Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେ ଅପରିଚିତ; ନାତିର କଷ୍ଟଡି ନେଇ ଅତୁଲଙ୍କ ମା’ଙ୍କୁ ଏଭଳି କହିଲେ କୋର୍ଟ

ନୂଆଦିଲ୍ଲୀ: ପତ୍ନୀଙ୍କ ନିର୍ଯ୍ୟାତନା ଯୋଗୁଁ ଆତ୍ମହତ୍ୟା କରିଥିବା ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ୪ ବର୍ଷର ପୁଅର କଷ୍ଟଡି ପାଇଁ ଅତୁଲଙ୍କ ମା ଅଞ୍ଜୁ ଦେବୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି।…

କେଉଁ ବୟସର ଲୋକଙ୍କ ପାଇଁ ବିପଦ HMPV ଭାଇରସ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଚାଲିଯିବା ପରେ ସାରା ବିଶ୍ବରେ ଲୋକେ ଏକପ୍ରକାର ଆଶ୍ବସ୍ତ ହୋଇଥିଲେ ଯେ ସବୁଠାରୁ ବଡ଼ ବିପଦ ଟଳିଗଲା । କିନ୍ତୁ ଏବେ ପୁଣି HMPV ଭାଇରସ୍‌ ଚିନ୍ତାର କାରଣ ହେଲାଣି । କୋଭିଡ ଭଳି ଏହି ଭାଇରସ ବି ଚୀନ୍‌ରୁ ଆସିଛି । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଏହି ଭାଇରସ୍‌ ୮…

ଦିଲ୍ଲୀ ରାଜନୀତିର ଭିତିରି ଖେଳ, କଂଗ୍ରେସ ହେବ କିଙ୍ଗ୍‌ମେକର ?

ନୂଆଦିଲ୍ଲୀ : ବାଜିଲା ଦିଲ୍ଲୀ ନିର୍ବାଚନର ବିଗୁଲ । ଆସନ୍ତା ଫେବ୍ରୁଆରି ୫ ତାରିଖରେ ହେବ ନିର୍ବାଚନ । ହେଲେ ଏହାରି ଭିତରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆକଳନ । ଏଥର କାହା ସପକ୍ଷରେ ରହିଛି ଦିଲ୍ଲୀ ଭୋଟ ? ୨୦୧୫ରୁ ଏଠି ଆମ୍ ଆଦମୀ ପାର୍ଟିର ସରକାର ଚାଲିଥିବା ବେଳେ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ…

ସ୍ବାମୀ ଓ ୬ ପିଲାଙ୍କୁ ଛାଡି ଭିକାରୀ ସହ ଫେରାର୍ ମହିଳା

ଲକ୍ଷ୍ନୌ: ପ୍ରେମରେ ପଡିଲେ ଠିକ୍ ଭୁଲ୍ କିମ୍ବା ଭଲ ମନ୍ଦ କିଛି ବି ଜଣା ପଡିନଥାଏ। ଏପରି ଏକ କାହାଣୀ ଉତ୍ତରପ୍ରଦେଶର ହର୍ଦୋଇରୁ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୩୬ ବର୍ଷର ମହିଳା ନିଜ ସ୍ୱାମୀ ଏବଂ ଛଅ ପିଲାଙ୍କୁ ଛାଡି ଜଣେ ଭିକାରୀ ସହ ପଳାଇଛନ୍ତି।…

ଛାଡପତ୍ର ଗୁଜବ ମଧ୍ୟରେ ଚହଲଙ୍କ କ୍ରିପ୍ଟିକ ପୋଷ୍ଟ… 

ନୂଆଦିଲ୍ଲୀ: ଛାଡପତ୍ର ଗୁଜବ ମଧ୍ୟରେ ୟୁଜଭେନ୍ଦ୍ର ଚହଲ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଟିମ୍ ଇଣ୍ଡିଆ ଖେଳାଳି ଚହଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଭାବନା ବାଣ୍ଟିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଯେଉଁମାନେ ଶବ୍ଦଠାରୁ ଅଧିକ ଶୁଣିପାରିବେ ସେମାନଙ୍କ…

କୋଭିଡ ପରି ଭୟାନକ ହେବ କି ଏଚଏମପିଭି ?

ନୂଆଦିଲ୍ଲୀ: ଚୀନରେ ବଢିବାରେ ଲାଗିଛି ଏଚଏମପିଭି। ଭାରତରେ ମଧ୍ୟ ସଂକ୍ରମଣ ମାମଲା ସାମନାକୁ ଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଁଚିଛି। ଏହାକୁ କୋଭିଡ ସହ ତୁଳନା କରାଯାଉଥିବା ବେଳେ, ଚିନ୍ତାର କାରଣ ମଧ୍ୟ ପାଲଟିଛି। ରିପୋର୍ଟ ମୁତବକ ଏଚଏମପିଭି କରୋନା ଭଳି ଭୟାନକ ହୋଇପାରେ।…

କାହିଁକି ଏତେ ଭୟଙ୍କର ଭୂମିକମ୍ପ? ନେଲାଣି ପାଖାପାଖି ୧୦୦ ଜୀବନ!

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଥରିଲା ନେପାଳ-ତିବ୍ବତ ସୀମା । ଆଜି ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଲାଗ୍ ଲାଗ୍ ୬ଟି ଭୂମିକମ୍ପ ଝଟକାରେ ଥରିଥିଲା ନେପାଳ ତିବ୍ବତ ସୀମା । ଆଉ ନିମିଶକେ ସବୁ କିଛି ଛାରକାର କରିଦେଇଥିଲା । ଭୂମିକମ୍ପ ଏତେ ଭୟାବହ ଥିଲା ଯେ…

ଅନ୍ୟ ଦେଶର ନାଗରିକତା ନେଉଛନ୍ତି ପାକିସ୍ତାନ ପ୍ରଶାସନିକ ଅଧିକାରୀ, ବିପଦରେ ଦେଶର ସୁରକ୍ଷା

ନୂଆଦିଲ୍ଲୀ : ଘୋର୍ ଆର୍ଥିକ ବିପର୍ଯ୍ୟୟ ଭିତରେ ଗତି କରୁଛି ପାକିସ୍ତାନ । ଯୁଆଡ଼େ ଦେଖିବ ଭୋକର ବିକଳ ଚିତ୍ର । ଦେଶରେ ଦେଖାଦେଲାଣି ଟଙ୍କାର ଅଭାବ। କେବଳ ଆର୍ଥିକ ବିପର୍ଯ୍ୟୟ ନୁହେଁ ରାଜନୈତିକ ଅସ୍ଥିରତା ଓ ଆତଙ୍କବାଦୀ ସମସ୍ୟା ମଧ୍ୟ ପାକିସ୍ତାନକୁ ପଛୁଆ କରି ରଖିଛି । ଏହାରି ଭିତରେ…

ଦିଲ୍ଲୀ ଦଙ୍ଗଲରେ ଏଆଇ ଅସ୍ତ୍ର

ନୂଆଦିଲ୍ଲୀ: ଫେବ୍ରୁଆରୀ ୫ତାରିଖରେ ଭୋଟ୍ ଦେବ ଦିଲ୍ଲୀ। ୮ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ କମିଶନ ଦିଲ୍ଲୀର ୭୦ ସିଟ୍ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆହୁରି ବଢିଛି ନିର୍ବାଚନୀ ତାତି । ୧କୋଟି ୫୫ଲକ୍ଷ ଭୋଟର ନେତାଙ୍କ ଭାଗ୍ୟର ନିଷ୍ପତ୍ତି ନେବେ । ଦୁର୍ନୀତି…

ବିଗୁଡୁଛି ପ୍ରଶାନ୍ତ କିଶୋରଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ଆଇସିୟୁରେ ଭର୍ତ୍ତି

ପାଟନା: ଜନ ସୁରଜ ପାର୍ଟ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଗତ ଦୁଇ ଜାନୁଆରୀରୁ ସେ ଆମରଣ ଅନଶନରେ ବସିଛନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ଆଜି ତାଙ୍କୁ ପାଟନାରେ ଥିବା ମେଦାନ୍ତ ହସ୍ପିଟାଲ ଆଇସିୟୁରେ…