Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୫ ସେଲିବ୍ରିଟିଙ୍କ ନାଁରେ ମାମଲା, ଫସିଛନ୍ତି ସାଉଥର ବଡ ବଡ ଷ୍ଟାର

ନୂଆଦିଲ୍ଲୀ: ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କଲା ତେଲେଙ୍ଗାନା ପୋଲିସ୍ । ସାଇବରାବାଦର ମିୟାପୁର ପୋଲିସ ବେଟିଂ ଆପ୍ଲିକେସନକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣାଶୁଣା ଅଭିନେତା ରାଣା ଡାଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା, ମାଞ୍ଚୁ ଲକ୍ଷ୍ମୀ ଏବଂ ନିଧି ଅଗ୍ରୱାଲ ସମେତ…

ମହିଳାଙ୍କ ସ୍ତନ ଧରିବା, ପାଇଜାମା ଟାଣିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଆହ୍ଲାବାଦ: ସ୍ତନ ଧରିବା, ତାଙ୍କ ପାଇଜାମାର ନାଡା ଟାଣିବା ଏବଂ ତାଙ୍କୁ କଲଭର୍ଟ ତଳକୁ ଟାଣି ନେବାକୁ ଚେଷ୍ଟା କରିବାକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତ ଦ୍ୱାରା ଲଗାଯାଇଥିବା ଅଭିଯୋଗରେ ପରିବର୍ତ୍ତନ…

ପାକିସ୍ତାନୀ ଗୁପ୍ତଚର ସାଜିଥିଲା ଭାରତୀୟ ଯୁବକ, ଲିକ୍ କରୁଥିଲା ଡିଫେନ୍ସ ସିକ୍ରେଟ୍

ବେଙ୍ଗାଲୁରୁ: ଗୁଇନ୍ଦା ସଂସ୍ଥାକୁ ବଡ ସଫଳତା । ପାକିସ୍ତାନୀ ଗୁପ୍ତଚର ସାଜିଥିବା ଆଉ ଜଣେ ଭାରତୀୟ ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ।  କେନ୍ଦ୍ର, ରାଜ୍ୟ ଏବଂ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାଗୁଡ଼ିକର ମିଳିତ ଅଭିଯାନରେ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍…

ଅଧିକ ପ୍ରୋଟିନ ଖାଉଛନ୍ତି କି ? ହୋଇପାରେ ସାଂଘାତିକ ସମସ୍ୟା

ନୂଆଦିଲ୍ଲୀ : ଗାଜିଆବାଦର ଇନ୍ଦିରାପୁରମରେ ବ୍ୟାୟାମ ସମୟରେ ଜଣେ ଜିମ୍ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ବାଳକଟି ବ୍ୟାୟାମ କରିବା ପୂର୍ବରୁ ପ୍ରୋଟିନ ଶେକ୍ ଖାଇଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ,…

ବିହାର ପାଇଁ କଂଗ୍ରେସ ମନରେ କ’ଣ ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ସ୍ଥିତି ମଜବୁତ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ପ୍ରଥମେ ବିହାରରେ ପ୍ରଭାରୀ ବଦଳାଇଥିଲା କଂଗ୍ରେସ ଆଉ ଏବେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଅଖିଳେଶ ପ୍ରସାଦ ସିଂଙ୍କ ଜାଗାରେ ରାଜେଶ କୁମାରଙ୍କୁ ବିହାରର ପ୍ରଦେଶ…

ଶତାବ୍ଦୀ ଏକ୍ସପ୍ରେସର ଏସି କୋଚରେ ହୋଲି ଖେଳି ୮ ଗିରଫ

ନୂଆଦିଲ୍ଲୀ: ହୋଲି ଦିନ ନୂଆଦିଲ୍ଲୀରୁ କାନପୁର ଆସୁଥିବା ୧୨୦୩୪ ନମ୍ବର ଟ୍ରେନ୍ କାନପୁର ଶତାବ୍ଦୀ ଏକ୍ସପ୍ରେସର ଏସି ଚେୟାର କାର୍‌ରେ କିଛି ପ୍ୟାଣ୍ଟ୍ରି କର୍ମଚାରୀ ଏବଂ ସଫେଇ କର୍ମଚାରୀ ମିଶି ବହୁତ ହୋଲି ଖେଳିଥିଲେ। ଗତ ଶନିବାର ବିଳମ୍ବିତ ରାତିରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ…

ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ… 

କରାଚି: ଚାଇନା କଲ୍ ସେଣ୍ଟରରୁ ଯାହା ପାରିଲେ ଲୁଟି ନେଲେ ପାକିସ୍ତାନୀ। ପାକିସ୍ତାନରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ୍ ସେଣ୍ଟର ଉପରେ ଚଢାଉ ହୋଇଥିଲା। ଇସଲାମାବାଦର ସେକ୍ଟର ଏଫ୍-୧୧ରେ ପାକିସ୍ତାନର…

ଦେଶର କୋଟିପତି ବିଧାୟକ, ଏମାନଙ୍କ ପାଖରେ ରହିଛି ସର୍ବାଧିକ ସମ୍ପତ୍ତି… 

ନୂଆଦିଲ୍ଲୀ: ଦେଶର ୨୮ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳର ୪୦୯୨ ଜଣ ବିଧାୟକଙ୍କ ଆର୍ଥିକ ସତ୍ୟପାଠ ଅନୁଯାୟୀ, କିଛି ବିଧାୟକଙ୍କ ପାଖରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଅଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ରିପୋର୍ଟ ଅନୁଯାୟୀ ଦେଶର ବିଧାୟକମାନଙ୍କ ସମ୍ପତ୍ତିରେ…

ଶୁଭାରମ୍ଭ ହେଲା ଭୋଡାଫୋନ-ଆଇଡିଆ 5G ସେବା;୨୯୯ଟଙ୍କାରୁ ପ୍ଲାନ ଆରମ୍ଭ

ନୂଆଦିଲ୍ଲୀ: ଭାରତର ଘରୋଇ ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vi) ଆଣିଛି ଖୁସି ଖବର । ଏହା ଦେଶରେ ମଙ୍ଗଳବାର ଦିନ 5ଜି ସେବାର ଶୁଭାରମ୍ଭ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଏହି ସେବାକୁ କେବଳ ମୁମ୍ବାଇରେ ଉପଲବ୍ଧ କରାଇଛି । ଏହାପରେ ଏହି ସେବା ଦେଶର ଅନ୍ୟ ଅଞ୍ଚଳ ଦିଲ୍ଲୀ,…

ଡ୍ରାଗନ କ୍ୟାପସୁଲର ମୂଲ୍ୟ କେତେ? ଯେଉଁଥିରେ ବସି ପୃଥିବୀକୁ ଫେରିଛନ୍ତି ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ: ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋର, ଆଲେକଜାଣ୍ଡାର ଗୋର୍ବୁନୋବ ଏବଂ ନିକ୍ ହେଗ୍ ପୃଥିବୀକୁ ଫେରି ଆସିଛନ୍ତି । ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୬ ଜୁନ୍ ୨୦୨୪ ରେ ISS ରେ ସେମାନଙ୍କର ମିଶନ ଆରମ୍ଭ କରିଥିଲେ । ଯେତେବେଳେ ଆଲେକଜାଣ୍ଡାର ଗୋର୍ବୁନୋଭ ଏବଂ ନିକ୍ ହେଗ୍ ୨୯…