Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ, ୫ରେ ଭୋଟଗ୍ରହଣ

ନୂଆଦିଲ୍ଲୀ: ଆଜି ପ୍ରଚାରର ଶେଷ ଦିନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର।  ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର ।  ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରିବେ । ଆସନ୍ତା ୫ ତାରିଖରେ ହେବ…

କଙ୍ଗୋରେ ହିଂସା; ଭାରତୀୟଙ୍କ ପାଇଁ ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର କିନଶାସାରେ ଚାଲିଥିବା ହିଂସାକୁ ନେଇ ଭାରତୀୟ ଦୂତାବାସ ରବିବାର ଦିନ ଭାରତୀୟଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। କିନଶାସାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ…

ବ୍ୟାଟ୍ସମ୍ୟାନ ରିଷି ସୁନକ, ମୁମ୍ବାଇରେ ନେଲେ କ୍ରିକେଟର ମଜା

ମୁମ୍ବାଇ: ଏବେ ଭାରତ ଗସ୍ତରେ ଅଛନ୍ତି ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ । ସେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ କ୍ରିକେଟ୍ ଖେଳୁଥିବାର  ଦେଖିବାକୁ ମିଳିଛି । ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ରବିବାର ଦିନ ଦକ୍ଷିଣ ମୁମ୍ବାଇର…

କାହାକୁ ବାଛିବେ‌ ମଧ୍ୟବିତ୍ତ?…

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ କାନ୍ଧରେ ଭରା ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ଲାନ୍ କରିଥିଲେ କେଜ୍ରିଓ୍ବାଲ। ହେଲେ କେନ୍ଦ୍ର ବଜେଟରେ ଆୟକର ଗୋଟି ଚଳାଇ ଖେଳ ଏପଟ ସେପଟ କରିଦେଲା ବିଜେପି। ମଧ୍ୟବିତ୍ତଙ୍କ ପାଇଁ ୭ଟି ଦାବି ରଖି ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲେ କେଜ୍ରିଓ୍ବାଲ। ଆୟକର ସୀମା ୭…

ଭାରତର ବଜେଟରେ କାହିଁକି ଖୁସି ଅଛନ୍ତି ଟ୍ରମ୍ପ ?

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। କେନ୍ଦ୍ର ବଜେଟର ଅନେକ ଘୋଷଣା ମଧ୍ୟରୁ ଏମିତି କିଛି ଘୋଷଣା ରହିଛି ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରି ଦେଇଛି। ସରକାର କିଛି କଷ୍ଟମ ଡ୍ୟୁଟି କମ କରିଛନ୍ତି। ଯାହାର…

ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଉପରେ ଟାରିଫ ଲଗାଇବ କାନାଡା

ୱାଶିଂଟନ: ଟାରିଫ୍ ବଦଳରେ ଟାରିଫ୍। ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୋଧରେ ଭାରି ଟାରିଫ୍ ଲାଗୁ କରିବା ପରେ ଏକପ୍ରକାର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। ଯାହାପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା…

ମଧୁବନୀ ଚିତ୍ରକଳା: ଯାହାକୁ ନେଇ ଏତେ ଚର୍ଚ୍ଚା ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ବଜେଟ ୨୦୨୫ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପିନ୍ଧିଥିବା ମଧୁବନୀ ଚିତ୍ରକଳା ଶାଢୀ ଏବେ ସବୁଆଡେ ଚର୍ଚ୍ଚାର ବିଷୟ । ମଧୁବନୀ ଚିତ୍ରକଳା ମିଥିଳା ​​ପେଣ୍ଟିଂ ଭାବରେ ମଧ୍ୟ ଜଣାଶୁଣା । ଏହା ହେଉଛି ଭାରତର ଅନ୍ୟତମ ପ୍ରାଚୀନ ତଥା ପ୍ରସିଦ୍ଧ ଲୋକକଳା । ବିହାରର ମଧୁବନୀ…

ଏହି ରାଜା ପ୍ରଥମେ ଆରମ୍ଭ କରିଥିଲେ ମହାକୁମ୍ଭ ମେଳା…

ପ୍ରୟାଗରାଜ: ପ୍ରୟାଗରାଜରେ ଭବ୍ୟ ଓ ଦିବ୍ୟ ମହାକୁମ୍ଭ ମେଳା ଚାଲିଛି । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ସାଧୁ ସନ୍ଥ ଓ ଭକ୍ତ ମାନେ ଆସି ବୁଡ ପକାଉଛନ୍ତି । ତେବେ କେବଳ ଭାରତ ନୁହଁ, ବିଦେଶରୁ ମଧ୍ୟ ବହୁ ସାଧୁ ଓ ଭକ୍ତମାନେ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ବିଶ୍ବାସ ରହିଛି…

ମହାକୁମ୍ଭ ଦଳାଚକଟା ପଛରେ ରହିଛି କି ଷଡ଼ଯନ୍ତ୍ର? 

ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ପଛରେ ରହିଛି କି ଷଡ଼ଯନ୍ତ୍ର? ଏବେ ଏହି ଦୃଷ୍ଟିକୋଣରୁ ତଦନ୍ତ କରୁଛି ଉତ୍ତରପ୍ରଦେଶ ଏସଟିଏଫ୍। ସୂଚନା ଅନୁଯାୟୀ, ଦଳାଚକଟା ସମୟରେ ଉପସ୍ଥିତ ଦୁଇଜଣ ଲୋକ କହିଛନ୍ତି ଯେ କିଛି ବ୍ଯକ୍ତି ହଠାତ୍ ଗେରୁଆ…

ଭାରତୀୟ ରେଳବାଇ ଆଣିଲା ‘ସ୍ୱରେଲ’ ଆପ୍, ଏହି ଆପରେ ମିଳିବ ସମସ୍ତ ସୁବିଧା

ନୂଆଦିଲ୍ଲୀ:ଆମ ଦେଶରେ ଲକ୍ଷଲକ୍ଷ ଲୋକ ଭାରତୀୟ ରେଳର ସୁବିଧା ପାଉଛନ୍ତି। ରେଳବାଇର ବିଭିନ୍ନ ସୁବିଧା ପାଇଁ ଯାତ୍ରୀମାନଙ୍କୁ ବିଭିନ୍ନ ଆପ୍ ବ୍ୟବହାର କରିବାକୁ ପଡିଥାଏ । କିନ୍ତୁ ଏବେ ଆପଣ ଗୋଟିଏ ଆପରେ ରେଳ ସମ୍ବନ୍ଧୀୟ ସମସ୍ତ ସୂଚନା ଏବଂ ସେବା ପାଇବାକୁ ସକ୍ଷମ ହେବେ । ତେବେ ଏହି ସୁପର…