Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ଶସ୍ତା ହେବ ହାର୍ଲି-ଡେଭିଡସନ୍ ବାଇକ

ନୂଆଦିଲ୍ଲୀ: ହାର୍ଲି ଡେଭିଡସନ୍ ଭଳି ଆମେରିକୀୟ ବାଇକ୍ ଏବେ ଭାରତରେ ଶସ୍ତା ହେବ। ୨୦୨୫ ମସିହାର କେନ୍ଦ୍ରୀୟ ବଜେଟରେ ଉଚ୍ଚ କ୍ଷମତା ବିଶିଷ୍ଟ ବାଇକ୍ ଉପରେ ଆମଦାନୀ ଶୁଳ୍କ (କଷ୍ଟମ ଡ୍ୟୁଟି) ହ୍ରାସ କରିବାକୁ ଘୋଷଣା କରାଯାଇଛି। ଚଳିତ ୨୦୨୫ ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ…

ଐତିହାସିକ ନିଷ୍ପତ୍ତି; କର୍ଣ୍ଣାଟକରେ ଲାଗୁ କଲା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର

ବେଙ୍ଗାଲୁରୁ: ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟରେ ସମ୍ମାନର ସହିତ ଇଚ୍ଛାମୃତ୍ୟୁ ଅଧିକାରକୁ କାର୍ଯ୍ୟକାରୀ କରିଛନ୍ତି । ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇଛି କର୍ଣ୍ଣାଟକ । ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୩ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି…

ମା’ର ଗଳିତ ମୃତଦେହ ସହ ୧୦ ଦିନ କାଟିଲେ ୨ ଝିଅ

ହାଇଦ୍ରାବାଦ: ସହି ପାରିଲେନି ମା’ର ମୃତ୍ୟୁ । ଦୁଃଖରେ ଭାଙ୍ଗି ପଡିଲେ ଦୁଇ ଭଉଣୀ । ଜାଣି ପାରିଲେ ନାହିଁ କଣ କରିବେ କଣ ନାହିଁ । ଗଳିତ ମୃତଦେହ ସହ କଟିଲେ ୧୦ ଦିନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ବୌଦ୍ଧନଗର ଅଞ୍ଚଳରେ । ମା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ି…

କୁମ୍ଭମେଳା ହେଲା ଶେଷ ଯାତ୍ରା: ଓଲଟିଲା ବସ୍, ୭ ମୃତ

ନାସିକ: କୁମ୍ଭମେଳା ହେଲା ଶେଷ ଯାତ୍ରା । କୁମ୍ଭମେଳାରେ ସ୍ନାନ ସାରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୭ ଜଣଙ୍କ ଜୀବନ । ଗୁଜୁରାଟର ଡାଙ୍ଗ ଜିଲ୍ଲା ଅନ୍ତର୍ଗତ ସାପୁତାରାଠାରେ ଘଟିଛି ଦୁର୍ଘଟଣା । ଭାରସ୍ୟାମ ହରାଇ ୨୦୦ ଫୁଟ୍ ଘାଇକୁ ଓଲଟିଲା ଯାତ୍ରୀବାହି ବସ୍ ।…

ଦୁଇ ପୁରୁଷଙ୍କ ମିଳନରେ ଜନ୍ମ ହେଇପାରିବ କି ସନ୍ତାନ? ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟ ଜନକ ଦାବି

ନୂଆଦିଲ୍ଲୀ: କ’ଣ ଦୁଇ ଜଣ ପୁରୁଷଙ୍କ ମିଳନରେ ଜନ୍ମ ହୋଇପାରିବେ ସନ୍ତାନ? କ’ଣ ମହିଳାଙ୍କ ବିନା ଏହା ସତରେ ସମ୍ଭବ? ଦେଖିବାକୁ ଗଲେ ଅନେକ ଦିନ ଧରି ବୈଜ୍ଞାନିକ ମାନେ ଏହି ଦାବି କରିଆସୁଛନ୍ତି ଯେ ଏହା ସମ୍ଭବ ବୋଲି, କିନ୍ତୁ କେବେ ଏନେଇ କୌଣସି ସଫଳ ପରୀକ୍ଷଣ ହୋଇନଥିଲା । ବିଶ୍ଵରେ ବିଜ୍ଞାନ ଓ…

ଜିବିଏସ୍ କବଳରେ ମହାରାଷ୍ଟ୍ର; ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରରେ ଗୁଇଲେନ୍ ବାରେ ସିଣ୍ଡ୍ରୋମ୍ (ଜିବିଏସ୍) ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ୧୪୯ ଜଣ ରୋଗୀଙ୍କ ମଧ୍ୟରୁ ୧୨୪ ଜଣଙ୍କଠାରେ ଜିବିଏସ ଭାଇରସ ଚିହ୍ନଟ ହୋଇଛି । ୨୮ ଜଣ ରୋଗୀ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଆଜି…

ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ୮ ବିଧାୟକ

ନୂଆଦିଲ୍ଲୀ: ଫେବୃଆରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ଦିନ ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏହି ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ମନା କରିଦେଇଥିଲା। ସୂଚନା ଅନୁଯାୟୀ,…

କୁହୁଡ଼ି ହେଲା କାଳ : କେନାଲକୁ ଖସି ପଡ଼ିଲା କାର, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କେନାଲରେ ଗାଡ଼ି ଖସିପଡ଼ିବାରୁ 7 ଜଣଙ୍କ ଜୀବନ ଗଲା। ଘନ କୁହୁଡ଼ି ଯୋଗୁଁ ଏପରି ମର୍ମନ୍ତୁଦ ଦର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ଡ୍ରାଇଭର ସିଧା ରାସ୍ତା ରହିଛି ଭାବେ କୁହୁଡ଼ିରେ ଅନୁମାନ କରି ଚଳାଉଥିଲେ ଗାଡ଼ି, ହେଲେ ଆଗରେ କେନାଲ ଥିବାରୁ କାର ଭାରସାମ୍ୟ ହରାଇ କେନାଲ ତଳକୁ ଖସି…

ରେଲୱେକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତେ ସଂଖ୍ୟାରେ ଚାଲିବ ନୂଆ ଟ୍ରେନ

ନୂଆଦିଲ୍ଲୀ: ରେଲୱେକୁ ନେଇ ଆସିଲା ବଡ଼ ଖବର। ବଜେଟରେ ରେଲୱେକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ସେ କହିଛନ୍ତି ରେଲୱେର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏଥିପାଇଁ 2.52 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହାସହ 17,500…

ବଜେଟରେ ଓଡ଼ିଶାକୁ ଅଣଦେଖା, ଅସନ୍ତୋଷ ଜାହିର କଲେ ନବୀନ

ବୁବନେଶ୍ଵର: ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ।ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ଓ ଏମଏସଏମଇ ଆଦି ଉପରେ ଫୋକସ ରହିଛି।…