Latest Odisha News

BREAKING NEWS

Browsing Category

ବିଶେଷ

କାହିଁକି କୁହାଯାଏ ‘କୁମ୍ଭୀର କାନ୍ଦଣା’, ମିଛ କାନ୍ଦଣା….

ଭୁବନେଶ୍ବର: ଆମେମାନେ ପିଲାବେଳୁ ଏକ ରୂଢି ବାକ୍ୟ ଶୁଣି ଆସିଛେ, ଯାହା ହେଉଛି ‘କୁମ୍ଭୀର କାନ୍ଦଣା’ । ଅନେକ କଥାରେ ଲୋକେ କୁହନ୍ତି, ହେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଅର୍ଥ, ମିଛରେ କାନ୍ଦୁଛି । ଅର୍ଥ ହେଲା କପଟୀର ଲୋକ ଦେଖା ପ୍ରଳାପ । ତେବେ କ’ଣ ଆପଣ ଜାଣନ୍ତି, କାହିଁକି ଏହାକୁ…

କାନ୍ଦିବା ବେଳେ କାହିଁକି ନାକରୁ ବାହାରେ ପାଣି?

ଭୁବନେଶ୍ବର: ଆମେ କାନ୍ଦିବା ବେଳେ ଆମ ଆଖିରୁ ଲୁହ ବୋହିବା ସଙ୍ଗେ ସଙ୍ଗେ ଆମ ନାକରୁ ମଧ୍ୟ ପାଣି ବୋହିବା ଆମେ ସମସ୍ତେ ଲକ୍ଷ କରିଛେ । ହେଲେ କ’ଣ ଆପଣ ଜାଣନ୍ତି, ଆମେ କାନ୍ଦିବା ବେଳେ କାହିଁକି ନାକରୁ ପାଣି ବାହାରେ? କାହିଁକି ନାକ ଜାମ୍ ହୋଇଯାଏ? ଯେମିତି ଲାଗେ ସତେ ଆମକୁ ଆଉ ଥଣ୍ଡା…

ନା ଜେଲ ନା ଫାଶୀ… ପୁରାଣ କହୁଛି ମୃତ୍ୟୁ ପରେ ଦୁଷ୍କର୍ମକାରୀଙ୍କୁ ମିଳେ…..

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ନରହନ୍ତା ରାକ୍ଷସ ସଂଜୟ ଦୁଷ୍କର୍ମ କରି କିଲବିଲ କରି ମାରିଛି ସେଥିରେ ଏବେ ଦେଶର ବୁକୁ ଫାଟିପଡୁଛି । ଏହି ମାମଲାରେ ଦେଶବାସୀ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ…

କିଙ୍ଗ କୋହଲୀଙ୍କ ‘ସୁଇଟ୍ ୧୬’

ଆନ୍ତର୍ଜାତିକ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି ଭାରତର ରନ୍ ମେସିନ ବିରାଟ କୋହଲୀ। ୨୦୦୮ ମସିହା ଅଗଷ୍ଟ ୧୮ରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ରଖିଥିଲେ ବିରାଟ କୋହଲୀ। ପ୍ରଥମ ମ୍ୟାଚ ଥିଲା ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆ ମ୍ୟାଚ୍। ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚରେ କୋହଲୀଙ୍କ…

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସାମିଲ ହେଲେ ୩ ବର୍ଷର ଗୋକୁଲ

କନ୍ଧମାଳ: ବୟସ ମାତ୍ର ୩ ବର୍ଷ ହେଲେ ବୁଦ୍ଧି ଆଉ ସ୍ମରଣଶକ୍ତି ବିଚକ୍ଷଣ । ଯାହା ବି ଥରେ ଜାଣିନିଅନ୍ତି ତାକୁ ସବୁଦିନ ପାଇଁ ନିଜ ମୁଣ୍ଡ ଭିତରେ କଏଦ୍ କରିଦିଅନ୍ତି । ବର୍ଣ୍ଣମାଳା,ପଶୁପକ୍ଷୀଙ୍କ ନାମ ଏବଂ ବିଭିନ୍ନ ସଂଖ୍ୟା ଯେଉଁଠି କିଛି ତାଙ୍କ ବୟସର ପିଲାଙ୍କ ପାଇଁ କାଠିକର ପାଠ । ସେଠି ସିଏ…

କେଉଁଠି କେଉଁ ଗଛ ରହିଲେ ମିଳିବ ଶୁଭଫଳ

ପରିବେଶ ସୁରକ୍ଷା ତଥା ପ୍ରଦୂଷଣକୁ ରୋକିବା ପାଇଁ ବୃକ୍ଷ ରୋପଣ ସବୁଠାରୁ ବଡ଼ ବିକଳ୍ପ। ତେବେ ବାସ୍ତୁ ଅନୁସାରେ ଘର ପରିସରରେ ବୃକ୍ଷ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଅର୍ଥାତ୍ କିଛି ବୃକ୍ଷକୁ ନିର୍ଦ୍ଦିଷ୍ଟ ଦିଗରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଉ କିଛି ଗଛ ଘରଠାରୁ…

ବିଶ୍ଵ ପଖାଳ ଦିବସ: ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ, ସବୁଠି ବାସୁଛି ପଖାଳ ବାସ୍ନା

ଭୁବନେଶ୍ଵର: ଆଜି ବିଶ୍ଵ ପଖାଳ ଦିବସ । ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଏହାର ମହତ୍ତ୍ୱ ମନେ ପକାଇବା ପାଇଁ ପ୍ରତି ବର୍ଷ …

ଦହିବରା ଆଳୁଦମ୍ ଦିବସ: ରାଜ୍ୟର ଏକ ଛୋଟ ଗଳିରୁ ଆରମ୍ଭ ହୋଇ ଆଜି ବିଶ୍ଵପ୍ରସିଦ୍ଧ ଏହି ଖାଦ୍ୟ

ଭୁବନେଶ୍ଵର: ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ…

ସାବଧାନ ! ଯଦି ଏସବୁ ଜିନିଷ ନବବର୍ଷରେ ଉପହାର ଦେଉଛନ୍ତି…

ନୂଆଦିଲ୍ଲୀ : ବର୍ଷ ସରିବାକୁ ଆଉ ମାତ୍ର ହାତରେ କିଛିଟା ଦିନ  । କିଛି ଦିନ ମଧ୍ୟରେ ବିଦାୟ ନେବାକୁ ଯାଉଛି ୨୦୨୩  । ପାଦ ଥାପିବ ୨୦୨୪। ଆମେ ସାଧାରଣତଃ ଦେଖିଥାଉ ନୂଆବର୍ଷରେ କିଛି ଲୋକ ଶୁଭେଚ୍ଛା ଜଣାଇବା ସହ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ କିଛିଟା ଉପହାର ଦେଇ ଥାଆନ୍ତି। ଉପହାର ଦେବା…

ସମୁଦ୍ର ମଝିରେ ମାତ୍ର ଦୁଇଟି ସ୍ତମ୍ଭ ଉପରେ ରହିଛି ସବୁଠୁ ଛୋଟ ଦେଶ , ରୁହନ୍ତି ମାତ୍ର ୨୫ରୁ ୩୦ ନାଗରିକ

ନୂଆଦିଲ୍ଲୀ : ଆପଣମାନେ ସବୁବେଳେ ଦୁନିଆର ସବୁଠୁ ବଡ ଦେଶ ବିଷୟରେ ଶୁଣିଥିବେ  । ହେଲେ ଆଜି ପର୍ଯ୍ୟନ୍ତ କେବେ ହୁଏତ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଶୁଣି ନାହାଁନ୍ତି । ଭାଟିକାନ୍ିସ ସିଟିକୁ ଦୁନିଆର ସବୁଠାରୁ ଛୋଟ ଦେଶ ଭାବେ ବିବେଚନା କରାଯାଉଥିଲା  । ହେଲେ  ଭାଟିକାନ୍‌ ସିଟି ନୁହେଁ ,…