Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାକୁମ୍ଭରେ ନିଆରା ସାଧୁ; କାହା ପାଖରେ ଲାପଟପ୍, ଆମ୍ବାସଡର ଗାଡି଼, ଆଉ ନଖ… 

ପ୍ରୟାଗ: ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନନ୍ୟ ସାଧୁମାନେ ପହଞ୍ଚିଛନ୍ତି। ତେବେ ଏଠାକୁ ଆସିଥିବା ବାବା ମାନଙ୍କ ଭିନ୍ନଭିନ୍ନ ଅନ୍ଦାଜ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। * କମ୍ପ୍ୟୁଟର ବାବା ଦାସ ତ୍ୟାଗୀ ନାମକ…

ନାଗପୁର ପରେ ମୁମ୍ବାରେ ଚିହ୍ନଟ ହେଲେ ଏଚଏମପିଭି ଆକ୍ରାନ୍ତ

ମୁମ୍ବାଇ: କର୍ଣ୍ଣାଟକ, ଗୁଜୁରାଟ ପରେ ଏବେ ମହାରାଷ୍ଟ୍ରରେ ପ୍ରବେଶ କରିସାରିଲାଣି ଏଚଏମପିଭି ଭାରସ୍ । ନାଗପୁର ପରେ ଏବେ ମୁମ୍ବାଇର ପୱଇ ସ୍ଥିତ ହିରାନନ୍ଦାନୀ ହସ୍ପିଟାଲରୁ ଏକ ଏଚଏମପିଭି ମାମଲା ସାମ୍ନାକୁ ଆସିଛି। ସେଠାରେ ଏକ ୬ମାସର ଶିଶୁ ଶରୀରରେ ଏହି ଲକ୍ଷଣ ଦେଖିବାକୁ ମିଳିଛି । ଶିଶୁଟିର…

ଛତିଶଗଡ଼ ମାଓବାଦୀଙ୍କ ବିସ୍ଫୋରଣ ଘଟଣା: ସିଆର୍‌ପିଏଫ୍‌ ଡିଜି, ଏନ୍‌ଆଇଏର ଚାଲିଛି ତଦନ୍ତ

ବିଜାପୁର: ଛତିଶଗଡ଼ ବିଜାପୁର ଓ ଦାନ୍ତେୱାଡ଼ା ଜିଲ୍ଲା ମଧ୍ୟରେ ଗତକାଲି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ସହିଦ ୮ ଯବାନ ଓ ମୃତ ଚାଳକଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ସିଆର୍‌ପିଏଫ୍‌ ଡିଜି ଭିନିଲ କୁମାରଙ୍କ ସମେତ ଏନ୍‌ଆଇଏର ବରିଷ୍ଠ…

ତିବ୍ଦତ ଭୂକମ୍ପ: ୯ ଘଣ୍ଟାରେ ୧୦୦ରୁ ଅଧିକ ଝଟକା, ୧୨୬ ରୁ ଉର୍ଦ୍ଧ୍ଵ ମୃତ

ନୂଆଦିଲ୍ଲୀ: ଗତକାଲି ୬.୮ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତିବ୍ଦତ । ଭୂକମ୍ପରେ ପ୍ରାୟ ୧୨୬ଜଣ ପ୍ରାଣ ହରାଇଥିବା ବେଳେ ୧୮୮ ରୁ ଉର୍ଦ୍ଦ୍ଵ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ୯ ଘଣ୍ଟା ମଧ୍ୟରେ ଛୋଟ ବଡ କରି ୧୦୦ଥର ଥରିଥିଲା ତିବ୍ଦତ । ତିବ୍ଦତ ସହିତ ପଡୋଶୀ ଦେଶ…

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି. ନାରାୟଣନ

ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି. ନାରାୟଣନ । ଏସ. ସୋମନାଥଙ୍କ ସ୍ଥାନ ନେବେ ଭି. ନାରାୟଣନ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବେ…

ପୁଣି ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଲା

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ବିମାନ ଦୁର୍ଘଟଣାର ଖବର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଏହି କ୍ରମରେ ଆଜି ମଧ୍ୟ ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଳା । ଯଦି ବିମାନ ଜରୁରୀ ଅବତରଣ କରିନଥାନ୍ତା ତେବେ ସ୍ଥିତି ଭୟଙ୍କର ହୋଇଥାନ୍ତା । ଉଜବେକିସ୍ତାନ ଯାଉଥିବା ଏକ ଋଷୀୟ ବିମାନ ଜରୁରୀ…

ଦିଲ୍ଲୀରେ ବୁଧବାର ନିର୍ବାଚନକୁ ନେଇ କାହିଁକି ଖୁସି ଅଛି ବିଜେପି ?

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆଜି ନିର୍ବାଚନ ଆୟୋଗ ଏହି ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀ ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଫେବ୍ରୁୟାରୀ ୫ ତାରିଖରେ ଭୋଟ ପଡିବ। ଦିଲ୍ଲୀ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଯେଉଁ ଦିନ ସ୍ଥିର କରିଛନ୍ତି ତାହାକୁ…

ଭୂକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା, ଏବେ ବି ମାଟି ତଳେ ଚାପି ହୋଇଛନ୍ତି ଅନେକ ଲୋକ

ନୂଆଦିଲ୍ଲୀ : ତିବ୍ବତରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୯୫କୁ ବୃଦ୍ଧି ପାଇଛି। ଶତାଧିକ ଲୋକ ଆହତ ହୋଇଥିବା ବେଳେ ମାଟି ତଳେ ଅନେକ ଲୋକ ଦବିଥିବା ସନ୍ଦେହ କରାଯାଉଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି…

ଭାରତରେ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଆଇଟି ସେକ୍ଟର କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ କ୍ଲାଉଡ୍ ଏବଂ ଏଆଇ ଭିତ୍ତିଭୂମି ବିସ୍ତାର କରିବାକୁ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ । ମାଇକ୍ରୋସଫ୍ଟ ଚେୟାରମ୍ୟାନ୍ ତଥା ସିଇଓ ସତ୍ୟ ନଡେଲା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଭାରତରେ ଲୋକମାନେ…

୩୦୦ ଫୁଟ୍ ଗଭୀର କୋଇଲା ଖଣିରେ ଫଶିରହିଛନ୍ତି ୯ ଶ୍ରମିକ

ଦିଶପୁର: ଆସାମର ଦୀମା ହସାଓ ଜିଲ୍ଲାରେ ବଡ଼ ଧରଣର ଅଘଟଣ । ମେଘାଳୟ ସୀମା ନିକଟ ଏଠାରେ ବେଆଇନ ଖଣି ଉମରଙ୍ଗସୋ ସହରରେ ଥିବା ୩୦୦ ଫୁଟ୍ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଶ୍ରମିକ ଏହା ଭିତରେ ଫସିରହିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ପାଇଁ ଭାରତୀୟ…