Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଲେନ୍ସକାର୍ଟ ପ୍ରତିଷ୍ଠା କରିବ ବିଶ୍ୱର ସର୍ବବୃହତ କାରଖାନା, ୧୫୦୦କୋଟି ନିବେଶ କରିବ କମ୍ପାନୀ

ନୂଆଦିଲ୍ଲୀ: ଚଷମା ଉତ୍ପାଦନ କରୁଥିବା କମ୍ପାନୀ ଲେନ୍ସକାର୍ଟ ବିଶ୍ୱର ସର୍ବବୃହତ ଚଷମା ତିଆରି କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି | ଏଥିପାଇଁ କମ୍ପାନୀ ୧୫୦୦ କୋଟି ଟଙ୍କା ନିବେଶ କରିବ। କମ୍ପାନୀ ଏହି କାରଖାନାରେ ଆଖିରେ ପିନ୍ଧିବା ଜିନିଷ, ଲେନ୍ସ ଇତ୍ୟାଦି ତିଆରି କରିବ | କମ୍ପାନୀ କହିଛି…

ଡିଜିଟାଲ ଲୋନ୍ ଆପଣଙ୍କୁ ଅସୁବିଧାରେ ପକାଇପାରେ, ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଧରି ନିଅନ୍ତୁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ସେତେବେଳେ ବ୍ୟାଙ୍କ ଶାଖାଗୁଡ଼ିକରୁ ବ୍ୟକ୍ତିଗତ ଲୋନ ପାଇବାକୁ ସପ୍ତାହେ ଲାଗିପାରେ | ଏପରି ପରିସ୍ଥିତିରେ, ଆପଣଙ୍କର କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ | ତା’ପରେ ଆପଣ କଣ କରିବେ? ଏହି ସମଯରେ ଆପଣଙ୍କ ଧ୍ୟାନ ଏକ ଡିଜିଟାଲ…

୨୦୨୬ସୁଦ୍ଧା ବଜାରକୁ ଆସିପାରେ ଫୋଲଡେବଲ୍ ଆଇଫୋନ୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଆପଲ୍ ର ଫୋଲଡେବଲ୍ ଆଇଫୋନ୍ ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ଏକ ନୂତନ ରିପୋର୍ଟ ଅନୁଯାୟୀ, ଆପଲ୍ ୨୦୨୬ସୁଦ୍ଧା ପ୍ରଥମ ଫୋଲଡେବଲ୍ ଆଇଫୋନ୍ ଲଞ୍ଚ କରିବ,କିନ୍ତୁ କମ୍ପାନୀ ଏହା ଉପରେ ଏଯାଏଁ କୌଣସି ଅଫିସିଆଲ୍ ଘୋଷଣା କରି ନାହିଁ ।…

ଖସିଲା ଜିଡିପି ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ଅର୍ଥନୀତି କ୍ଷେତ୍ରରେ ଭାରତକୁ ବଡ଼ ଝଟକା। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇଛି। ଯାହାକି ପ୍ରାୟ ଦୁଇ ବର୍ଷ ମଧ୍ୟରେ ସବୁଠୁ କମ। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରର ଖରାପ…

ପାନ୍ କାର୍ଡକୁ ନେଇ କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି, ଖର୍ଚ୍ଚ ହେବ ୧,୪୩୫ କୋଟି

ନୂଆଦିଲ୍ଲୀ: ମୋଦି ସରକାର ସୋମବାର ପାନ୍ ୨.୦ ପ୍ରକଳ୍ପ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ୍)କୁ ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ସିଷ୍ଟମ୍ ପାଇଁ ସାଧାରଣ ବ୍ୟବସାୟ ପରିଚୟପ୍ରଦାନକାରୀ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…