Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ଼ ଖବର: ବନ୍ଦ ରହିବ ଅନଲାଇନ ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ: ଆଜିର ଦିନରେ କୋଟି କୋଟି ଲୋକ ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (UPI) ବ୍ୟବହାର କରୁଛନ୍ତି। ଭାରତରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଉଛି ଏବଂ ଏଥିପାଇଁ ୟୁପିଆଇ ବହୁଳ ଭାବରେ ବ୍ୟବହୃତ ହେଉଛି। କିନ୍ତୁ ଦେଶର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଗୋଟିଏ ଏ ବିଷୟରେ…

ଗୁରୁ ନାଁରେ କଳଙ୍କ, ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୩ ଶିକ୍ଷକ

ଚେନ୍ନାଇ: ଗୁରୁ ନାଁରେ କଳଙ୍କ । ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ । ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ଶିକ୍ଷକ । ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ଘଟିଛି ଏହି ଘଟଣା । ଘଟଣାଟି ୧ମାସ ତଳର ହୋଇଥିବା ବେଳେ ପୀଡିତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ନେଇ…

ପୁଣି ୨ ବିମାନ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ପୁଣି ଆମେରିକାରେ ମୁହାଁମୁହିଁ ଧକ୍କା ହେଲେ ୨ ବିମାନ । ମାତ୍ର ଅଳ୍ପକେ ବର୍ତ୍ତଗଲେ ସମସ୍ତ ଯାତ୍ରୀ । ଆମେରିକାର ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେରେ ଘଟିଛି ଏହି ଅଘଟଣ । ବିମାନରେ ୧୪୨ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । କିନ୍ତୁ ଦୁର୍ଘଟଣାରେ ଯାତ୍ରୀ…

ସୈଫ୍ ଅଲ୍ଲୀ ଖାନ ଆକ୍ରମଣ ମାମଲା: ଅଭିଯୁକ୍ତକୁ ଚିହ୍ନଟ ପାଇଁ ପୋଲିସର ପରିଚୟ ପରେଡ୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ଶରିଫୁଲ୍ ଇସଲାମ୍ ଶାହଜାଦଙ୍କୁ ଚିହ୍ନିବା ପାଇଁ ଗତକାଲି ପରିଚୟ ପରେଡ୍ କରିଥିଲା ମୁମ୍ବାଇ ପୋଲିସ । ପୋଲିସ ତଦନ୍ତ ଅନୁଯାୟୀ, ଶରିଫୁଲ୍ ଇସଲାମ୍ ଶାହଜାଦ ଡକାୟତି ଉଦ୍ଦେଶ୍ୟରେ ସୈଫ ଅଲ୍ଲୀ…

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଦନ୍ତେୱାଡା: ପୁଣି ନିଜର ବର୍ବରତା ଦେଖାଇଲେ ମାଓବାଦୀ। ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ମାଓବାଦୀ ବର୍ବର କାଣ୍ଡ ଘଟାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ କାକଡୀ ଗାଁର ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ। ମୃତ ଯୁବକ ହେଲେ ହେମଲା ହଡମା। ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଅପରେସନ ଜୋରଦାର…

ପୁଣି ବାଂଲାଦେଶ ଅଶାନ୍ତ; ଶେଖ୍ ହାସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡ

ଢାକା: ପୁଣି ଅଶାନ୍ତ ହେଲା ବାଂଲାଦେଶ। ଶେଖ୍ ହାସିନାଙ୍କ ଭାଷଣ ନେଇ ତୁମୁଳକାଣ୍ଡ। ଅନ୍‌ଲାଇନ୍‌ରେ ବିବାଦୀୟ ଭାଷଣକୁ ନେଇ ଟାର୍ଗେଟରେ ହାସିନା। ଶେଖ୍ ହାସିନାଙ୍କ ବାପା ମୁଜିବୁର ରେହମାନ୍‌ଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ। ଘରେ ପଶି ଭଙ୍ଗାରୁଜା କଲେ ହଜାର ହଜାର ଆନ୍ଦୋଳନକାରୀ।…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିଗିଡି ଯାଉଛି ଟିମ କମ୍ବିନେସନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ, ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ…

ଅଧାରେ ଅଟକିଲା କି ହୋଣ୍ଡା ଓ ନିସାନର ମିଶ୍ରଣ?

ନୂଆଦିଲ୍ଲୀ: ହୋଣ୍ଡା ଏବଂ ନିସାନ ଦୁଇଟି ନାମିଦାମି ଜାପାନୀ ଅଟୋମୋବାଇଲ କମ୍ପାନୀ। ଏହା ପରସ୍ପର ସହ ମିଶ୍ରଣ ହେବାକୁ ଥିବା ବେଳେ ଆଲୋଚନା ଅଧାରେ ଅଟକିଛି। ସୂଚନା ଅନୁଯାୟୀ, ନିସାନକୁ ସହାୟକ କମ୍ପାନୀ କରିବାର ସଙ୍କେତ ପରେ ବୋର୍ଡ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଥିଲା। ତେବେ ବୋର୍ଡ…

ଆଶ୍ଚର୍ଯ୍ୟ କରାଇବ ଦିଲ୍ଲୀ ନିର୍ବାଚନ: କଂଗ୍ରେସର ଭିତିରି ଗେମ, ଆପ ପାଇଁ ଅଡୁଆ

ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପାଇଁ ସରକାର ବିରୋଧୀ ହାୱା ବଡ଼ ଅଡୁଆ ହୋଇଛି । ଅବକାରୀ…

ହାତକଡି ପକାଇ ଭାରତୀୟଙ୍କୁ ପଠାଉଛି ଆମେରିକା, ଜାଣନ୍ତୁ କଣ ରହିଛି ସତ୍ଯତା

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଆମେରିକାର ଏକ ସାମରିକ ବିମାନ ଅବୈଧ ଭାରତୀୟ ପ୍ରବାସୀଙ୍କୁ  ନେଇ ଅମୃତସରରେ ଅବତରଣ କରିଛି। କଂଗ୍ରେସ ପକ୍ଷରୁ ସେୟାର କରାଯାଇଥିବା ଏକ ଫଟୋରେ ଦେଖାଯାଉଛି ଯେ, ବିମାନରୁ ଓହ୍ଲାଇଲା ବେଳେ ପ୍ରବାସୀଙ୍କ ହାତରେ ହାତକଡ଼ି ଏବଂ…