Latest Odisha News

BREAKING NEWS

Browsing Category

WORLD

ସୌରମଣ୍ଡଳରୁ ବାଦ୍ ପଡିବ ପୃଥିବୀ !, ଡରାଇଲାଣି ଅଧ୍ୟୟନ…..

ନୂଆଦିଲ୍ଲୀ: ସୌରମଣ୍ଡଳରୁ ବାହାରିଯିବ ପୃଥିବୀ ! ସୂର୍ଯ୍ୟଙ୍କ ଚାରିପଟେ ଆଉ ଘୁରିବନି ! ପୃଥିବୀକୁ ଏକ ସ୍ୱର୍ଗୀୟ ତୁଷାରଗୋଲା ଭାବରେ କଳ୍ପନା କରନ୍ତୁ, ଯାହାକୁ ଅନ୍ତଃନକ୍ଷତ୍ରୀୟ ମହାକାଶର ଅତଳ ଗହ୍ୱରରେ ଫିଙ୍ଗାଯାଇଛି...ଟିକିଏ ଆଶ୍ବର୍ଯ୍ୟ ଲାଗୁଛି ନା…କିନ୍ତୁ ଏବେ ଏପରି କିଛି ଏକ ନୂତନ…

କେବଳ ବଲୁଚିସ୍ତାନ ନୁହେଁ, ଏହି ସଂଗଠନ ଚାହୁଁଛନ୍ତି ନିଜର ଅଲଗା ଦେଶ…

ନୂଆଦିଲ୍ଲୀ: ବିଶ୍ବରେ ଥିବା ସମସ୍ତ ଦେଶ ମଧ୍ୟରେ କିଛି ଏମିତି ଗୋଷ୍ଠୀ ବା ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ନିଜର ଦେଶ କିମ୍ବା ଅଲଗା ସାମ୍ରାଜ୍ୟ ଗଠନ କରିବାକୁ ଚାହାନ୍ତି । ଯାହା ଦ୍ବାରା ଦେଶ ମଧ୍ୟରେ ହିଁ ଆଭ୍ୟନ୍ତରୀଣ କଳହ ଲାଗିରହିଥାଏ । ଦେଶରେ ଥିବା ସରକାରଙ୍କୁ ବିରୋଧ କରି ସେମାନେ…

୫ ବର୍ଷ ପରେ ଅମର ହୋଇଯିବ ମଣିଷ!

ନୂଆଦିଲ୍ଲୀ: ପୌରାଣିକ କାହାଣୀ ହେଉ କିମ୍ବା କେତେବେଳେ ବିଜ୍ଞାନ କାଳ୍ପନିକ ଚଳଚ୍ଚିତ୍ରରେ ପ୍ରଯୁକ୍ତିବିଦ୍ୟା ଅମରତାର ସ୍ୱପ୍ନ ଦେଖାଇଥାଏ । କେତେବେଳେ କେଉଁ ବର ସାହାର୍ଯ୍ୟରେ, କିମ୍ବା କେଉଁ ଔଷଧ ସାହାର୍ଯ୍ୟରେ ମଣିଷ ଅମର ହେବାର କାହାଣୀ ଅନେକ ଶୁଣିଛେ । ହେଲେ ଯଦି ଆମେ ଆପଣଙ୍କୁ କହୁ, ଏବେ…

ତୃତୀୟ ବିଶ୍ବଯୁଦ୍ଧ: ମାନଚିତ୍ରରୁ ଉଭେଇଯିବ ଏସବୁ ଦେଶ……

ନୂଆଦିଲ୍ଲୀଁ: ଲଗାତାର ଗତ କିଛି ବର୍ଷ ହେବ ୩ୟ ବିଶ୍ବ ଯୁଦ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି।  ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହେଉ, କି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା, କିମ୍ବା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ, ଏହାକୁ ନେଇ ଲୋକମାନେ ତୃତୀୟ ବିଶ୍ୱଯୁଦ୍ଧର ନିଶ୍ଚିତ…

୧୫ବର୍ଷ ପରେ ମଙ୍ଗଳରେ କଲୋନି !

ନୂଆଦିଲ୍ଲୀ: ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । ବିକିରଣ ଏତେ ବିପଜ୍ଜନକ ଯେ, ବିନା ସୁରକ୍ଷାରେ ମଣିଷ ଗୋଟେ ମିନିଟ ବି ବଞ୍ଚିପାରିବନି । ତେଣୁ ପୃଥିବୀ ଛଡା ଅନ୍ୟ କୌଣସି ଗ୍ରହରେ ରହିବା ନେଇ କଳ୍ପନା କରିବା କଷ୍ଟ। ତେବେ ୨୦୪୦ ସୁଦ୍ଧା ମଙ୍ଗଳ ଗ୍ରହରେ କଲୋନି ବନାଇବାକୁ ଟାର୍ଗେଟ୍ ବନାଇ…

ଆସୁଛି ଭୟଙ୍କର ବିପର୍ଯ୍ୟୟ ; ହଜିଯିବ ଗ୍ରୀଷ୍ମ ! ପାଣି ହୋଇଯିବ ବରଫ, ହେବନି ବର୍ଷା

ନୂଆଦିଲ୍ଲୀ: ପୃଥିବୀ ପାଇଁ ଆଗକୁ ଆସୁଛି ଭୟଙ୍କର ବିପଦ। ଆଉ ଏହି ବିପର୍ଯ୍ୟୟ ଏତେ ଭୟାନକ ହେବ ଯେ ଏହାକୁ ସାମ୍ନା କରିବା ବିଶ୍ୱ ବାସୀଙ୍କ ପାଇଁ କଷ୍ଟକର ହେବ। କୁହାଯାଉଛି ଏହି ବିପର୍ଯ୍ୟୟର କାରଣ ହେବ ଆଗ୍ନେୟଗିରି ଉଦ୍‌ଗୀରଣ। ଏପରି ଶକ୍ତିଶାଳୀ ଆଗ୍ନେୟଗିରି ଉଦଗୀରଣ ଫଳରେ  ବଦଳିଯିବ ପାଳିପାଗ…

ଏକ୍ସଏଆଇ : ଏଲୋନ୍ ମସ୍କ ଲଞ୍ଚ କଲେ ଅରୋରା, ସହଜରେ ତିଆରି ହେବ ଏଆଇ ପ୍ରତିଛବି

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ଅରୋରାକୁ ଲଞ୍ଚ କରିଛି । ଯାହାକି କମ୍ପାନୀର ଏଆଇ ପ୍ରତିଛବି ଜେନେରେଟର ଟୁଲ୍ ଅଟେ | ରିପୋର୍ଟ ଅନୁସାରେ, ଅରୋରା ନିକଟରେ ଲାଇଭ୍ ହୋଇଥିଲା କିନ୍ତୁ ପରେ କମ୍ପାନୀ ଏହାକୁ ଡାଉନ କରିଥିଲା । ଏବେ ପୁନର୍ବାର ଏହାକୁ ଲଞ୍ଚ କରିଦିଆଯାଇଛି | ଅରୋରା…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ ।…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…