Latest Odisha News

BREAKING NEWS

Browsing Category

ବାଣିଜ୍ୟ

Loans against Silver Jewellery: ଏବେ ରୂପା ଉପରେ ମଧ୍ୟ ଋଣ ପାଇପାରିବେ;ଜାଣନ୍ତୁ ଏହା କେବେ ଲାଗୁ ହେବ

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲୋକମାନେ ବର୍ତ୍ତମାନ ସୁନା ଉପରେ ଯେପରି ଋଣ ନିଅନ୍ତି, ସେହିପରି ଏବେ ରୂପା ଉପରେ ଋଣ (Silver Loan)ନେଇପାରିବେ। ଆରବିଆଇ 'ସୁନା ଏବଂ ରୂପା (ଋଣ) ନିର୍ଦ୍ଦେଶାବଳୀ, ୨୦୨୫ ' ଜାରି କରିଛି, ଯାହା ୧…

Gold Silver Rate: ବଢିଲା ରୂପା, କମିଲା ସୁନା

ଭୁବନେଶ୍ବର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ସୁନା ଦର । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୦୪୦ ଟଙ୍କା ରହିଥିବା ବେଳେ ଗତକାଲି ୧,୨୮,୬୨୦ଟଙ୍କା ରହିଥିଲା । ଆଜି ୧,୫୮୦ଟଙ୍କା କମ୍ ହୋଇଛି ।…

Gold and silver prices rise:ପୁଣି ବଢ଼ିଲା ରୂପା,ସୁନା ମୂଲ୍ୟ

ଭୁବନେଶ୍ବର: ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ । ତେବେ ଗହଣା କିଣିବା ପୂର୍ବରୁ ସୁନା ଦର ଜାଣିବା ଜରୁରୀ । କାରଣ ସୁନା ଓ ରୂପା ଦର ସବୁବେଳେ ପରିବର୍ତ୍ତନ ହୋଇଥାଏ। ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୩,୨୨୦ ଟଙ୍କା ରହିଥିଲା…

Hurun India Philanthropy List 2025: ଅମ୍ବାନୀ, ଆଦାନୀ ନୁହେଁ; ଏହି ବ୍ୟକ୍ତି କଲେ ଅଧିକ ଦାନ…

ମୁମ୍ବାଇ: ହୁରୁନ୍ ପରୋପକାର ତାଲିକା ୨୦୨୫ ଅନୁଯାୟୀ ଚଳିତ ବର୍ଷ ଶିବ ନାଦର ୨୭୦୮ କୋଟି ଟଙ୍କା ଦାନ କରି ହୁରୁନ୍ ତାଲିକାର ଶୀର୍ଷରେ ଅଛନ୍ତି। ୮୦ ବର୍ଷୀୟ ଶିବ ନାଦର ଟେକ୍ ଜାଏଣ୍ଟ ଏଚସିଏଲ ର ପ୍ରତିଷ୍ଠାତା ହେବା ସହ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି। ଅପରପକ୍ଷେ…

Gold Price Today: ପୁଣି ଏତିକି ବଢିଲା ସୁନା ଦର

ଭୁବନେଶ୍ବର:ଦୁଇ ଦିନର ପରେ ଆଜି ପୁଣି ସୁନା ଓ ରୁପା ଦର ବଢିଛି । ଆଜି ଭାରତୀୟ ବଜାରରେ ପ୍ରତି ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୭ ଟଙ୍କା, ପ୍ରତି ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୫ ଟଙ୍କା ଏବଂ ପ୍ରତି ଗ୍ରାମ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧୩ ଟଙ୍କା ବୃଦ୍ଧି ପାଇଛି। ଆଜି…

Gold prices fall: ଖସିଲା ସୁନା ଦର; ଜାଣନ୍ତୁ କେତେ ରହିଛି…

ଭୁବନେଶ୍ବର: ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା ଦର ଏବେ କମିବାରେ ଲାଗିଛି । ଗ୍ରାହକଙ୍କ ପାଇଁ ଏହା ଆଶ୍ବସ୍ତି ଖବର । ଗତକାଲି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୨,୪୦୦ ଟଙ୍କା ଥିଲା । ଆଜି…

Tata Motors: ନବରାତ୍ରିରୁ ଦୀପାବଳି ପର୍ଯ୍ୟନ୍ତ ଏତିକି ଗାଡି ବିକ୍ରି କରି ଟାଟା କଲା ରେକର୍ଡ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡ୍ ଚଳିତ ବର୍ଷ ଏକ ସାନଦାର ବିଜନେସ କରିଛି । କମ୍ପାନୀ ମଙ୍ଗଳବାର କହିଛି ଯେ ନବରାତ୍ରି ଠାରୁ ଦୀପାବଳି ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଯାନ ଡେଲିଭର କରିଛି, ଯାହା ଚଳିତ ବର୍ଷ ସେପ୍ଟେମ୍ବର ୨୨ ରେ ଆରମ୍ଭ ହୋଇଥିଲା। ଟାଟା…

ଦୀପାବଳିରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ପୋଷ୍ଟ ଅଫିସର ୫ଟି ଶ୍ରେଷ୍ଠ ଯୋଜନା

ନୂଆଦିଲ୍ଲୀ: ଦୀପାବଳି ଧନ ଓ ସମୃଦ୍ଧିର ପର୍ବ। ଏହି ସମୟରେ ସମସ୍ତେ ଚାହାଁନ୍ତି ଘରେ ଲକ୍ଷ୍ମୀଙ୍କ ଆଗମନ ହେଉ। ଯଦି ଆପଣ ଏହି ଦୀପାବଳିରେ ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ବିନିଯୋଗ କରି ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ପାଞ୍ଚଟି ଯୋଜନା ଆପଣଙ୍କ ପାଇଁ ଉପଯୁକ୍ତ। ଏହି…

ଧନତେରାସ ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି; ଜାଣନ୍ତୁ କେତେ ବଢିଲା..

ନୂଆଦିଲ୍ଲୀ: ଧନତେରାସ ପୂର୍ବରୁ ସୁନାରୂପା ଦରରେ ପୁଣି ବୃଦ୍ଧି ଘଟିଛି । ଯାହା ଗ୍ରାହକଙ୍କୁ ଶକ୍ତ ଝଟକା ପରି ଲାଗିଛି । ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୬୧୨୦ ଟଙ୍କା ବଢ଼ିଛି । ସେହିପରି, ରୁପା କେଜି ୧,୯୦,୦୦୦ ଟଙ୍କାରେ ପହଞ୍ଚିଛି ।…

ପଲିସିରେ ପରିବର୍ତ୍ତନ କଲା ସ୍ନାପଚାଟ୍, ଏବେ 5GBରୁ ଅଧିକ ମେମୋରୀ ସେଭ୍ ପାଇଁ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ସ୍ନାପଚାଟ୍ ବହୁତ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କୁ ନିରାଶ କରିପାରେ । ଆପଣ ଆଉ ସ୍ନାପଚାଟ୍ ରେ ମାଗଣାରେ ଅନଲିମିଟେଡ୍ ଷ୍ଟୋରେଜ୍ ସଂରକ୍ଷଣ କରିପାରିବେ ନାହିଁ । ସ୍ନାପଚାଟ୍ ରେ ଆପଣଙ୍କର ସ୍ମୃତି ସଂରକ୍ଷଣ କରିବା ପାଇଁ ଆପଣଙ୍କର ବର୍ତ୍ତମାନ କେବଳ ସୀମିତ…