Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୌତୁକରେ ୧୦ ଲକ୍ଷ ଓ କାର ମିଳିଲାନି, ମହିଳାଙ୍କୁ ଏଚଆଇଭି ଇଞ୍ଜେକସନ ଦେଇଦେଲେ ଶ୍ବଶୁର ଘର…

ଲକ୍ଷ୍ନୌ: ଯୌତୁକରେ ୧୦ ଲକ୍ଷ ଓ କାର ମିଳିଲାନି ବୋଲି ନିଜ ବୋହୂକୁ ଏଚଆଇଭି ଇଞ୍ଜେକସନ ଦେବାକୁ ପଛାଇଲେନି ଶ୍ୱଶୁରଘର ଲୋକ। ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏନେଇ ସାହାରନପୁର ଏସପି କହିଛନ୍ତି, "ପିଡିତା ସାହାରନପୁରର ବାସିନ୍ଦା। ଘଟଣାରେ ଆମେ ତାଙ୍କ ସ୍ୱାମୀ, ଦିଅର,…

ପୁଣି ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇଲା ଆମେରିକା, ଲେଜ୍ ଓ ଜୁସ୍ ପିଆଇ ଭରତରେ ଛାଡ଼ିଲା

ନୂଆଦିଲ୍ଲୀ: ବେଆଇନ ଭାବେ ଆମେରିକାରେ ରହୁଥିବା ୧୧୬ ଜଣ ଭାରତୀୟ, ସ୍ବଦେଶରେ ପହଞ୍ଚିଛନ୍ତି । ଆମେରିକା ସେନାର ହେଲିକପ୍ଟରରେ ୧୧୬ ଜଣ ଭାରତୀୟଙ୍କୁ ଆଣି ପଞ୍ଜାବର ଅମୃତସରରେ ଛଡ଼ାଯାଇଛି । ଏହା ହେଉଛି ଆମେରିକାରୁ ଭାରତ ଆସିଥିବା ବେଆଇନ ନାଗରିକଙ୍କ ଦ୍ବିତୀୟ ବ୍ୟାଚ । ଏମାନଙ୍କ ମଧ୍ୟରୁ ୬୫ ଜଣ…

ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ଏଲଏନଜେପି ହସ୍ପିଟାଲ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଲୋକନାୟକ ଜୟ…

ଇନଷ୍ଟାଣ୍ଟ ଲୋନ୍ ଆପରୁ ଋଣ ନେଇ ଶିକ୍ଷକଙ୍କ ଜୀବନ ଗଲା

ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗରେ ଜଣେ ୪୫ ବର୍ଷୀୟ ସ୍କୁଲ ଶିକ୍ଷକ ଉଲୱେ ନିକଟସ୍ଥ ଅଟଳ ସେତୁରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ବୈଭବ ପିଙ୍ଗାଲେ ହୋଇଥିବା ବେଳେ ସେ ଆଲିବାଗର କୁରୁଦ ଗାଁର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁସାରେ, ଶିକ୍ଷକ ଜଣକ କରଜ ସୁଝିବା ପାଇଁ…

‘ମହାକୁମ୍ଭ ଫାଲତୁ…କିଛି ଅର୍ଥ ନାହିଁ’- ଦିଲ୍ଲୀ ଦଳାଚକଟାକୁ ସମାଲୋଚନା କରି କହିଲେ ଲାଲୁ

ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟାକୁ ନେଇ ଆଜି ରେଳ ବିଭାଗ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଶନିବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପାଇଁ ରେଳବାଇକୁ ଦାୟୀ କରି ଆଜି ସମାଲୋଚନା କରିଛନ୍ତି ଲାଲୁ । ଯେଉଁଥିରେ ଏବେ…

‘ମୁଁ ଭୟଭୀତ, ହେଲେ ପଳାୟନ କରିବିନି’- ବିବାଦ ଭିତରେ ମନର କଥା କହିଲେ ରଣବୀର

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ । ମୁମ୍ବାଇ ପୋଲିସ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିବାରୁ ତାଙ୍କୁ ଖୋଜିବାରେ ସଂଘର୍ଷ କରିବା ନ୍ୟୁଜ୍ ସାମ୍ନାକୁ ଆସିବା ପରେ ଏହା ଉପରେ ମୁହଁ ଖୋଲିଛନ୍ତି ରଣବୀର । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ'ରେ ତାଙ୍କର ମନ୍ତବ୍ୟକୁ ନେଇ ସୃଷ୍ଟି…

ଦିଲ୍ଲୀ ଦଳାଚକଟା: ଚାଲିଛି ତଦନ୍ତ, ଭିଡ ନିୟନ୍ତ୍ରଣ ପାଇଁ ଗଡିଲା ୪ ସ୍ବତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟା ଘଟଣାରେ ଆରମ୍ଭ ହୋଇଯାଇଛି ଉଚ୍ଚସ୍ତରୀୟ ତଦନ୍ତ । ୨ ଜଣିଆ ଉଚ୍ଚସ୍ତରୀୟ କମିଟିର, ପ୍ରକୃତରେ କାହିଁକି ଏପରି ସ୍ଥିତି ଉପଜୁଜିଲା, ଏହାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଘଟଣାସ୍ଥଳର ସମସ୍ତ ସିସିଟିଭି ଜବତ କରିଛନ୍ତି ତଦନ୍ତକାରୀ ଟିମ୍‌ ।…

ଦିଲ୍ଲୀ ଦଳାଚକଟା ପଛରେ ସାଧାରଣ ଟିକେଟ!, କ’ଣ କହୁଛି ରିପୋର୍ଟ?

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାର କାରଣ ଏବେ ସାମ୍ନାକୁ ଆସିଛି । ଏହି ଘଟଣାରେ ତଦନ୍ତ ରିପୋର୍ଟରୁ ଜଣାପଡିଛି ଯେ, ମହାକୁମ୍ଭ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହେବା ପରେ, ପ୍ରୟାଗରାଜକୁ…

ଏହି ଦିନଠୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ନୂଆଦିଲ୍ଲୀ: ଆରମ୍ଭ ହେବ ଚାରିଧାମ ଯାତ୍ରା । ହେଲା ତାରିଖ ଘୋଷଣା । ଏଣିକି ମହାଦେବଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ ର କବାଟ ଖୋଲିବା ନେଇ ତାରିଖ ଘୋଷଣା କରାଯାଇଛି । ଗଙ୍ଗା ନଦୀ କୁଳେ ଅବସ୍ଥିତ ଏହି ଚାରିଧାମ ଯିବା ପାଇଁ…

ରେଳଷ୍ଟେସନରେ ଦଳାଚକଟା ଘଟଣା: କୁଲି କହିଲେ ସେହି କାଳରାତ୍ରୀର ଛାତିଥରା କଥା

ନୂଆଦିଲ୍ଲୀ: ଗତକାଲି ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳଚକଟାରେ ୧୮ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏହି ଅଘଟଣା ଘଟିବା ବେଳେ ସେହି ରେଳ ଷ୍ଟେସନରେ ଉପସ୍ଥିତ ଥିବା  ଜଣେ କୁଲି ସେହି ସମୟର ହୃଦୟଥରା ଦୃଶ୍ୟ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ,…