଜଣେ ଶ୍ୱଶୁର ରାଗିଯାଇ ନିଜର ଜ୍ବାଇଁ ଉପରେ ଏସିଡ୍ ମାଡ କରିଛନ୍ତି। ଏସିଡ୍ ଯୋଗୁଁ ଜ୍ୱାଇଁ ଗୁରୁତର ଭାବେ ଜଳି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଲ୍ୟାଣ ସହରର ଏକ ଘରୋଇ…

ପାକିସ୍ତାନୀ ବେଟିଂ ଆପର ପ୍ରମୋସନ କରି ଇଡି ସ୍କାନରରେ ଅଭିନେତ୍ରୀ

ମୁମ୍ବାଇ: ବେଟିଂ ଆପ୍ ମ୍ୟାଜିକ୍ୱିନକୁ ନେଇ ଏକ ବଡ଼ ଖୁଲାସା କରାଯାଇଛି। ବଡ ଏବଂ ଛୋଟ ପରଦାର ଅନେକ ତାରକା ଏହି ଆପର ବିଜ୍ଞାପନ କରିଥିଲେ। ବର୍ତ୍ତମାନ ଏହି ଆପର ପାକିସ୍ତାନ କନେକ୍ସନ ସାମ୍ନାକୁ ଆସିବା ପରେ ଇଡି ଏହି ଘଟଣାର ତଦନ୍ତ ହାତକୁ ନେଇଛି। ଇଡିର ଅନୁସନ୍ଧାନ ଅନୁଯାୟୀ, ଏହି ଆପ୍…

ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଆସୁ ଇଟାଲୀ ଭଳି ଆଇନ; ମୋଦିଙ୍କୁ ଅପିଲ୍ କଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ରଖିଥାନ୍ତି। ଦେଶରେ ବଢୁଥିବା ଯୌନ ଶୋଷଣ ଏବଂ ଦୁଷ୍କର୍ମ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରି କହିଛନ୍ତି ଯେ…

କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ଜଗତସିଂହପୁର ସହକାରୀ ଜିଲ୍ଲାପାଳ

ଭୁବନେଶ୍ୱର:  ନିଲମ୍ବିତ ହେଲେ ଜଗତସିଂହପୁର ସହକାରୀ ଜିଲ୍ଲାପାଳ । କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଏବଂ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ…

ଜିଲ୍ଲାପାଳଙ୍କ ଦସ୍ତଖତର ଜାଲିଆତି ମାମଲା: ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା

କଟକ : କଟକ ଜିଲ୍ଲାପାଳଙ୍କ ଦସ୍ତଖତର ହୋଇଥିଲା ଜାଲିଆତି। ପ୍ରାୟ ୫ ବର୍ଷ ପରେ ସ୍ପଷ୍ଟ ହୋଇଛି ଏହି ଘଟଣା। ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସିଷ୍ଟାଷ୍ଟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଇଛନ୍ତି କଟକ ଜିଲ୍ଲାପାଳ। ସୂଚନା ଅନୁଯାୟୀ, ୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା…

ରେଲୱେରେ ନିଯୁକ୍ତି ପାଇଁ ଜାଲ୍ ନିଯୁକ୍ତି ପତ୍ର ଦେଉଛନ୍ତି ମାଆ-ପୁଅଙ୍କ ଠକ ଗ୍ୟାଙ୍ଗ, ଥାନାରେ ଏତଲା

କଟକ: ରେଲୱେ ଚାକିରି ନାଁରେ ଠକେଇ । ଏମିତିକି କିଛି ଆଶାୟୀଙ୍କୁ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇ ଦିଆଯାଇଛି ଜାଲ ନିଯୁକ୍ତି ପତ୍ର। ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବାକୁ କହି ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା। ଏନେଇ ଚିରଞ୍ଜୀବି ରାଉତ କଟକ ବିଡାନାସୀ ଥାନାରେ ଏତଲା…

ଉମର ଖାଲିଦଙ୍କୁ ମିଳିଲା ୭ ଦିନର ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଉମର ଖାଲିଦଙ୍କୁ ମିଳିଛି ଜାମିନ। ଦୀର୍ଘ ୪ ବର୍ଷ ହେଲା ଜେଲରେ ଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣା ପରେ ଖାଲିଦଙ୍କୁ ଗିରଫ କରାଯାଇଥିଲା। ତେବେ…

କାର୍‌ ଡିଲରସିପ୍‌ କରାଇଦେବାକୁ କହି ୪୦ ଲକ୍ଷ ଠକିଲେ ସାଇବର ଲୁଟେରା

କଟକ: କାର୍‌ ଡିଲରସିପ୍‌ କରାଇଦେବାକୁ କହି ଠକି ନେଲେ ୪୦ ଲକ୍ଷ ଟଙ୍କା। ପୁଣି ଡିମାଣ୍ଡ କରିଥିଲେ ଆଉ ୧୭ ଲକ୍ଷ ଟଙ୍କା। ଏହାପରେ ବଢିଥିଲା ସନ୍ଦେହ ବଢ଼ିଥିଲା। ଏମିତି ସାଇବର ଠକେଇ ଦେଖିବାକୁ ମିଳିଛି କଟକରେ। ଠକାମୀରେ ଶିକାର ହୋଇଥିବା ଜାଣିବା ପରେ ବ୍ୟକ୍ତି ଜଣଙ୍କ ସାଇବର ଥାନାର ଦ୍ୱାରସ୍ଥ…

ବେଆଇନ ଗଞ୍ଜେଇ ଚାଲାଣ: କାର ଜବତ, ୪ ଗିରଫ

ଭୁବନେଶ୍ୱର: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ। ଆଜି ଖଣ୍ଡଗିରୀ ଥାନାଧିକାରୀଙ୍କ ନିର୍ଦ୍ଦେଶମତେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ବରମୁଣ୍ଡା ମଶାଣି…

ଖୁସିରେ ରୁହ, ବିବାହ କରିନେବ; ଆତ୍ମହତ୍ଯା ପୂର୍ବରୁ ପ୍ରେମିକଙ୍କ ପାଇଁ ଭିଡିଓ ବାର୍ତ୍ତା… 

ସୁରଟ: ଗୁଜୁରାଟର ପାଲନପୁରସ୍ଥିତ ଅଞ୍ଚଳରେ ଜଣେ ୨୭ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ଯରେ ଦୁଇଟି ଭିଡିଓ ରେକର୍ଡିଂ କରିଥିବା ଜଣାପଡିଛି। ପୋଲିସର ସୂଚନାନୁସାରେ ଉକ୍ତ ଯୁବତୀଙ୍କ ନାମ ରାଧା। ଯିଏକି  ତାଙ୍କ ଭଉଣୀଙ୍କ ସହ…