Latest Odisha News

BREAKING NEWS

Browsing Category

ବିହାର

Bihar

Bihar Election 2025: ପ୍ରଥମ ପର୍ଯ୍ୟାୟରେ ଏହି ୧୨୧ ଆସନରେ ଲଢେଇ, ଜାଣନ୍ତୁ କେଉଁ ଦଳର ରହିଛି ଦବଦବା…

ପାଟନା: ବିହାର ବିଧାନସଭା ନିର୍ବାଚନ ନଭେମ୍ବର ୬ ଏବଂ ୧୧ ତାରିଖରେ ଅନୁଷ୍ଠିତ ହେବ, ନଭେମ୍ବର ୧୪ ରେ ଗଣନା ହେବ। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୭୪ ନିୟୁତରୁ ଅଧିକ ଭୋଟର ଭୋଟ୍ ଦେବାକୁ ଯୋଗ୍ୟ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେବ, ନାମାଙ୍କନ…

Bihar Election: ମହାଗଠବନ୍ଧନରେ ଛିଡିଲା ସିଟ୍ ବାଣ୍ଟ!, କମ୍ ସିଟରେ ଲଢିବାକୁ ରାଜି କଂଗ୍ରେସ…ଉପମୁଖ୍ୟମନ୍ତ୍ରୀ…

ପାଟନା: ବାଜି ସାରିଛି ବିହାର ନିର୍ବାଚନ ବିଗୁଲ୍ । ଆସନ୍ତା ନଭେମ୍ବର ୬ ଏବଂ ୧୧ରେ ଭାଗ୍ୟ ପରୀକ୍ଷା କରିବେ ବିଭିନ୍ନ ଦଳ ।  ରାଜନୀତି ମଇଦାନରେ ଏବେ ଉତ୍ତେଜନା ରହିଥିବା ବେଳେ ଇଣ୍ଡି ମେଣ୍ଟ ହେଉକି ଏନଡିଏ, ସିଟ୍ ନେଇ ଭାଗ ବଣ୍ଟା ସରିନି । ହେଲେ ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ ବିହାରରେ…

Bihar Assembly Elections: ବିହାର ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରଚାର କମିଟି, ତାଲିକାରେ ରହିଛନ୍ତି ଏହି…

ପାଟନା: ଭାରତୀୟ ଜନତା ପାର୍ଟି (ବିଜେପି) ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏହାର ନିର୍ବାଚନ ପ୍ରଚାର କମିଟି ଘୋଷଣା କରିଛି। ଆଗାମୀ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ବିହାର ବିଜେପି ଏହାର ନିର୍ବାଚନ ପ୍ରଚାର କମିଟିରେ ମୋଟ ୪୫ ଜଣ ସଦସ୍ୟଙ୍କୁ ସାମିଲ କରିଛି। ଏହି କମିଟିରେ ଅଭିଜ୍ଞ…

ବିହାରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ବିଜେପି କଲା ବଡ଼ ଘୋଷଣା

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ରଣନୀତିକୁ ଆହୁରି ଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିହାର ନିର୍ବାଚନ ପାଇଁ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ତେଜସ୍ୱୀଙ୍କୁ ଝଟ୍‌କା ଦେଇପାରନ୍ତି ପିକେ: ବିହାର ରାଜନୀତିରେ ଅଙ୍କ ଗଡ଼ବଡ଼ କରିପାରେ ନୂଆ ଦଳ, ଚମକାଇଲା ନୂଆ ସର୍ଭେ

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ପୂରା ଦେଶରେ ବଢ଼ିଛି ରାଜନୈତିକ ଉଷ୍ମତା । ସବୁଠି ବିହାର ଚର୍ଚ୍ଚା । ଏହାରି ଭିତରେ ଚମକାଇଛି ନୂଆ ସର୍ଭେ । ଯେଉଁଥିରେ ଜଣାପଡ଼ିଛି ଯେ ପ୍ରଶାନ୍ତ କିଶୋରଙ୍କ ପାର୍ଟି ମଧ୍ୟ ଏଥର ବିହାର ରାଜନୀତିର ଅଙ୍କ କରିପାରନ୍ତି ଗଡ଼ବଡ଼ । ଏପରିକି ପିକେଙ୍କ…

ବଜେଟ ଆଗତ କରୁଥିଲେ ସମ୍ରାଟ, ଏପଟେ ଇସାରାରେ ତେଜସ୍ୱୀଙ୍କ ସହ କଥା ହୋଇଗଲେ ନୀତୀଶ

ପାଟନା: ବିହାର ଅର୍ଥମନ୍ତ୍ରୀ ସମ୍ରାଟ ଚୌଧୁରୀ ସୋମବାର ବିଧାନସଭାରେ ବିହାର ସରକାଙ୍କ ଅନ୍ତିମ ବଜେଟ ଆଗତ କରିଥିଲେ। ଏଥର ବଜେଟର ଆକାର ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା । ସମ୍ରାଟ ଚୌଧୁରୀ 3 ଲକ୍ଷ 17 ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ମହିଳା, କୃଷକ, ଯୁବକଙ୍କ ସମେତ ଅନ୍ୟ…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଭାରତୀୟ କ୍ରିିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଏବେ ଚର୍ଚ୍ଚାରେ ରହିଛନ୍ତି । ଶୁକ୍ରବାର କୁଚ ବିହାର ଟ୍ରଫି କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଆର୍ଯ୍ୟବୀର ମେଘାଳୟ ବିପକ୍ଷରେ ୨୯୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ ।…

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

‘Bed Performance’ ଲେଖି କାଟିଲେ ଦରମା, ସମାଲୋଚିତ ହେଲା ଶିକ୍ଷା ବିଭାଗ

ଜମୁଇ: ସବୁବେଳେ ଚର୍ଚ୍ଚାରେ ଥିବା ବିହାର ଶିକ୍ଷା ବିଭାଗ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛି । ଏଠି ଶିକ୍ଷକଙ୍କର ‘Bad Performance’ ପାଇଁ ନୁହେଁ ବରଂ ‘Bed Performance’ ପାଇଁ ଦରମା କଟାଯାଇଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଠି ଶିକ୍ଷକ ତାଙ୍କର ଖରାପ ପ୍ରଦର୍ଶନ…