Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଗତ ହେଲା ନୂଆ ଆୟକର ବିଲ୍: କରଦାତାଙ୍କ ଲାଭ ନା କ୍ଷତି?

ନୂଆଦିଲ୍ଲୀ: ଏବେ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆୟକର ବା ଇନକମ୍ ଟ୍ୟାକ୍ସ ବିଲ୍ ଲୋକସଭାରେ ଆଗତ କରାଇଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ନୂଆ ଆୟକର ବିଲକୁ ଉପସ୍ଥାପନ କରିଛନ୍ତି । ଯାହାକି ପୁରୁଣା ଆୟକର ଆଇନ  ୧୯୬୧କୁ ବଦଳାଇ ଅତି ସରଳ ଏବଂ…

ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି… 

ନୂଆଦିଲ୍ଲୀ: ଭାରତ ଦୀର୍ଘ ଦିନରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି। ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି ଅଛି। ଏ ସମ୍ପର୍କିତ ଏକ ରିପୋର୍ଟ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତ ୧୮୦ଟି ଦେଶ ମଧ୍ୟରେ ୯୬ତମ ସ୍ଥାନରେ…

ନିଜ ଚ୍ୟାନେଲରୁ ଶୋ’ର ଭିଡିଓ ଡିଲିଟ୍ କଲେ ସମୟ, କହିଲେ ‘ମୋ ନିୟନ୍ତ୍ରଣ ବାହାରେ’

ମୁମ୍ବାଇ: ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ ହିଟ୍ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଏବେ ବିବାଦରେ ଘେରି ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ୟୁଟ୍ୟୁବ୍ ମଧ୍ୟ ଶୋ ଉପରେ ପ୍ରତିବନ୍ଧକ ଲଗାଇଛି । ଯାହାକୁ ନେଇ ଏବେ ଶେଷରେ ମୁହଁ ଖୋଲିଛନ୍ତି ସମୟ । ବିବାଦ ପରେ ଉକ୍ତ ଶୋ’ର…

ୱାକଫ ବିଲକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ: ୱାକଫ ବିଲକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ମୁଲତବୀ ହେଲା ଗୃହ । ଆଜି ରାଜ୍ୟସଭାରେ ୱାକଫ (ସଂଶୋଧନ) ବିଲ୍ ମିଳିତ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପିତ କରିଛି । ଜେପିସି ରିପୋର୍ଟ ଉପସ୍ଥାପନ ପରେ ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯାହା ଫଳରେ ଅଧିବେଶନକୁ ସକାଳ ୧୧:୨୦…

ଦୁଇ ଦିନିଆ ଆମେରିକା ଗସ୍ତରେ ମୋଦି: ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ୱାଶିଂଟନ: ଫ୍ରାନ୍ସ ଗସ୍ତ ସାରି ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ୱାସିଟନ୍ ଡିସିରେ ପହଞ୍ଚିଛନ୍ତି ମୋଦି। ବିମାନବନ୍ଦରରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଆଜି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।…

ବୋଝ ହେଲେଣି…ଛୁଟକାରା ଦରକାର!

ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ଦୁଇ ମାସ ତଳେ ହିଁ ମହାବିକାଶ ଅଘାଡିକୁ ହରାଇ କ୍ଷମତାକୁ ଆସିଛି ମହାୟୁତି। ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାବିସ। ହେଲେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିବା ଏକନାଥ ସିନ୍ଦେ ବୋଧେ…

କେବେ ଫେରିବେ ସୁନିତା ୱିଲିୟମ୍ସ ଓ ସାଥୀ, ସ୍ପଷ୍ଟ କଲା ନାସା

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସହିତ ଫସି ରହିଥିବା ଦୁଇ ମହାକାଶଚାରୀଙ୍କୁ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ପୃଥିବୀକୁ ଫେରାଇ ଅଣାଯିବା ନେଇ ଆମେରିକାର ସ୍ପେସ ଏଜେନ୍ସି ସୂଚନା ଦେଇଛି। ମଙ୍ଗଳବାର ଦିନ ନାସା ପକ୍ଷରୁ କୁହାଯାଇଛି ଯେ ସ୍ପେସଏକ୍ସ ଆଗାମୀ…

ମାଗଣା ଯୋଜନା ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ମାଗଣା ଉପହାର ତଥା ଯୋଜନା ଘୋଷଣା କରିବାକୁ ନେଇ ବୁଧବାର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ। ଏନେଇ କୋର୍ଟ କହିଛନ୍ତି…

କେନ୍ଦ୍ରକୁ ପ୍ରଶ୍ନ କଲେ ହାଇକୋର୍ଟ: ବ୍ୟାନ ପ୍ଲାଷ୍ଟିକ୍ ଭିତରେ କାହିଁକି ଅନ୍ତର୍ଭୁକ୍ତ ନାହିଁ ପ୍ଲାଷ୍ଟିକ୍ ଫୁଲ?

ମୁମ୍ବାଇ: କେନ୍ଦ୍ର ସରକାର ୟୁଜ୍ ଆଣ୍ଡ ଥ୍ରୋ ବା ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବ୍ୟାନ କରିଛନ୍ତି , ହେଲେ ପ୍ଲାଷ୍ଟିକ୍ ଫୁଲ ଏଥିରେ ଅନ୍ତର୍ଭୁକ୍ତ ନାହିର୍ । ଯାହାକୁ ନେଇ ଆଜି ଏକ ଶୁଣାଣି କରିବା ବେଳେ ବମ୍ବେ ହାଇକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କାହିଁକି…

ଆଜି ମାଘ ପୂର୍ଣ୍ଣିମା; ରାତିରେ ଆକାଶରେ ଦେଖାଯିବ ସ୍ନୋ ମୁନ୍..

ନୂଆଦିଲ୍ଲୀ: ଆଜି ହେଉଛି ମାଘ ପୂର୍ଣ୍ଣିମା । ଆଜି ରାତିରେ ଆକାଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯିବ । ତୁଷାର ଚନ୍ଦ୍ର ବା ସ୍ନୋ ମୁନ୍ ଦେଖାଯିବାର ସୂଚନା ରହିଛି । ଏହି ମାସରେ ପ୍ରବଳ ତୁଷାରପାତ ହେଉଥିବାରୁ ଜ୍ୟୋତିର୍ବିଜ୍ଞାନ ମାନେ ମାଘ ପୂର୍ଣ୍ଣିମାରେ ଦେଖାଯାଉଥିବା ଚନ୍ଦ୍ର ର ନାମ ସ୍ନୋ…