Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାନାଡାର ପ୍ରଧାନମନ୍ତ୍ରୀ ରେସରେ ରୁବି ଢଲ୍ଲା; ଦିନେ ଥିଲେ ବଲିଉଡ ଅଭିନେତ୍ରୀ… 

ହାଇଦ୍ରାବାଦ: କାନାଡାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନିର୍ବାଚନରେ  ରୁବି ଢଲ୍ଲାଙ୍କ ନାମ ଚର୍ଚ୍ଚାରେ ରହିଛି। ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ, କାନାଡାର ୪୫ ତମ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ବଲିଉଡ୍…

ମହାକୁମ୍ଭରେ ଦଳାଚକଟା ଘଟଣାକୁ ‘ଦୁର୍ଭାଗ୍ୟଜନକ’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ମାମଲାରେ ଦାୟର ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଏହା ସହ ଆବେଦନକାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଯିବାକୁ ଦେଲେ ନିର୍ଦ୍ଦେଶ । ସୁପ୍ରିମକୋର୍ଟ ଏହି ଦଳାଚକଟାକୁ ଏକ “ଦୁର୍ଭାଗ୍ୟଜନକ ଘଟଣା” ବୋଲି କହିଛନ୍ତି ।…

ମେ ୪ରେ ଖୋଲିବ ବଦ୍ରିନାଥ ଧାମ ମନ୍ଦିର

ଉତ୍ତରାଖଣ୍ଡ: ବଦ୍ରିନାଥ ଧାମର ଦ୍ୱାର ଚଳିତବର୍ଷ ମେ ୪ ତାରିଖରେ ସକାଳ ୬ଟାରେ ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲାଯିବ । ବସନ୍ତ ପଞ୍ଚମୀରେ ତିହରୀ ରାଜ ଦରବାର ନରେନ୍ଦ୍ର ନଗରରେ ଶ୍ରୀ ଗଣେଶ ପୂଜାଙ୍କ ପୂଜା ସହ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ବଦ୍ରିନାଥ ଧାମ ମନ୍ଦିରର ଦ୍ୱାର ଖୋଲିବାର ତାରିଖ…

ଦିଲ୍ଲୀ ନିର୍ବାଚନ: କାହା ଗ୍ୟାରେଣ୍ଟିରେ କେତେ ଦମ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରର ମାଗଣା ଯୋଜନା ଦଳ ପାଇଁ ବୁଷ୍ଟର ଡୋଜ୍ ହୋଇଛି । ପୂର୍ବ ଦୁଇଟି ନିର୍ବାଚନରେ ମାଗଣା ବିଜୁଳି, ପାଣି ଭଳି ଲୋକପ୍ରିୟ ଯୋଜନା ଆପ୍ ଖାତାକୁ ଭୋଟ୍ ଟାଣିଛି । ଦିଲ୍ଲୀରେ ଭିତ୍ତିଭୂମି ବିକାଶ ସାଙ୍ଗକୁ ଜନକଲ୍ୟାଣକାରୀ ଯୋଜନାକୁ ଏଥର ବି ନିର୍ବାଚନ…

ଦିଲ୍ଲୀ ଦଙ୍ଗଲରେ କାହାର ପଲ୍ଲା ଭାରି?

ନୂଆଦିଲ୍ଲୀ: ଦିଲ୍ଲୀରେ କେତେ କାମ ଦେବ କଂଗ୍ରେସ ରଣନୀତି ? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ପ୍ରଚାର। ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ସବୁ ଦଳର ଷ୍ଟାର ପ୍ରଚାରକ । ତେବେ କୁଆଡ଼େ ଢଳିବେ ଭୋଟର? ସବୁ ବର୍ଗର ଭୋଟରଙ୍କ ପାଇଁ ତିନି ପ୍ରମୁଖ ଦଳ ବଡ଼ ଘୋଷଣା…

ସାରା ବିଶ୍ୱରେ ବଢୁଛି ହିରୋର ଚାହିଦା; ମାସକରେ ଚାରି ଲକ୍ଷରୁ ଅଧିକ ବିକ୍ରି

ନୂଆଦିଲ୍ଲୀ: ଭାରତରେ ଦୁଇ ଚକିଆ ଯାନ ପାଇଁ ଏକ ଅଲଗା ଡିମାଣ୍ଡ ଦେଖିବାକୁ ମିଳିଥାଏ । ଦୁଇ ଚକିଆ ଉତ୍ପାଦନକାରୀ କମ୍ପାନୀ ହିରୋ ମୋଟୋକର୍ପ ଚଳିତ ବର୍ଷ ଏକ ସାନଦାର ସେଲ୍ ଆରମ୍ଭ କରିଛି । ଜାନୁଆରୀ ୨୦୨୫ରେ କମ୍ପାନୀ ସମୁଦାୟ ୪ ଲକ୍ଷ ୪୨ ହଜାର ୮୭୩ ୟୁନିଟ୍ ବିକ୍ରି କରିଛି । ଗତ ବର୍ଷ ତୁଳନାରେ…

ମହାକୁମ୍ଭରେ ଆକାଶ ମାର୍ଗରୁ ଫୁଲ ବର୍ଷା, ଦେଖନ୍ତୁ ଭିଡିଓ… 

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ର ଅନ୍ତିମ ଅମୃତ ସ୍ନାନ ତଥା ବସନ୍ତ ପଞ୍ଚମୀ ଅବସରରେ ସଙ୍ଗମ କୂଳରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା। ଆଖଡ଼ାମାନେ ସେମାନଙ୍କର ଅମୃତ ସ୍ନାନ ଜାରି ରଖିଥିବା…

ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନା

ନୂଆଦିଲ୍ଲୀ: ସୈନ୍ୟଶକ୍ତିକୁ ନେଇ ରାଙ୍କିଂ ସ୍ଥିର କରୁଥିବା ଗ୍ଲୋବାଲ ଫାୟାର ପାଓ୍ବାର ପକ୍ଷରୁ ନୂଆ ତାଲିକା ଜାରି ହୋଇଛି । ତେବେ ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି । ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ,ରୁଷିଆ ଦ୍ୱିତୀୟ ସ୍ଥାନରେ ଏବଂ ଚାଇନା ତୃତୀୟ…

ଇସ୍ରାେର ୧୦୦ତମ ମିଶନକୁ ଝଟକା, ଅର୍ବିଟରେ ସ୍ଥାପିତ ହୋଇପାରିଲାନି ସାଟେଲାଇଟ୍

ନୂଆଦିଲ୍ଲୀ: ଇସ୍ରାେର ୧୦୦ତମ ମିଶନକୁ ଝଟକା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏନଭିଏସ-୦୨ ଉପଗ୍ରହ ସଠିକ୍ କକ୍ଷପଥରେ ସ୍ଥାପନ ହୋଇ ନପାରିବାରୁ ମିଶନ ବିଫଳ ହୋଇଛି। କାରଣ ମହାକାଶଯାନର ଥ୍ରଷ୍ଟରଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ କରିପାରିନଥିଲା। ଏନେଇ ଇସ୍ରୋ ପକ୍ଷରୁ ସୂଚନା…

ସ୍ବାମୀଙ୍କ କିଡନୀ ବିକିଲେ, ଟଙ୍କା ଧରି ପ୍ରେମିକ ସହ ଫେରାର ମହିଳା

କୋଲକାତା: ସ୍ବାମୀଙ୍କ କିଡନୀ ବିକିଲେ, ଟଙ୍କା ଧରି ପ୍ରେମିକ ସହ ଫେରାର ମହିଳା। ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଜଣେ ମହିଳା ତାଙ୍କ ଝିଅର ପାଠପଢା ଓ ଲାଳନପାଳନ ପାଇଁ ଟଙ୍କା ଯୋଗାଡ଼ କରିବା ପାଇଁ ସ୍ୱାମୀଙ୍କୁ ୧୦ ଲକ୍ଷ…