Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ପ୍ରଦୂଷଣରୁ ବର୍ତ୍ତିବାକୁ ମେଟ୍ରୋ ପାଲଟିଛି ସାହାରା! 

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଗତ ସୋମବାର ତଥା ନଭେମ୍ବର ୧୮ ତାରିଖରେ ୭୮.୬୭ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ ଯାହାକି ଏକ ନୂଆ ରେକର୍ଡ ଥିଲା। ସୂଚନା ଅନୁଯାୟୀ, ପ୍ରଦୂଷଣର ମାତ୍ରା ବୃଦ୍ଧି ପରେ ଲୋକମାନେ ମେଟ୍ରୋରେ ଯାତ୍ରା…

ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ: ଅନ୍‌ଲାଇନରେ ଚାଲିବ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନଲାଇନରେ ଚାଲିବ ସୁପ୍ରିମ କୋର୍ଟ। ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି  ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଅନଲାଇନ ଜରିଆରେ ସମସ୍ତ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର…

ବଦଲିଲା ‘ସରାଇ କାଲେ ଖାନ୍ ଛକ’ର ନାଁ; ଆଜିଠୁ ‘ବିର୍ସା ମୁଣ୍ଡା ଛକ’

ନୂଆଦିଲ୍ଲୀ: ଦିଲ୍ଲୀ ବାନସେରା ପାର୍କରେ ଉନ୍ମୋଚିତ ହେଲା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି । ଏଥିସହିତ ବଦଳିଲା ଦିଲ୍ଲୀ ‘ସରାଇ କାଲେ ଖାନ୍ ଛକ’ ଏବଂ ବସ୍ ଷ୍ଟାଣ୍ଠର ପରିଚୟ । ଆଜି ଭଗବାନ୍ ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି…

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ, ଅଳ୍ପକେ ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ । ଆଜି ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ କ୍ୟାମ୍ପସ ବାହାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ କିଛି ସମୟ ପାଇଁ ଧୂଆଁମୟ ହୋଇଯାଇଥିଲା ପରିବେଶ । ତେବେ ବିସ୍ଫୋରଣ…

ରାସ୍ତାରେ ଗାତ, ଗାଡି ଉପରେ ପଡିଛି କାନ୍ଥ; ବାଦଲ ଫଟା ବର୍ଷାରେ ବେହାଲ ଜାତୀୟ ରାଜଧାନୀ

ନୂଆଦିଲ୍ଲୀ: ସେ ଖରା ହେଉକି ବର୍ଷା ସବୁଥିରେ ବେହାଲ ଜାତୀୟ ରାଜଧାନୀ ଦିଲ୍ଲୀ । ଲାଗୁଛି ଯେମିତି ପ୍ରକୃତି ଏବେ ଦିଲ୍ଲୀ ଉପରେ ନାଖୁସ ଅଛି । ଖରା ଦିନେ ତତଲା ତାଓ୍ବା ଉପରେ ବସୁଥିବା ଦିଲ୍ଲୀକୁ ଏବେ ମୌସୁମୀ ଆଶ୍ବସ୍ତି ଦେବ କ’ଣ, ବର୍ଷାରେ ବି ଅସ୍ତବ୍ୟସ୍ତ ହୋଇପଡିଛି ଜାତୀୟ ରାଜଧାନୀ…

ବିମାନବନ୍ଦର ଛାତ ଭୁଶୁଡିବା ଘଟଣା, ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମନ୍ତ୍ରୀ

ଦିଲ୍ଲୀ: ବର୍ଷାରେ ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର । ଚାଲିଗଲା ୩ ଜୀବନ । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହାରି ଭିତରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି…