Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଜିଓ ନ୍ୟୁଜ ଏବେ ଜିଓ ଫାଇବର ସେଟ୍ ଟପ୍ ବକ୍ସରେ ଉପଲବ୍ଧ

କମୁମ୍ବାଇ / ଭୁବନେଶ୍ୱର : ଜିଓ ଫାଇବର ବ୍ୟବହାରକାରୀମାନେ ଏବେ ଆଉ ଗୋଟିଏ ସେବା ପାଇପାରିବେ | ଲୋକପ୍ରିୟ ନ୍ୟୁଜ୍ ଆପ୍, ଜିଓ ନ୍ୟୁଜ ବର୍ତ୍ତମାନ ଜିଓ ଫାଇବର ବ୍ୟବହାରକାରୀଙ୍କ ପାଇଁ ଜିଓ ସେଟ୍-ଟପ୍-ବକ୍ସରେ ଉପଲବ୍ଧ | ବ୍ରେକିଂ ନ୍ୟୁଜ୍, ଭିଡିଓ, ମାଗାଜିନ, ଖବରକାଗଜ, ଏବଂ ଫଟୋ ଗ୍ୟାଲେରୀ ଏବଂ…

ଆମାଜନ ଇଣ୍ଡିଆ ବାଙ୍ଗାଲୁରୁ ରେ ଆରମ୍ଭ କଲା ଅନଲାଇନ ଫାର୍ମାସି

ବାଙ୍ଗାଲୁରୁ : ଆମାଜନ ଭାରତର ଦକ୍ଷିଣ କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବାଙ୍ଗାଲୋରରେ ଏକ ଅନଲାଇନ ଫାର୍ମାସି ଆରମ୍ଭ କରିଛନ୍ତି । କମ୍ପାନୀ ବାଙ୍ଗାଲୋରରେ ଓଭର-ଦ କାଉଣ୍ଟର ଏବଂ ପ୍ରେସକ୍ରିପସନ ଆଧାରିତ ଔଷଧ ପାଇଁ ଅର୍ଡର ନେବା ଆରମ୍ଭ କରିଛି । (ଭାରତରେ, ଆଣ୍ଟିବାଟିକ୍ ଏବଂ ଅନ୍ୟାନ୍ୟ ଔଷଧ…

ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ମାଇକ୍ରୋମାକ୍ସ, ଆସନ୍ତା ମାସରେ ‘ମେଡ୍ ଇନ୍ ଇଣ୍ଡିଆ’ ଫୋନ୍ ଲଞ୍ଚ…

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀ ମାଇକ୍ରୋମାକ୍ସ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଏବଂ ଚାଇନାର ଉତ୍ପାଦ ବଏକଟ ଅଭିଯାନ ଏହା ମଧ୍ୟରେ ବୃଦ୍ଧି ପାଉଛି | ଏଥର କମ୍ପାନୀ ସରକାର ଘୋଷଣା କରିଥିବା PLI ଯୋଜନାର ଲାଭ ମଧ୍ୟ ପାଇବ ଏବଂ ଆସନ୍ତା ମାସରେ ନୂତନ ଉପକରଣର ଶୁଭାରମ୍ଭ ହେବାର…

ଲ୍ୟାଣ୍ଡଲାଇନ ନମ୍ବରରେ ଚଳାଇପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ ଏହା ହେଉଛି ଉପାୟ

ନୂଆଦିଲ୍ଲୀ: ସମ୍ପ୍ରତି ସମସ୍ତଙ୍କ ଦୈନଦିନ ଜୀବନରେ ହ୍ଵାଟ୍ସଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ ପାଲଟିଛି। ଯଦିଓ ବିଶ୍ବବ୍ୟାପୀ ହଜାର ହଜାର ଯୋଗାଯୋଗ ଆପ୍ ଅଛି, ହ୍ଵାଟ୍ସଆପ୍ ସବୁଠାରୁ ଲୋକପ୍ରିୟ ଅଟେ | ଆପଣ ଏହାକୁ ଆପଣଙ୍କର ବ୍ୟକ୍ତିଗତ ମୋବାଇଲ୍ ନମ୍ବର ସହିତ ଚଲାଇ ପାରିବେ | କିନ୍ତୁ ଖୁବ୍ କମ୍…

Zee5 HiPi କ୍ଷୁଦ୍ର ଭିଡିଓ ପ୍ଲାଟଫର୍ମ ଲଞ୍ଚ ; ଟିକଟକର ସ୍ଥାନ ପୂରଣ କରିବ

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଯୋଗଦାନ ଦେଇ ZEE5 ଭାରତରେ ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ହାଇପି ସର୍ଟ ଭିଡିଓ ଆପ୍ ଲଞ୍ଚ କରିଛି। ଟିକଟକ ଉପରେ ନିଷେଧାଦେଶ ପରେ ବ୍ୟବହାରକାରୀମାନେ ଏହାକୁ ହାତଛଡ଼ା କରିବେ ନାହିଁ, ଏହାକୁ ଧ୍ୟାନରେ ରଖି Zee5 HiPi ସର୍ଟ ଭିଡିଓ ଆପ୍ ଭାରତରେ…

ଭିଡ଼ିଓ କଲିଂ ସମୟରେ ରୁହନ୍ତୁ ସବଧାନ; ଲାଗିପାରେ ଆଇଏସଡି ଚାର୍ଜ

ନୂଆଦିଲ୍ଲୀ: ଭିଡ଼ିଓ କଲିଂ କରୁଥିଲେ ହୋଇ ଯାଆନ୍ତୁ ସବଧାନ। ଏଣିକି ଭିଡିଓ କଲିଂ ସମୟରେ ବ୍ୟବହାରକାରୀଙ୍କୁ ଅବଲମ୍ବନ କରିବାକୁ ପଡ଼ିବ ଏହି ସବୁ ସତର୍କତା । ନଚେତ ଦେବାକୁ ପଡିପାରେ ଆଇଏସ୍‌ଡି ଚାର୍ଜ। ଏନେଇ ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟିଆରଏଆଇ) ଏକ ବିଜ୍ଞପ୍ତିରେ ସୂଚନା…

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଡବ୍ଲୁ-ଜିଡିପି ଏବଂ ୟୁଏସ୍‌ଏଡ୍…

ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ…

ଭାରତରେ ଲଞ୍ଚ ହେଲା ଗୁଗୁଲର ‘ପିପୁଲ୍ କାର୍ଡ’ ଫିଚର୍ସ, ଗୁଗୁଲ୍ ସର୍ଚ୍ଚରେ ତିଆରି କରିପାରିବେ ନିଜର…

ନୂଆଦିଲ୍ଲୀ: ଗୁଗୁଲ ମଙ୍ଗଳବାର ଦିନ ଭାରତରେ ପିପୁଲ କାର୍ଡ 'ପିପୁଲ୍ କାର୍ଡ' ଫିଚର୍ସ ଲଞ୍ଚ କରିଛି। ଏହି ଫିଚର୍ସ ରେ ଉପଭୋକ୍ତାମାନଙ୍କୁ ଗୁଗୁଲ୍ ସର୍ଚ୍ଚରେ ଭର୍ଚୁଆଲ୍ ଭିଜିଟିଙ୍ଗ କାର୍ଡ ତିଆରିକରିପାରିବେ | ଅର୍ଥାତ୍ ପିପୁଲ୍ କାର୍ଡ ଫିଚର୍ସ ଲୋକଙ୍କ ଅନଲାଇନ୍ ଉପସ୍ଥିତିକୁ ମଜବୁତ କରିବ |…

ଦୁନିଆର ପ୍ରଥମ ୫ଜି ଏଆର ଚଷମା ଖୁବ୍ ଶୀଘ୍ର ଲଞ୍ଚ ହେବ, ଏହାର ମୂଲ୍ୟ ୪୪,୧୬୬ ଟଙ୍କା ହେବ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ୫ଜି ଆଧାରିତ ଅଗମେଣ୍ଟେଡ୍ ରିଅଲିଟି (ଏଆର୍) ଗ୍ଲାସ୍ ଅର୍ଥାତ୍ ଚଷମା ଖୁବ୍ ଶୀଘ୍ର ଦକ୍ଷିଣ କୋରିଆରେ ଲଞ୍ଚ ହେବାକୁ ଯାଉଛି। ଏହା ଦକ୍ଷିଣ କୋରିଆର ବଡ ଟେଲିକମ୍ ଫାର୍ମ LG Uplus Corp ଦ୍ୱାରା ନିର୍ମିତ ହୋଇଛି | LG Uplus Corp ମଙ୍ଗଳବାର ଦିନ କହିଛି ଯେ ଚାଇନାର…

ଟିକ୍‌ଟକକୁ କିଣିବା ନେଇ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ମଧ୍ୟରେ ମୁକାବିଲା ଆରମ୍ଭ

ୱାଶିଂଟନ: ବିଶ୍ୱର ଅଗ୍ରଣୀ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ଏବେ ଟିକ୍‌ଟକର ଆମେରିକା ବ୍ୟବସାୟ କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନେଇ ଉଭୟ କମ୍ପାନୀ ଚୀନ ସ୍ୱତ୍ୱାଧିକାରୀ ବାଇଟଡ୍ୟାନ୍ସ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏବେ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର…