Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଣ କାରଖାନାରେ ବିସ୍ଫୋରଣ: ୪ମୃତ; ବିଜେପି ବିଧାୟକଙ୍କ ଏନଆଇଏ ତଦନ୍ତ ଦାବି

ପଶ୍ଚିମବଙ୍ଗ: ନଦିଆ ଜିଲ୍ଲାରେ ଶୁକ୍ରବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା କଲ୍ୟାଣୀର ରଥତଲା ଅଞ୍ଚଳର ଥିବା ଏକ ବାଣ କାରଖାନାରେ ଘଟିଛି । ନଦିଆର କଲ୍ୟାଣୀର ରଥତଲାର ଏକ ଜନବହୁଳ ଅଞ୍ଚଳରେ ଥିବା ଏକ ବାଣ…

୭୦୦ କର୍ମଚାରୀଙ୍କୁ ଛଟେଇ କରିଛି ଇନ୍‌ଫୋସିସ୍‌ !

ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ରେ ଆରମ୍ଭ ହୋଇଛି ଛଟେଇ। ୭୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ କହୁଥିବା ନାରାୟଣ ମୂର୍ତ୍ତୀଙ୍କ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ଆରମ୍ଭ ହୋଇ ଯାଇଛି ବିବାଦ। ମିଡିଆ ରିପୋର୍ଟ ମୁତାବକ,  କମ୍ପାନୀ…

ଆମେରିକାରୁ ଡିପୋର୍ଟ ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି, ଯାଞ୍ଚ କରିବ ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ଆମେରିକରୁ ଡିପୋର୍ଟ ହୋଇଥିବା ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି। ମମଳକୁ କଡାକଡି ଯାଞ୍ଚ କରିବ ପଞ୍ଜାବ ପୋଲିସ। ପଞ୍ଜାବ ଡିଜିପି ଗୌରବ ଯାଦବ ଆଜି ୪ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି।  ଆମେରିକାରୁ ଡିପୋର୍ଟ…

ଦିଲ୍ଲୀ ରାଜନୀତିରେ ରୋଚକ ଘଟଣା, ନିର୍ବାଚନ କମିଶନ ନଶୁଣିବାରୁ ଆପ ତିଆରି କଲା ୱେବସାଇଟ

ନୂଆଦିଲ୍ଲୀ : ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି । କିନ୍ତୁ ଏଯାଏଁ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ତଥ୍ୟ ଦେଲେନି ମୁଖ୍ୟ ନିର୍ବାଚନ କମିଶନ । ଦିଲ୍ଲୀର ପ୍ରତି ନିର୍ବାଚନ ମଣ୍ଡଳୀର କେଉଁ ବୁଥରେ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ସମସ୍ତ ଟିକିନିଖି ତଥ୍ୟ,…

ଛୁଟି ନମିଳିବାରୁ ୪ ଜଣଙ୍କୁ ଛୁରୀ ଭୁସି ଦେଲେ ଯୁବକ, ପୋଲିସର ତଦନ୍ତ ଆରମ୍ଭ

କୋଲକାତା: ଛୁଟି ନମିଳିବାରୁ ୪ ସହକର୍ମୀଙ୍କୁ ଛୁରୀରେ ଆକ୍ରମଣ । ପଶ୍ଚିମବଙ୍ଗ ବୈଷୟିକ ଶିକ୍ଷା ବିଭାଗର କର୍ମଚାରୀ ଅମିତ କୁମାର ସରକାର, ତାଙ୍କର ୪ ଜଣ ସହକର୍ମୀଙ୍କୁ ଛୁରୀରେ ଆହତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶୁକ୍ରବାର ଠିକ ସମୟରେ ଅଫିସ ଆସିଥିଲେ…

ମୁମ୍ବାଇରେ ୨୦୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ମୁମ୍ବାଇ: ମୁମ୍ବାଇରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ରହିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଏନସିବି । ଏନସିବି ସୂଚନା ମୁତାବକ, ଜବତ ବ୍ରାଉନସୁଗାର ମଧ୍ୟରେ ରହିଛି ୧୧.୫୪୦ କିଲୋଗ୍ରାମର ହାଇ କ୍ବାଲିଟ୍‌ କୋକିନ୍‌, ୪.୯…

ପାକିସ୍ତାନୀ ଯବାନ ସହ ୭ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଶ୍ରୀନଗର: ବାରମ୍ୱାର ଚେତାବନୀ ସତ୍ୱେ ବି ସୁଧୁରୁନି ଶତ୍ରୁ ପାକିସ୍ତାନ୍ । ପୁଣି ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଛି ଭାରତୀୟ ସେନା । ଜମ୍ମୁ-କଶ୍ମୀର ସୀମାବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛି । ଏହି ଘଟଣା ପୁଞ୍ଚ ଜିଲ୍ଲାର କୃଷ୍ଣା…

ରକ୍ତମୁଖା ଲାଲବାହିନୀ: ସରପଞ୍ଚ ପ୍ରାର୍ଥୀଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ କଲେ ହତ୍ୟା

ଦନ୍ତେୱାଡା: ପୁଣି ରକ୍ତମୁଖା ହେଲା ଲାଲବାହିନୀ। ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ହିଂସା। ଅରନପୁର ଥାନା ଅଞ୍ଚଳରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କଲେ ମାଓବାଦୀ। ମୃତକ ଜଣଙ୍କ ହେଲେ ଯୋଗା ବାରଷେ। ଯୋଗାଙ୍କୁ ଘରୁ ଟାଣି ଆଣି…

ଦିଲ୍ଲୀ ମେଟ୍ରୋରେ ଲାଗିଲା ଆଶାରାମ ବାପୁଙ୍କ ପୋଷ୍ଟର, ଯାତ୍ରୀ ଅସନ୍ତୋଷ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଜେଲରେ ସଜା କାଟୁଥିବା ଆଶାରାମ ବାପୁଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଦିଲ୍ଲୀ ମେଟ୍ରୋରେ ଆଶାରାମ ବାପୁଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାକୁ ଦେଖିବା ପରେ ଯାତ୍ରୀ ମାନେ ଅସନ୍ତୋଷ…

ଦିଲ୍ଲୀ ହାରିଲେ ଆପ୍ ପାଇଁ ବଡ଼ ସଂକଟ

ନୂଆଦିଲ୍ଲୀ: ଦିଲ୍ଲୀ ହାରିଯିବ କି ଆମ ଆଦମୀ ପାର୍ଟି? ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ ଆପ୍ ଦିଲ୍ଲୀ ହାରିବା ନେଇ ଆକଳନ କରାଯାଇଛି । ତେବେ ଯଦି ଏକଜିଟ୍ ପୋଲ ଆକଳନ ସତ ହୁଏ, ତେବେ ଆପକୁ ଦିଲ୍ଲୀ ପରାଜୟ ମହଙ୍ଗା ପଡିପାରେ । ଆପ୍ ଯଦି ନିର୍ବାଚନ ହାରେ ତେବେ ଦଳ ଇଭିଏମ୍ ଉପରେ ପ୍ରଶ୍ନ କରିବା…