Latest Odisha News

BREAKING NEWS

Browsing Category

ବାଣିଜ୍ୟ

‘ହର ଘର ଲକ୍ଷପତି’ ଏସବିଆଇର ଏହି ସ୍ୱତନ୍ତ୍ର ଯୋଜନାରେ ଆପଣ ୩ବର୍ଷରେ ସେଭିଂ କରିପାରିବେ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ଏସବିଆଇ ନିଜର ଗ୍ରାହକଙ୍କ ପାଇଁ ନୂଆ ଯୋଜନା ଆଣିଛି । ଏହି ଯୋଜନାର ନାଁ 'ହର ଘର ଲକ୍ଷପତି' । ଏହା ଏକ ଆରଡି ସ୍କିମ ଅଟେ । ଏହା ମାଧ୍ୟମରେ ଜଣେ ନିବେଶକ ପ୍ରତି ମାସରେ ଛୋଟ ଛୋଟ ସଞ୍ଚୟ କରି ଅଧିକ ଫଣ୍ଡ ସଂଗ୍ରହ କରିପାରିବେ । ବରିଷ୍ଠ ନାଗରିକମାନେ ଏଥିରେ ଅଧିକ ଲାଭ ପାଇବେ, କାରଣ…

ଆଜିଠୁ ଭାରତରେ କିଆ ସିରୋସର ବୁକିଂ ୨୫ହଜାର ଟଙ୍କାରୁ ହେଲା ଆରମ୍ଭ

ନୂଆଦିଲ୍ଲୀ: କିଆ ଇଣ୍ଡିଆର ବ୍ରାଣ୍ଡ୍ ନୂଆ ଏସୟୁଭି ସିରୋସର ବୁକିଂ ଆଜି ଅର୍ଥାତ୍ ୩ଜାନୁୟାରୀରୁ ବୁକିଂ ଆରମ୍ଭ ହୋଇଛି । ଆପଣ ଏହି କାରକୁ ଟୋକନ୍‌ ଅମାଉଣ୍ଟ ଭାବରେ ୨୫ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ଅବା ନିକଟସ୍ଥ କିଆ ଶୋ'ରୁମକୁ…

ପୋଷ୍ଟଅଫିସର ଟଙ୍କା ଡବଲ ସ୍କିମ; ନୂତନ ବର୍ଷରେ ଏଠାରେ କରନ୍ତୁ ନିବେଶ

ଭୁବନେଶ୍ବର: ନବ ବର୍ଷର ଆରମ୍ଭ ସହିତ, ଲୋକମାନେ ନିବେଶ କରିବା ଆରମ୍ଭ କରିଛନ୍ତି । ଲୋକମାନେ ନିରାପଦ ନିବେଶ ଚାହୁଁଛନ୍ତି, ସେମାନେ ସରକାରୀ ଯୋଜନାରେ ବିନିଯୋଗ କରୁଛନ୍ତି, ଯେଉଁଠାରେ ସ୍ଥିର ରିଟର୍ଣ୍ଣ  ରହିଥାଏ । ଆଜି ଆମେ ଆପଣଙ୍କୁ ଡାକ ବିଭାଗର ଏକ ଯୋଜନା ବିଷୟରେ କହୁଛୁ ଯେଉଁଠାରେ…

ନିଜ ନାଁ ବଦଳରେ ଆପଣଙ୍କ ପତ୍ନୀଙ୍କ ନାଁରେ ଏଫଡି କରନ୍ତୁ, ମିଳିବ ଅନେକ ଲାଭ

ଭୁବନେଶ୍ବର: ଆଜି ବି ଭାରତୀୟମାନଙ୍କର ଏଫଡି ପ୍ରିୟ ନିବେଶ ବିକଳ୍ପ । ଏଥିରେ ରିସ୍କ ବହୁତ କମ୍ ଥାଏ । ଛୋଟ ବଡ ବ୍ୟାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଏଫଡି ମଧ୍ୟ ରହିଛି । କିନ୍ତୁ FDରେ ସୁଧ ହାର କମ୍ ରହିଛି । ତେଣୁ, ଦୀର୍ଘକାଳୀନ ନିବେଶରେ, ମନେରଖନ୍ତୁ ଯେ ଆପଣ ପାଇଥିବା ରିଟର୍ଣ୍ଣ…

୨୦୨୫ରେ ନୂଆ ବିଜନେସ ଆରମ୍ଭ କରିବା ପୂର୍ବରୁ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ…

ଭୁବନେଶ୍ବର: ଆଜିକାଲି ଅନେକ ବ୍ୟକ୍ତି ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଛନ୍ତି । ବିଶେଷକରି ଯୁବକମାନେ ବ୍ୟବସାୟ ପ୍ରତି ଅଧିକ ଆଗ୍ରହୀ ଅଛନ୍ତି । ଛୋଟ ହେଉ କିମ୍ବା ବଡ,ସେମାନେ ବିଶ୍ୱାସ କରନ୍ତି ଯେ ବ୍ୟବସାୟ କରିବା ସର୍ବୋତ୍ତମ ଅଟେ । ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଦିଆଯାଇଥିବା…

ଭାରତୀୟ ଗ୍ରାହକଙ୍କ ପସନ୍ଦ ସନରୁଫ୍‌ ମଡେଲ କାର, କିଆ ସୋନେଟର ୧ ଲକ୍ଷ ୟୁନିଟ୍ ହେଲା ବିକ୍ରି

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଜାନୁଆରୀ ୨୦୨୪ରେ ସୋନେଟ୍ ଫେସେଲିଫ୍ଟ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ଲକ୍ଷ ୟୁନିଟ୍ ବିକ୍ରୟ ସଂଖ୍ୟା ହାସଲ କରିଛି । କାରଟି ଲଞ୍ଚ ହେବା ପରେ ଭାରତୀୟ ଗ୍ରାହକଙ୍କୁ ବହୁତ ପସନ୍ଦ ଆସିଥିଲା । କାରଣ ଏହି ଏସୟୁଭିରେ ଅନେକ ଫିଚର ରହିଛି । କିଆ ସୋନେଟ…

ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର , କେବଳ ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ:  ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ | ବିଶେଷ କଥା ହେଉଛି ବିନା…

କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ ଅନୁଚିତ ବୋଲି ରାୟ ଦେଇଛନ୍ତି। ଅର୍ଥାତ କ୍ରେଡିଟ୍‌ କାର୍ଡ ବକେୟା ଉପରେ…

କେବେ ଆରମ୍ଭ ହେବ ବିଏସଏନଏଲ୍ 4G ଏବଂ 5G ସେବା? ଟିସିଏସ୍ କଲା ବଡ ଘୋଷଣା

ନୂଆଦିଲ୍ଲୀ: ବିଏସଏନଏଲ୍ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବିଏସଏନଏଲ୍ ର 4G ଏବଂ 5G ସେବା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ବାସ୍ତିକର ଖବର ଅଟେ । ଯଦିଓ ପୂର୍ବରୁ କିଛି…

ଲୋନ୍ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ବ୍ୟାଙ୍କ କାହାଠାରୁ ଲୋନ୍ ପୁନରୁଦ୍ଧାର କରେ ଜାଣନ୍ତୁ ..

ଭୁବନେଶ୍ବର: ଆପଣ କେବେ ଭାବିଛନ୍ତି କି, ଯଦି କ କୌଣସି ବ୍ୟକ୍ତି ବ୍ୟାଙ୍କରୁ ଘର,କାର କିମ୍ବା ଅନ୍ୟ କୌଣସି ଋଣ ନେଇଥାଏ ଏବଂ ଋଣ ଅବଧି ମଧ୍ୟରେ କୌଣସି କାରଣରୁ ସେହି ବ୍ୟକ୍ତି ହଠାତ୍ ମରିଯାଆନ୍ତି, ତେବେ ବ୍ୟାଙ୍କର ଋଣ କିଏ ସୁଝିବ ? ଅନେକ ଲୋକ ଭାବନ୍ତି  ଯେ, ଯଦି ଋଣ ନେଇଥିବା ବ୍ୟକ୍ତି…