Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ନୂଆଦିଲ୍ଲୀ: ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା, ୪ ଶିଶୁ ଅଛନ୍ତି । ଏମାନଙ୍କ ମଧ୍ୟରେ ୯ଜଣ ବିହାରର, ୮ଜଣ ଦିଲ୍ଲୀର ଓ ଜଣେ ହରିୟାଣାର ବୋଲି ସୂଚନା ମିଳିଛି । ମହାକୁମ୍ଭରେ…

ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ, ୧୧ରୁ ଅଧିକ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଷ୍ଟେସନ ଦଳାଚକଟାରେ ୧୫ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି। ଲୋକନାୟକ ହସ୍ପିଟାଲର ଜରୁରୀକାଳୀନ ବିଭାଗ ମୁଖ୍ୟ ଡାକ୍ତର ରିତୁ ସକ୍ସେନା ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ଏଲଜି ଭିକେ ସକ୍ସେନା ଏକ୍ସରେ ପୋଷ୍ଟ କରି ଘଟଣା ବାବଦରେ ସୂଚନା ଦେଇଛନ୍ତି…

ଦିଲ୍ଲୀରୁ ବଡ଼ ଖବର: ରେଳଷ୍ଚେସନରେ ଦଳଚକଟା ସ୍ଥିତି, ୧୫ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶନିବାର ସଂଧ୍ଯାରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ସ୍ଥିତି । କୁମ୍ଭମେଳାକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭିଡ଼ ଜମିଥିଲା । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ବାତିଲ ଯୋଗୁଁ ଭିଡ଼ ଅଧିକ ଥିଲା, ଯାହା ଫଳରେ ଅଣାୟତ ସ୍ଥିତି ସୃଷ୍ଟି ହୋଇଥିଲା।…

ଆଙ୍ଗୁଳିର କାଳି ଚିହ୍ନ ଦେଖାଇଲେ ଏସ ଜୟଶଙ୍କର, କହିଲେ ଦେଖ ପ୍ରମାଣ

ନୂଆଦିଲ୍ଲୀ: ଆପଣଙ୍କୁ ଗଣତନ୍ତ୍ର ବିପଦରେ ଥିବା ଦେଖାଯାଉଛି ? ମୋ ଅଙ୍ଗୁଳି ହେଉଛି ତାହାର ପ୍ରମାଣ, ଦେଖି ନିଅନ୍ତୁ...ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଜୋର୍‌ଦାର ବର୍ଷି ଏଭଳି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଜର୍ମାନୀରେ ଆୟୋଜିତ ମ୍ୟୁନିକ୍‌ ସିକ୍ଯୁରିଟି କନ୍‌ଫରେନ୍ସରେ…

ଡେରିଏନ୍ ଗ୍ୟାପ କାହିଁକି ମୃତ୍ୟୁର ଉପତ୍ୟକା?

ନୂଆଦିଲ୍ଲୀ: ଅଧାରେ ସରିଗଲା ଆମେରିକା ସ୍ବପ୍ନ । ଯେଉଁ ଆମେରିକାକୁ ଯିବା ପାଇଁ ଘରବାଡି ବିକିଥିଲେ । ଜମି, ଗହଣା ବନ୍ଧା ପକାଇଥିଲେ । ବିପଜ୍ଜନକ ଡଙ୍କି ରୁଟରେ ଦିନ ଦିନ କଷ୍ଟ ସହି ଚାଲିଥିଲେ । ଏବେ ସେହି ଆମେରିକାରୁ ପୁଣି ଭାରତକୁ ଫେରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୧୧୯ଜଣ ଭାରତୀୟ…

ଦିନକୁ ଖାଦ୍ୟରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାଙ୍କ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ । ତାଙ୍କ ଫିଟର ରହସ୍ୟ, ତାଙ୍କ ଡାଏଟ୍ ପ୍ଲାନ, ତାଙ୍କ ବ୍ୟକ୍ତିଗତ ଜୀବନ ଆଦି ସମସ୍ତେ ଜାଣିବାକୁ ଉଚ୍ଛୁକ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ଡାଏଟ୍ ପ୍ଲାନ ବିଷୟରେ ଜଣେଇବାକୁ…

ପୃଥିବୀକୁ ଫେରିଲେ ଏମିତି ହେବ ସୁନୀତାଙ୍କ ଅବସ୍ଥା…      

ନୂଆଦିଲ୍ଲୀ: ପୃଥିବୀକୁ ଫେରିବାକୁ ଦିନ ଗଣୁଛନ୍ତି ସୁନୀତା । ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଲମ୍ବା ସମୟ ୮ ମାସ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବା ପରେ ଏବେ ମାର୍ଚ୍ଚ ମାସରେ ପୃଥିବୀ ଫେରିବା ନେଇ ଚର୍ଚ୍ଚା । କୁହାଯାଉଛି, ମାର୍ଚ୍ଚ ୧୯ରେ ସେମାନେ ପୃଥିବୀ ଫେରିପାରନ୍ତି ।…

ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ମଦ ପିଇବାରେ ଆଗୁଆ ମହିଳା

ନୂଆଦିଲ୍ଲୀ: ଆମ ଦେଶରେ ମଦ୍ୟପାନକୁ ବହୁତ ଖରାପ ବୋଲି ବିବେଚନା କରାଯାଏ । ଲୋକମାନେ ଏହାକୁ ଏକ ଖରାପ ନିଶା ବୋଲି ଭାବନ୍ତି । କିନ୍ତୁ ଏହା ସତ୍ତ୍ୱେ, ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏବେ ମହିଳାମାନେ ମଧ୍ୟ ମଦ୍ୟପାନ କରିବାରେ ପୁରୁଷମାନଙ୍କଠାରୁ ପଛରେ…

୧୯ରେ ଦିଲ୍ଲୀରେ ଶପଥ ଗ୍ରହଣ! କିଏ ହେବ ମୁଖ୍ୟମନ୍ତ୍ରୀ…ଏବେ ବି ସସପେନ୍ସ ଜାରି

ନୂଆଦିଲ୍ଲୀ: ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ କରିପାରେ ବିଜେପି । ଏନେଇ ସରକାରୀ ରିପୋର୍ଟରୁ ଜଣାପଡିଛି । ଏହା ପୂର୍ବରୁ ୧୭ ଏବଂ ୧୮ରେ ବିଜେପିର ବିଧାୟକ ଦଳ ବୈଠକ ବସିପାରେ । କିଏ ଦିଲ୍ଲୀ ଶାସନ ଭାର ସମ୍ଭାଳିବ? କାହାକୁ ବାଛିବେ…

ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କ ଘୋଟାଲା: ପୂର୍ବତନ ଜେନେରାଲ ମ୍ୟାନେଜରଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ମହାରାଷ୍ଟ୍ରରେ ସକ୍ରିୟ ଥିବା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କକୁ ୬ ମାସ ପାଇଁ ନିଷିଦ୍ଧ କରିଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ଏବଂ ନୂଆ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ ଏହି ବ୍ୟାଙ୍କ…