Latest Odisha News
Browsing Category

ଭଲଖବର

ଭଲଖବର

ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ଯକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ସୂଚନା ଅନୁଯାୟୀ ତାଙ୍କ ପତ୍ନୀ ନବଜୋତ କୌର ବର୍ତ୍ତମାନ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଯାଇଛନ୍ତି। ସିଦ୍ଧୁ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ସ୍କାନିଂ କରାଯାଇଥିଲା ଯେଉଁଥିରେ…

ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ଝାଡଖଣ୍ଡରେ ଦେଖିବାକୁ ମିଳିଛି କଳ୍ପନା ଯାଦୁ। ପୁରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଚର୍ଚ୍ଚା। ତେବେ ଲଗାତର ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ମିଳିବେ ହେମନ୍ତ ସୋରେନ। ହେଲେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ ଜିତାଇବାରେ…

ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ

ରାଞ୍ଚି: ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ, କଂଗ୍ରେସ, ଆରଜେଡି, ସିପିଆଇ (ଏମଏଲ) ମେଣ୍ଟ ଦଳ ଲଗାତାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଯାଇଛି। ନିର୍ବାଚନରେ ​​୫୬ଟି ଆସନରେ ଅଗ୍ରଣୀ ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋସିଆଲ ମିଡିଆରେ…

କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ

ସିଓଲ: ଋଷ-ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରି ଉତ୍ତର କୋରିଆ ନିଜର ସୈନ୍ୟବାହିନୀ ପଠାଇଛି। ଯାହାର ପ୍ରତିବଦଳରେ ଋଷ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଦେଇଛି ଉତ୍ତର କୋରିଆକୁ। ଦକ୍ଷିଣ କୋରିଆର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଆମେରିକା, ଦକ୍ଷିଣ କୋରିଆ ଏବଂ…

ଉପନିର୍ବାଚନ ଫଳାଫଳ: ୱାୟନାଡରେ ପ୍ରିୟଙ୍କା, ୟୁପିରେ ବିଜେପି ଆଗୁଆ

ୱାୟନାଡ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ସହ ୧୫ଟି ରାଜ୍ୟର ୪୬ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ଭୋଟିଂ ଗଣତି ଚାଲିଛି। ପ୍ରିୟଙ୍କା ଗାନ୍ଧୀ ୩.୫ ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗରେ ରହିଛନ୍ତି। ଏଠାରେ ସିପିଆଇର ସତ୍ୟନ ମୋକେରୀ ଦ୍ୱିତୀୟ ସ୍ଥାନରେ…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

ମଝି ସମୁଦ୍ରରେ ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍‌

ନୂଆଦିଲ୍ଲୀ: ଗୋଆର ଉତ୍ତର-ପଶ୍ଚିମ ସମୁଦ୍ରରେ ଭାରତୀୟ ନୌସେନା ସହିତ ଏକ ଦୁର୍ଘଟଣା ଘଟିଛି। ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା ମାଛଧରା ବୋଟ୍‌। ଗୋଆ ସମୁଦ୍ର କୂଳରୁ ୭୦ କିମି ସମୁଦ୍ର ମଝିରେ ଗତ ସନ୍ଧ୍ୟାରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀ ଜାହାଜରେ ୧୩…

ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆଇଏମଡିର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ। ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କୁହାଯାଇଛି ଯେ, ନଭେମ୍ବର ୨୩ ରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…

ଝାନ୍ସୀଙ୍କ ସଫଳତାର କାହାଣୀ

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ବାଧା ବିଘ୍ନ ସବୁ ହାର ମାନନ୍ତି ଓ ସଫଳତାର ବାଟ ସହଜ ହୋଇଯାଏ । ଏଇ ଉକ୍ତି ପରି ଝାନ୍ସୀଙ୍କ ଦୃଢ଼ ଇଚ୍ଛା ଆଗରେ ସବୁ ବିଫଳତା ହାର ମାନିଲା । ତାଙ୍କ ପ୍ରୟାସ ତାଙ୍କୁ କେବଳ ସଫଳତାର ସ୍ୱାଦ ଚଖେଇଲା ନାହିଁ ବରଂ ଅନ୍ୟମାନଙ୍କ ପାଇଁ…

ଦହିବରା ଆଳୁଦମ୍ ଦିବସ: ରାଜ୍ୟର ଏକ ଛୋଟ ଗଳିରୁ ଆରମ୍ଭ ହୋଇ ଆଜି ବିଶ୍ଵପ୍ରସିଦ୍ଧ ଏହି ଖାଦ୍ୟ

ଭୁବନେଶ୍ଵର: ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ…