Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ଜାଣନ୍ତୁ କିପରି ଜାଣିବେ ଫଳାଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଟିଇଟି ୨୦୨୪ର ରେଜଲ୍ଟ । ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ ୱେବସାଇଟ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ରେଜଲ୍ଟ ଜାଣି ପାରିବେ । ଏଥିପାଇଁ ପରୀକ୍ଷାର୍ଥୀମାନେ ପ୍ରଥମେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଆମେରିକାରେ ଗୌତମ ଆଦାନୀଙ୍କୁ ଗିରଫ ୱାରେଣ୍ଟ ଜାରି, କିନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଆମେରିକାରେ ଲାଗିଛି ବଡ ଝଟ୍‌କା। ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଧୋକା ଦେଇିଥିବା ଅଭିଯୋଗ ଆସିଛି। ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ…

ଡିଜେଲ, ବିଦ୍ୟୁତ ପରେ, ଏବେ ଭାରତରେ ଚାଲିବ ହାଇଡ୍ରୋଜେନ ଟ୍ରେନ!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନେଟୱାର୍କ ଦୁନିଆର ସର୍ବବୃହତ ରେଳ ନେଟଓ୍ବାର୍କ  । ପ୍ରତିଦିନ ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଟ୍ରେନ୍ ଏବଂ କୋଚ ଗୁଡିକର ନବୀକରଣ ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ରେଳ ପ୍ରବର୍ତ୍ତନ କରୁଛି ଭାରତୀୟ…

ସାଟେଲାଇଟ-ଟୁ-ଡିଭାଇସ୍: ଏଣିକି ବିନା ସିମରେ ବି ହୋଇପାରିବ କଲ୍ ଆଉ ମେସେଜ୍

ନୂଆଦିଲ୍ଲୀ: ଏଣିକି ବିନା ସିମରେ ବି ଫୋନରେ କଥା ହେବା ସହ ଏସଏମଏସ ମଧ୍ୟ କରିପାରିବେ । ଏମିତି ଏକ ନୂଆ ସେବା ଭାରତରେ ଉପଲବ୍ଧ କରାଇବାକୁ ଯାଉଛି ସରକାରୀ ଟେଲିକକ୍ କମ୍ପାନୀ ବିଏସଏନଏଲ । ଏହା ତାହାର ଡାଇରେକ୍ଟ ସାଟେଲାଇଟ-ଟୁ-ଡିଭାଇସ୍ ସେବା ଆରମ୍ଭ କରିଛି । ଏପରି କରିବାରେ ଦେଶରେ ପ୍ରଥମ…

ଆମେରିକାରେ ଟ୍ରମ୍ପ ଆସିବା ପରେ ଦୁର୍ବଳ ହେଉଛି ଭାରତର ଟଙ୍କା!

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେଉଛି ଟଙ୍କା। ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ପରଠୁ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଭାରତୀୟ ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ…

ଶୀଘ୍ର ଆଧାର କାର୍ଡ ସହ ପାନ ଲିଙ୍କ୍ କରିଦିଅନ୍ତୁ, ଏହି ଦିନ ରହିଛି ଶେଷ ତାରିଖ..

ଭୁବନେଶ୍ବର: ଆଇ-ଟି ବିଭାଗ ଭାରତର ସମସ୍ତ ଟିକସଦାତାଙ୍କ ପାଇଁ ଆଧାର କାର୍ଡ ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଛି । ଚଳିତବର୍ଷ ଡିସେମ୍ବର ୩୧ରେ ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଧାର କାର୍ଡ ସହିତ ନିଜ ପାନ କାର୍ଡକୁ…

କ୍ରେଡିଟ୍ କାର୍ଡ ବ୍ୟବହାରରେ କିଛି ସାଧାରଣ ଭୁଲ୍, ଆଜି ହିଁ ସୁଧାରନ୍ତୁ….

ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଯୁବପିଢି ନିଜର ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କ୍ରେଡିଟ୍ କମ୍ପାନୀ ଗୁଡିକ ମଧ୍ୟ ଗ୍ରହକଙ୍କୁ ଆକର୍ଷଣ କଲାଭଳି ବିଭିନ୍ନ ଯୋଜନା ଆଣୁଛନ୍ତି । ହେଲେ ଆପଣ…

ଲରେନ୍ସ ବିଷ୍ଣୋଇଙ୍କୁ ହିରୋ ଦର୍ଶାଇ ଟି-ସାର୍ଟ ବିକି ଫସିଲେ ଏହି ଦୁଇ ଇ-କମର୍ସ ପ୍ଲାଟଫର୍ମ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋଥିବା ଟି-ସାର୍ଟ ବିକ୍ରି କରି ଚର୍ଚ୍ଚାରେ ଅନଲାଇନ୍ ସପିଂ ପ୍ଲାଟଫର୍ମ ମିଶୋ । ଏହି ଟି-ସାର୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛି ଏହି ପ୍ଲାଟଫର୍ମ । ଏକ ଅଧିକାରୀଙ୍କ ବିବୃତ୍ତିରେ କମ୍ପାନୀ କହିଛି ଯେ, ଏହି…

ଜଳପଥରେ ଯୋଡିହେବ ତାଳଚେର-ପାରାଦୀପ

ଭୁବନେଶ୍ବର: ଜଳପଥରେ ଯୋଡି ହେବ ତାଳଚେର ଏବଂ ପାରାଦୀପ ଓ ଧାମରା ବନ୍ଦର । ଜାତୀୟ ଜଳପଥ-୫ ଏହି ଦୁଇ ବନ୍ଦର ପାରାଦୀପ ଓ ଧାମରା ସହିତ ତାଳଚେରକୁ ସଂଯୋଗ କରିବ । ଇନଲ୍ୟାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ  (ଆଇଡବ୍ଲୁଏଆଇ) ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଖଣିଜ ପରିବହନ ପାଇଁ ଏହି…