Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରିଟାୟାରମେଣ୍ଟ ପାଇଁ ୪୦ କୋଟି ଟଙ୍କା ଆବଶ୍ୟକ: କାହିଁକି ଏତେ ଟଙ୍କା ଦରକାର?

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ନିଜର ଅବସର ପାଇଁ ୧ ରୁ ୫ କୋଟି ଟଙ୍କାର ଯୋଜନା କରିଥାନ୍ତି। କିନ୍ତୁ ଯଦି କେହି କହେ ଯେ ଆପଣଙ୍କୁ ଅବସର ପରେ ଆରାମଦାୟକ ଜୀବନ ବଞ୍ଚିବା ପାଇଁ ୪୦ କୋଟି ଟଙ୍କା ଦରକାର, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ନିକଟରେ ୱେଲ୍ଥ ମ୍ୟାନେଜମେଣ୍ଟ କମ୍ପାନୀ…

ଝିଅଙ୍କ ଭବିଷ୍ୟତ ସୁରକ୍ଷିତ କରୁଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା: ଜାଣନ୍ତୁ ଆବେଦନ ପ୍ରକ୍ରିୟା ଓ ଆବଶ୍ୟକୀୟ…

ନୂଆଦିଲ୍ଲୀ: କନ୍ୟା ସନ୍ତାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଉଚ୍ଚ ଶିକ୍ଷା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ କଲ୍ୟାଣକାରୀ ଯୋଜନା ଚଲାଯାଉଛି। ବିଶେଷ କରି ମଧ୍ୟବିତ୍ତ ଏବଂ ଗାଁରେ ବସବାସ କରୁଥିବା ପରିବାରଗୁଡ଼ିକ ପାଇଁ ଏହି ଯୋଜନାଗୁଡ଼ିକ ବେଶ୍…

Paytmକୁ ବଡ଼ ଝଟକା; RBI ପେମେଣ୍ଟ ବ୍ୟାଙ୍କ ଲାଇସେନ୍ସ କଲା ବାତିଲ… ଜାଣନ୍ତୁ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ…

ନୂଆଦିଲ୍ଲୀ: Paytm ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) Paytm ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ ରଦ୍ଦ କରିଛି। ଏହାର ଅର୍ଥ ହେଉଛି ଯେ Paytm ଭବିଷ୍ୟତରେ ଆଉ ବ୍ୟାଙ୍କିଂ ସମ୍ବନ୍ଧୀୟ ବ୍ୟବସାୟ କରିପାରିବ ନାହିଁ। ଆରବିଆଇ କହିଛି…

Emergency fund:ଇମର୍ଜେନ୍ସି ଫଣ୍ଡ ପାଇଁ କେଉଁଟା ଭଲ? FD ନା ମ୍ୟୁଚୁଆଲ୍ ଫଣ୍ଡ? ଜାଣନ୍ତୁ ନିବେଶର ସଠିକ୍ ପଦ୍ଧତି

ନୂଆଦିଲ୍ଲୀ: ଜୀବନ ଅନିଶ୍ଚିତ । କେତେବେଳେ କେଉଁ ଜରୁରୀ ପରିସ୍ଥିତି କିମ୍ବା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ, ତାହା କେହି କହିପାରିବେ ନାହିଁ । ଏମିତି ସମୟରେ ଆମ ପାଖରେ ରହିଥିବା ସଞ୍ଚୟ ହିଁ ଆମର ଏକମାତ୍ର ସାହାରା ହୁଏ । କିନ୍ତୁ ପ୍ରଶ୍ନ ଉଠୁଛି, ଆପଣଙ୍କର ଏହି 'ଇମର୍ଜେନ୍ସି…

ସପ୍ତାହ ଆରମ୍ଭରୁ ଉଛୁଳିଲା ସେୟାର ବଜାର, ୧୬୦ ପଏଣ୍ଟ ଟପିଲା ସେନସେକ୍ସ

ମୁମ୍ବାଇ: ସପ୍ତାହ ଆରମ୍ଭରୁ ଉଛୁଳିଲା ସେୟାର ବଜାର। ଭାରତୀୟ ଷ୍ଟକ୍ ମାର୍କେଟ୍ ସପ୍ତାହ ଆରମ୍ଭରୁ ସକାରାତ୍ମକ ରହିଛି ବଜାର ଖୋଲିବାରୁ ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କ, BSE ସେନସେକ୍ସ ଏବଂ NSE ନିଫ୍ଟି ୫୦ ପଏଣ୍ଟକୁ ବୃଦ୍ଧି ପାଇଛି। ତଥାପି ପ୍ରାରମ୍ଭିକ କାରବାରରେ ବଜାରରେ ଗୁରୁତ୍ୱପୂର୍ଣ୍ଣ…

Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର

ଭୁବନେଶ୍ବର:ମଧ୍ୟପ୍ରାଚ୍ୟ ଯୁଦ୍ଧ ପରଠାରୁ ସୁନା ଓ ରୁପା ଦର ଅସ୍ଥିରତା ଲାଗି ରହିଛି। କେତେବେଳେ ହଠାତ୍‌ ବଢ଼ିଯାଉଛି ତ ଆଉ କେତେ ବେଳେ ଖସୁଛି। ସେହିପରି ପୁଣି କମିଛି ସୁନା ଓ ରୂପା ମୂଲ୍ୟ । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୯୮୦ ଟଙ୍କା ହ୍ରାସ ପାଇ…

FD interest rate: ଏହି ଜମା ଉପରେ SBI FD ସୁଧ ହାର 25 bps ବୃଦ୍ଧି

ନୂଆଦିଲ୍ଲୀ: ଅଧିକାଂଶ ବ୍ୟାଙ୍କ ସ୍ଥାୟୀ ଜମା (FD) ଉପରେ ସୁଧ ହାର ହ୍ରାସ କରୁଥିବା ସମୟରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ନିବେଶକମାନଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ବ୍ୟାଙ୍କ କିଛି ନିର୍ଦ୍ଦିଷ୍ଟ ସ୍ଥାୟୀ ଜମା ଯୋଜନାରେ ସୁଧ ହାର ବୃଦ୍ଧି କରିଛି, ଯାହା ବଡ଼ ନିବେଶ କରୁଥିବା…

ଷ୍ଟକ୍ ବଜାରର ଜୋରଦାର ପ୍ରତ୍ୟାବର୍ତ୍ତନ: ବୃଦ୍ଧି ପାଇଲା ଆଦାନୀ ଗ୍ରୁପ୍ ସେୟାର

ନୂଆଦିଲ୍ଲୀ: ତୀବ୍ର ହ୍ରାସ ପରେ ଶୁକ୍ରବାର ଭାରତୀୟ ଷ୍ଟକ୍ ବଜାର ଜୋରଦାର ଭାବରେ ଖୋଲିଥିଲା। ପ୍ରମୁଖ ସୂଚକାଙ୍କ BSE ସେନସେକ୍ସ ଏବଂ ନିଫ୍ଟି ୫୦ ସବୁଜ ରଙ୍ଗରେ ଖୋଲିଥିଲା। ସକାଳେ ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ଉପରକୁ ଉଠିଥିଲା। ନିଫ୍ଟି ୫୦ ମଧ୍ୟ ୩୦୦ ପଏଣ୍ଟରୁ ଅଧିକ ଉପରକୁ ଉଠିଥିଲା। ଆଜି…

ଇରାନ-ଇସ୍ରାଏଲ ଯୁଦ୍ଧ: ସେୟାର ବଜାର ବଡ଼ କ୍ରାସ୍, ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ଦଲାଲ ଷ୍ଟ୍ରିଟର ରକ୍ତସ୍ନାନ। ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟ ସେୟାର ବଜାର ବଡ଼ କ୍ରାସ୍ । ନିବେଶକଙ୍କ ୧୨ ଲକ୍ଷ କୋଟି ସ୍ବାହା। ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ। ନିଫଟି-୫୦ ସେୟାରଗୁଡିକରେ ୭୯୨ ପଏଣ୍ଟ ହ୍ରାସ ଘଟିଥିଲା। ବଜାର ଖୋଲିବା ବେଳକୁ ୧୨.୭୮…