Latest Odisha News

BREAKING NEWS

Browsing Category

WORLD

Malaysia’s Anwar Ibrahim PM Modi’s Meet: ବାଣିଜ୍ୟିକ ଦୂତାବାସ, ଷ୍ଟାର୍ଟଅପ୍ସ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ମାଲେସିଆ ଗସ୍ତରେ ଅଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସାକ୍ଷାତ କରିଥିଲେ। ବୈଠକ ପରେ ଏକ ମିଳିତ ପ୍ରେସ୍ ରିଲିଜରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆମର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ…

POK In India Shows US Map: ‘ପିଓକେ ଭାରତର…’, ପାକିସ୍ତାନକୁ ଚିନ୍ତାରେ ପକାଇଲା…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ଶନିବାର ଦିନ ସେମାନଙ୍କର ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିର ଢାଞ୍ଚା ଘୋଷଣା କରିଛନ୍ତି, ଯାହା ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଦିଗ ପ୍ରଦାନ କରିବ। ଏହାରି ଭିତରେ ଟ୍ରମ୍ପ ପ୍ରଶାସନ ଭାରତର ଏକ ମାନଚିତ୍ର ମଧ୍ୟ ସେୟାର କରିଛି। ଭାରତର ଏହି ମାନଚିତ୍ର ଏବେ…

India US Interim Trade Framework: ଭାରତ ହାତରେ ଆମେରିକା ବଜାର ଚାବି? ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଦୁଇ ଦେଶ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ପାଇଁ ଢାଞ୍ଚା ପ୍ରକାଶ କରିଛନ୍ତି। ଆମେରିକା ଏବଂ ଭାରତ ଶୁଳ୍କ ହ୍ରାସ କରିବା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା…

Iran Fortifies Nuclear Sites: ମାଟି ତଳେ ଇରାନର ପରମାଣୁ ବମ୍, ତାଟକା ଡୋନାଲ୍ଡ ଟ୍ରମ୍ପ୍!

ନୂଆଦିଲ୍ଲୀ: ବଡ଼ ଖେଳ କରୁଛି ଇରାନ ଧଡ଼କାଇ ଚାଲିଥିଲେ ଟ୍ରମ୍ପ ଆଖି ତଳେ ଚୁପଚାପ୍ ଲକ୍ଷ୍ୟ ମୁହାଁ ଇରାନ୍ ଆମେରିକାକୁ ଚମକେଇ ଦେଲା ସାଟେଲାଇଟ୍ ଚିତ୍ର ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି, ଏବଂ ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ।…

AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX…

ନୂଆଦିଲ୍ଲୀ: ଏଲନ୍ ମସ୍କ ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ବିଶ୍ୱର ସବୁଠାରୁ ବଡ଼ ବ୍ୟବସାୟୀ, ଏଲନ୍ ମସ୍କ, ମହାକାଶ ଏବଂ AI ଜଗତରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି। ସେ ତାଙ୍କର ଦୁଇଟି କମ୍ପାନୀ, SpaceX ଏବଂ xAI କୁ ମିଶ୍ରଣ କରିବାକୁ ଯୋଜନା…

India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!

ନୂଆଦିଲ୍ଲୀ: ଭାରତର 'ମଦର ଅଫ ଅଲ୍ ଡିଲ୍' ପାକିସ୍ତାନ, ବାଂଲାଦେଶକୁ ଘାରିଲାଣି ଚିନ୍ତା ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଆଗାମୀ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ବିଷୟରେ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଚୁକ୍ତି ଦକ୍ଷିଣ ଏସୀୟ ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇପାରେ।…

Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ…

ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣକୁ ରୋକିବା ପାଇଁ ତୁର୍କୀ ଆମେରିକା ସହିତ ମଧ୍ୟସ୍ଥତା କରୁଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ ଏର୍ଡୋଗାନ୍ ଉତ୍ତେଜନା ମଧ୍ୟରେ ଆମେରିକା ଏବଂ ଇରାନର ରାଷ୍ଟ୍ରପତିଙ୍କ ମଧ୍ୟରେ ଏକ ଟେଲିକନଫରେନ୍ସ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଲୋଚନାରେ ସାମିଲ…

Russian Drone Strike On Ukraine: ୟୁକ୍ରେନର ଯାତ୍ରୀବାହୀ ଟ୍ରେନ ଉପରେ ରୁଷିଆର ଆକ୍ରମଣ, ୫ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ଥମୁନି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଉତ୍ତେଜନା। ଏହି ଯୁଦ୍ଧରେ, ରୁଷିଆ ସେନା ୟୁକ୍ରେନରେ ନିରନ୍ତର ଦ୍ରୁତ ଆକ୍ରମଣ କରୁଛି। ରୁଷ ସେନା ପୁଣିଥରେ ୟୁକ୍ରେନ ଉପରେ ବଡ଼ ଧରଣର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ୫ ଜଣଙ୍କର ମୃତ୍ୟୁ…

ବିମାନ ଇତିହାସରେ ଏହି ୧୩ ଦୁର୍ଘଟଣା…ବିଶ୍ଵ ବିମାନ ଚଳାଚଳକୁ ଦେଇଥିଲା ନୂଆ ଦିଗ…

ମୁମ୍ବାଇ: ବୁଧବାର ସକାଳେ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ NCP ନେତା ତଥା ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଅଧିକାଂଶ ବିମାନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ କାରଣ ଯାତ୍ରୀମାନଙ୍କର ବଞ୍ଚିବାର ସମ୍ଭାବନା କମ୍ ଥାଏ।…

Costa Flaunts OCI Card: “ମୁଁ ବି ଜଣେ ଭାରତୀୟ ପ୍ରବାସୀ ନାଗରିକ,” ପ୍ରଧାନମନ୍ତ୍ରୀ ମୋଦିଙ୍କୁ EU…

ନୂଆଦିଲ୍ଲୀ: ୟୁରୋପୀୟ ପରିଷଦର ଦୁଇ ବରିଷ୍ଠ ନେତା ବର୍ତ୍ତମାନ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିନ ୟୁରୋପୀୟ ପରିଷଦ ଏବଂ ଭାରତ ମଧ୍ୟରେ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ, ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇଜ୍…