Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତିରୁମାଳା ମନ୍ଦିରରେ ରହିବେ କେବଳ ହିନ୍ଦୁ କର୍ମଚାରୀ: ମୁଖ୍ୟମନ୍ତ୍ରୀ

ତିରୁମାଳା: ତିରୁପତି-ତିରୁମାଲା ଦେବସ୍ଥାନମ୍ ମନ୍ଦିରରେ କାମ କରୁଥିବା ଲୋକଙ୍କ ସମ୍ପର୍କରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ଯେ ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ନିଯୁକ୍ତି ଦିଆଯିବା ଉଚିତ। ଯଦି ଅନ୍ୟ…

ଲଦାଖରେ ସଡ଼କ ଦୁର୍ଘଟଣା; ଦୁଇ ଯବାନ ସହିଦ

ଲଦାଖ: ଜମ୍ମୁ କାଶ୍ମୀରର ଲଦାଖରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକମାନେ ହେଉଛନ୍ତି ହାବିଲଦାର କିଶୋର ବାରା ଏବଂ ସିପାହୀ ସୂରଜ କୁମାର। ଏହି ସହିଦମାନଙ୍କ ପାର୍ଥିବ ଶରୀରକୁ…

ଆଜିଠୁ ଆଇପିଏଲ ମହାସମର ଆରମ୍ଭ

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଏହି ମ୍ୟାଚ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ ।ଉଭୟ…

ଗ୍ରାହକଙ୍କ ପାଇଁ ଖୁସି ଖବର! ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ ଓ ୨୫ରେ ହେବାକୁ ଥିବା ୨ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (UFBU) ଏବଂ କେନ୍ଦ୍ରୀୟ ଶ୍ରମ କମିଶନରଙ୍କ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏକ ସର୍କୁଲାରରେ ୟୁଏଫବିୟୁ କହିଛି ଯେ,…

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ମାମଲାରେ ନୂଆ ମୋଡ଼ । ନିଆଁ ଲିଭାଇବା ସମୟରେ ବିଚାରପତିଙ୍କ ଘରୁ ମିଳିନାହିଁ କୌଣସି ଟଙ୍କା । ଏଭଳି କିଛି କହିଛି ଅଗ୍ନିଶମ ବିଭାଗ । ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ନିଆଁ ଲିଭାଇବା ସମୟରେ କୌଣସି…

ଠପ୍ ହୋଇଯାଇଛି ଲଣ୍ଡନର ହିଥ୍ରୋ ବିମାନବନ୍ଦର, ଭାରତକୁ ଆସିପାରୁନି ବିମାନ

ନୂଆଦିଲ୍ଲୀ: ଠପ୍ ହୋଇଯାଇଛି ଲଣ୍ଡନର ବ୍ୟସ୍ତବହୁଳ ହିଥ୍ରୋ ବିମାନବନ୍ଦର । ଭାରତ ସହ ଅନ୍ୟ ଦେଶକୁ ବିମାନ ଚଳାଚଳ ବନ୍ଦ କରାଯାଇଛି । ଏଭଳିକି ୧୨୦ରୁ ଅଧିକ ବିମାନର ଉଡ଼ାଣ ବାତିଲ୍ ହୋଇଥିବାବେଳେ ୧୩୦୦ ଅଧିକ ବିମାନ ପ୍ରଭାବିତ ହୋଇଛି । ଯାହାଫଳରେ ଫସି ରହିଛନ୍ତି ହଜାର ହଜାର ଯାତ୍ରୀ । ନିଆଁ…

ଚର୍ଚ୍ଚାରେ ବିଲଗେଟ୍ସ -ସଚିନ; ମିଶିକି ଖାଇଲେ ବଡାପାଓ, ଭିଡିଓରେ ଲେଖିଲେ ‘ସର୍ଭିଙ୍ଗ ସୁନ୍’

ମୁମ୍ବାଇ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସିଥାନ୍ତି । କିଛିଦିନ ତଳେ ମଧ୍ୟ ତାଙ୍କୁ ଭାରତରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସେ ଆଉ ସଚିନ ତେନ୍ଦୁଲକରଙ୍କ ମିଶି ବଡାପାଓର ଆନନ୍ଦ ନେଉଥିବାର ମଧ୍ୟ ନଜରକୁ ଆସିଛି । ଏହି…

ଖୁବଶୀଘ୍ର ନିଜର ଇଣ୍ଟରନେଟ ବ୍ରାଉସର ଖୋଲିବ ଭାରତ

ନୂଆଦିଲ୍ଲୀ: ଖୁବଶୀଘ୍ର ନିଜର ବ୍ରାଉଜର ଲଞ୍ଚ କରିବ ଭାରତ । ଭାରତ ସ୍ୱଦେଶୀ ଭାବରେ ବ୍ରାଉଜର ବିକଶିତ କରିବା ନେଇ ଯୋଜନା କରୁଛି, ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି କହିଛନ୍ତି, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।…

ଫଟୋସୁଟ୍ ପଡିଲା ମହଙ୍ଗା; ରଙ୍ଗ ବୋମା ଫାଟି କନ୍ୟା ଆହାତ

ନୂଆଦିଲ୍ଲୀ: ବିବାହ ଦିନଟି ସମସ୍ତଙ୍କ ପାଇଁ ବହୁତ ଖାସ୍ ହୋଇଥାଏ ଏବଂ ଲୋକମାନେ ଏହାକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରସ୍ତୁତି କରନ୍ତି । କାନାଡାରୁ ଭାରତ ଆସିଥିବା ଏକ ଦମ୍ପତି ମଧ୍ୟ ସେମାନଙ୍କର ବିବାହ ଫଟୋସୁଟ୍‌କୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ଯୋଜନା ସେମାନଙ୍କ…

ପହିଲାରୁ ଏହି ସବୁ ମୋବାଇଲ୍ ନମ୍ବରରେ କାମ କରିବା ବନ୍ଦ କରିଦେବ ୟୁପିଆଇ….

ନୂଆଦିଲ୍ଲୀ: ପହିଲାରୁ ଏହି ସବୁ ମୋବାଇଲ ନମ୍ବରରେ ଆଉ ଚାଲିବନି ୟୁପିଆଇ । ଭାରତୀୟ ଜାତୀୟ ପେମେଣ୍ଟ ନିଗମ, ଏନପିସିଆଇ ଆସନ୍ତା ଏପ୍ରିଲ ୧ରୁ କିଛି ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ID ଗୁଡ଼ିକୁ ଡିଲିଙ୍କ୍ କରିବା ଆରମ୍ଭ କରିବ । ଯାହା Google Pay, PhonePe,…