Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ବାଇଟ୍‌ ହାଉସରେ ମୋଦି, ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି। ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ। ତେବେ ମୋଦି…

ପୁଲୱାମା ଆକ୍ରମଣ: ଆଜି ବି ମନେ ପଡ଼ିଲେ ଟାଙ୍କୁରୀ ଉଠେ ଲୋମ

ନୂଆଦିଲ୍ଲୀ: ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ଏବେ ୬ ବର୍ଷ ପରେ ମଧ୍ୟ…

ସିଆରପିଏଫ୍ ଯବାନ ନିଜ ଶିବିର ଉପରେ ଚଳାଇଲେ ଗୁଳି, ଏହାପରେ କଲେ ଆତ୍ମହତ୍ୟା

ଇମ୍ଫାଲ: ମଣିପୁରର ଇମ୍ଫାଲରେ ଜଣେ ସିଆରପିଏଫ୍ ଯବାନ ତାଙ୍କର ଦୁଇ ସାଥୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି ମାରିଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ଙ୍କ ଶିବିରରେ ଘଟିଛି । ସୂଚନାନୁସାରେ, ଜଣେ ଯବାନ ଆଖିବୁଜା ଗୁଳିଚାଳନା କରି ତାଙ୍କର ଦୁଇ…

ଆମେ ପୂର୍ବଜ କଣ ଆସିଥିଲେ ମଙ୍ଗଳ ଗ୍ରହରୁ

ଆମେ ସବୁ କଣ ମଙ୍ଗଳ ଗ୍ରହର ବଂଶଜ । ଅବଶ୍ୟ ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇନି । ମାତ୍ର ନିକଟରେ କେତେକ ବୈଜ୍ଞାନିକମାନଙ୍କ ଗବେଷଣା ଏଥିପ୍ରତି କିଛି ମାତ୍ରାରେ ଈଶାରା ପ୍ରଦାନ କରିଛି । ପୃଥିବୀରେ ଜୀବନର ଆରମ୍ଭ ପ୍ରାୟ ୪.୨ ବିଲିୟନ ବର୍ଷ ତଳେ ହୋଇଥିବା ଅନୁମାନ କରାଯାଉଛି ।…

କାହିଁକି କେଶ କାଟନ୍ତିନି ନାଗା ସାଧୁ ?

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହା ଆୟୋଜନ। କୁମ୍ଭ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ। ନାଗା ସାଧୁଙ୍କୁ ଦେଖିବାକୁ ଓ ସେମାନଙ୍କ ଜୀବନ ରହସ୍ୟ ଜାଣିବାକୁ ସମସ୍ତଙ୍କ ମନରେ ବେଶ ଆଗ୍ରହ। ସେହିପରି ନାଗା ସାଧୁଙ୍କ କେଶ ସେମାନଙ୍କ ପ୍ରତି ଆକର୍ଷଣର ମାଧ୍ୟମ ବୋଲି…

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଇମ୍ଫାଲ: ମଣିପୁରରେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂହ ଇସ୍ତଫା ଦେବା ପରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ପରିସ୍ଥିତି ଉପୁଜିଥିବାରୁ ଆଇନ ଶୃଙ୍ଖଳା ଅତ୍ୟନ୍ତ ପ୍ରଭାବିତ ହୋଇଛି। ଗତ ରବିବାର ଦିନ ବୀରେନ ସିଂହ, ରାଜ୍ୟପାଳ ଅଜୟ…

ପୂର୍ବତନ ମନ୍ତ୍ରୀଙ୍କ ଫୋନ୍ ପାଇଁ ମଝି ଆକାଶରୁ ଫେରିଲା ବିମାନ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା ନେତାଙ୍କ ପୁଅଙ୍କ ପାଇଁ ମଝି ଆକାଶରୁ ଫେରିଲା ବିମାନ। ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀଙ୍କ ପୁଅ ବନ୍ଧୁମାନଙ୍କ ସହ ଲୁଚିଲୁଚି ବ୍ୟାଙ୍କକକୁ ଏକ ଚାର୍ଟାର୍ଡ ବିମାନରେ ଯିବାର ଯୋଜନା କରିଥିଲେ। କିନ୍ତୁ ତାଙ୍କ ବିମାନ ଭାରତ…

ଦିଲ୍ଲୀ ଭଳି ବଦଳିବ କି ବିହାର ସମୀକରଣ, ଏଭଳି କହିଲେ ଲାଲୁ… 

ନୂଆଦିଲ୍ଲୀ: ଯେପର୍ଯ୍ୟନ୍ତ ଆମେ ବିହାରରେ ଅଛୁ, ସେପର୍ଯ୍ୟନ୍ତ ବିଜେପି ସରକାର ଗଠନ କରିପାରିବ ନାହିଁ। ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ଦିଲ୍ଲୀରେ ଯେଭଳି ସତ୍ତା ପରିବର୍ତ୍ତନ ହେଲା…

କାହିଁକି ଦିଦି କହିଲେ, ଏକଲା ଚଲୋ ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫେଲ୍ ମାରିଲା ଅରବିନ୍ଦ କେଜ୍ରିଓ୍ବାଲଙ୍କ ରଣନୀତି । ହରିୟାଣା ଓ ଦିଲ୍ଲୀ ପରାଜୟ ପାଇଁ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀରେ କଂଗ୍ରେସ ଆପକୁ ସହାୟତା କଲାନି କି ହରିୟାଣାରେ କଂଗ୍ରେସକୁ ଆପ…

ମାର୍ଚ୍ଚ ୧୦ ଯାଏଁ ମୁଲତବୀ ରହିଲା ଲୋକସଭା

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ଆୟକର ବିଲ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ନୂଆ ଆୟକର ବିଲ୍ ଉପସ୍ଥାପନା ପରେ ପରେ ଲୋକସଭାକୁ ମୁଲତବୀ ରଖାଯାଇଛି । ଆସନ୍ତା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଲୋକସଭା ମୁଲତବି ଘୋଷଣା…