Latest Odisha News

BREAKING NEWS

Browsing Category

ବାଣିଜ୍ୟ

ମେ ପହିଲାରୁ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏଟିଏମ୍ ଇଣ୍ଟରଚେଞ୍ଜ ଫି’ରେ ସଂଶୋଧନକୁ ଅନୁମୋଦନ ଦେଇଛି, ଯାହା ମେ ୧, ୨୦୨୫ ଠାରୁ ଲାଗୁ ହେବ। ଏହା ଗ୍ରାହକଙ୍କ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଦୁଇ ପ୍ରକାରର ଲେଣଦେଣକୁ ପ୍ରଭାବିତ କରିବ। ଆରବିଆଇ ଆର୍ଥିକ ଲେଣଦେଣ ପାଇଁ ଫି’ରେ ୨ ଟଙ୍କା…

UPIରେ ଟଙ୍କା ନେଲେ ମିଳିବ ଏହିସବୁ ଫାଇଦା

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ UPI ପେମେଣ୍ଟ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍। UPI ପେମେଣ୍ଟକୁ ଆହୁରି ଲୋକପ୍ରିୟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ସରକାର। କମ ମୂଲ୍ୟର UPI ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା,…

ଏପ୍ରିଲରୁ ମହଙ୍ଗା ହେବ TATA ର ଏହିସବୁ ଗାଡି, ଶୀଘ୍ର କରନ୍ତୁ ବୁକିଂ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସବୁଠାରୁ ଅଧିକ କାର ବିକ୍ରୟକାରୀ କମ୍ପାନୀ ମଧ୍ୟରେ ଆଗୁଆ ଥିବା ଟାଟା ମୋଟର୍ସ ତା'ର ଗ୍ରାହକମାନଙ୍କୁ ଦେଇଛି ବଡ଼ ଝଟକା । ୧ ଏପ୍ରିଲ୍ ୨୦୨୫ ରୁ କମ୍ପାନୀର ସମସ୍ତ କମର୍ସିଆଲ ବା ବାଣିଜ୍ୟିକ ଯାନର ମୂଲ୍ୟ ୨ ଶତକଡା ପର୍ଯ୍ୟନ୍ତ ବଢିପାରେ। ବର୍ଦ୍ଧିତ ଶୁଳ୍କ ଏବଂ…

୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ! 

ନୂଆଦିଲ୍ଲୀ: ୨୦୨୫ ମସିହାରେ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ। ଯାହାଫଳରେ କର୍ମଚାରୀଙ୍କ ସଂଖ୍ୟାରେ ପ୍ରାୟ ୧୩% ହ୍ରାସ ହେବ। ରିପୋର୍ଟ ଅନୁସାରେ ଏହା କମ୍ପାନୀକୁ ବାର୍ଷିକ ପ୍ରାୟ ୨.୧ରୁ ୩.୬ ବିଲିୟନ ଆମେରିକୀୟ ଡଲାର ସଞ୍ଚୟ କରିବାରେ ସାହାଯ୍ୟ କରିବ। ଆମାଜନର ଆଗାମୀ ଛଟେଇ…

ମହଙ୍ଗା ପଡୁଛି ଟ୍ରମ୍ପଙ୍କ ନିଷ୍ପତ୍ତି; ଅଣ୍ଡା ଦର ଆକାଶଛୁଆଁ

ୱାଶିଂଟନ: ଶୁଳ୍କ ଏବଂ ଅନ୍ୟାନ୍ୟ ନୀତି ଯୋଗୁଁ ଆମେରିକାରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଛି। ରାସନ ସାମଗ୍ରୀ ସହ ଅଣ୍ଡାର ଦର ଆକାଶଛୁଆଁ ହେବାରେ ଲାଗିଛି। ମୁଦ୍ରାସ୍ଫୀତି ଏବଂ ବାର୍ଡ ଫ୍ଲୁ ଯୋଗୁଁ ଅଣ୍ଡାର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ମେକ୍ସିକୋ ଏବଂ କାନାଡାରୁ ଅଣ୍ଡା ଚୋରା…

ରୂପା ନିବେଶକଙ୍କ ପ୍ରଥମ ପସନ୍ଦ;ଚଳିତବର୍ଷ ଏଯାଏଁ ଦେଲାଣି ୧୧% ରିଟର୍ଣ୍ଣ

ଭୁବନେଶ୍ବର:ପୁଞ୍ଜି ବଜାରରେ ଅନିଶ୍ଚିତତା ମଧ୍ୟରେ ରୂପା ଏକ ଆକର୍ଷଣୀୟ ବିନିଯୋଗ ବିକଳ୍ପ ପାଲଟିଛି । ଚଳିତ ବର୍ଷ ଏହା ପ୍ରାୟ ୧୧% ରିଟର୍ଣ୍ଣ ଦେଇଛି । ବିଶେଷଜ୍ଞ ଅନୁସାରେ ରୂପା ଆଗାମୀ ୨-୩ବର୍ଷ ମଧ୍ୟରେ ନିବେଶକମାନଙ୍କୁ ଆହୁରି ଭଲ ରିଟର୍ଣ୍ଣ ଦେଇପାରେ । ବିଶେଷଜ୍ଞମାନେ ଏହା ମଧ୍ୟ…

ଶସ୍ତା ହେଲା Galaxy Z Flip 6, ଏହି ସପିଂ ଆପ୍ ରେ ଉପଲବ୍ଧ…

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ବହୁତ ଦିନ ଧରି ସାମସଙ୍ଗର ନୂତନତମ ଫୋଲ୍ଡେବଲ୍ ଫୋନ୍ ଅର୍ଥାତ୍ Galaxy Z Flip 6 ଉପରେ ନଜର ରଖିଛନ୍ତି, ତେବେ ଏହାକୁ କିଣିବାର ଏହା ସଠିକ୍ ସମୟ । ପ୍ରକୃତରେ, Amazon ଏହି ଫୋଲ୍ଡେବଲ୍ ଡିଭାଇସ୍ ଉପରେ 28 ହଜାର ଟଙ୍କାରୁ ଅଧିକ ରିହାତି ଦେଉଛି, ଯାହା ଏହାକୁ…

ଟପ୍ସ ବ୍ରାଣ୍ଡର ମାଲିକ ହେବେ ଗୌତମ ଆଦାନୀ, ଖୁଚୁରା ବ୍ୟବସାୟରେ ରିଲାଏନ୍ସକୁ ଦେଇ ପାରିବେ କି ଜବାବ?

ନୂଆଦିଲ୍ଲୀ: ଅମ୍ବାନୀଙ୍କୁ ପ୍ରତିଯୋଗିତା କରୁଛନ୍ତି ଅଦାନୀ? କାରଣ ଗୌତମ ଆଦାନୀ ଖାଇବା ତେଲ ଏବଂ ଗ୍ରୋସରୀ ଉତ୍ପାଦରେ ଅତ୍ୟଧିକ ଉନ୍ନତ ଫର୍ଚୁନ୍ ବ୍ରାଣ୍ଡ ମାଧ୍ୟମରେ ଏଫଏମସିଜି କ୍ଷେତ୍ରରେ ଏକ ସୁପ୍ରତିଷ୍ଠିତ ପାଦ ରଖିଛନ୍ତି। କମ୍ପାନୀ ଖାଦ୍ୟ ତେଲ ଠାରୁ ଆରମ୍ଭ କରି କିରାଣି ସାମଗ୍ରୀ…

ଖୁବଶୀଘ୍ର ବନ୍ଦ ହେବ ସ୍କାଇପି ସେବା… 

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ସ୍କାଇପି ବନ୍ଦ କରିବା ନେଇ ଘୋଷଣା କରିଛି। ଏହି ଭିଡିଓ କଲିଂ ସେବା ମେ ମାସ ୫ ତାରିଖରୁ ବନ୍ଦ ହେବାକୁ ଯାଉଛି। ୨୦୧୧ ମସିହାରେ ମାଇକ୍ରୋସଫ୍ଟ ଏହାକୁ ୮.୫ ବିଲିୟନ ଡଲାରରେ କିଣିଥିଲା। ଅନଲାଇନରେ ଲୋକଙ୍କୁ ଯୋଡିବାରେ ସ୍କାଇପି ଏକ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା; ଥରେ ଟଙ୍କା ଜମା କରି ପାଆନ୍ତୁ ଜୀବନ ସାରା ପେନସନ୍

ଭୁବନେଶ୍ବର: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏକ ନୂତନ ପେନସନ୍ ସ୍କିମ୍ ଆଣିଛି, ଯାହାର ନାମ LIC Smart Pension Plan ରଖାଯାଇଛି । ଏହା ହେଉଛି ଏକ ସିଙ୍ଗଲ ପ୍ରିମିୟମ୍ ଯୋଜନା, ଯାହା ଅଧୀନରେ ସିଙ୍ଗଲ ଓ ଜଏଣ୍ଟ ପେନସନର ଲାଭ ଉଠେଇ ପାରିବେ । ଏହି ଯୋଜନା ଅଧୀନରେ ତୁରନ୍ତ…