Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଶ୍ମୀରର ଏହି ଗଛରେ ଲାଗିବ ଆଧାର କାର୍ଡ ଭଳି କ୍ୟୁଆର କୋଡ୍

ଶ୍ରୀନଗର: କାଶ୍ମୀରର ସଂସ୍କୃତିର ପ୍ରତୀକ ଚିନାର ଗଛଗୁଡ଼ିକର ସଂରକ୍ଷଣ ଏବଂ ଯତ୍ନ ପାଇଁ ଏକ ଖାସ୍ ପଦକ୍ଷେପ ନିଆଯାଉଛି। ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ହଜାର ହଜାର ଚିନାର ଗଛର ଜିଓ-ଟ୍ୟାଗିଂ କରାଯାଉଛି। ସହରୀକରଣ, ରାସ୍ତା ପ୍ରଶସ୍ତୀକରଣ ଏବଂ ରୋଗପୋକ ଯୋଗୁଁ ଗଛକୁ ହେଉଥିବା କ୍ଷତି…

ପାଣି ତଳେ ୧୨୦ ଦିନ, ଗିନିଜ ୱାଲ୍ଡ ରେକର୍ଡରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଜଣେ ଜର୍ମାନ ଏରୋସ୍ପେସ୍ ଇଞ୍ଜିନିୟର ପାଣି ତଳେ ରହି ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ୫୯ ବର୍ଷୀୟ ରୁଡିଗର କୋଚ୍ ପାନାମା ଉପକୂଳରୁ ସମୁଦ୍ର ତଳକୁ ୧୧ ମିଟର (୩୬ ଫୁଟ) ତଳେ ପ୍ରାୟ ୧୨୦ ଦିନ ପାଣି ଭିତରେ ବିତାଇଥିଲେ। ରୁଡିଗର ପାଣି ମଧ୍ୟରେ ଏକ 'କ୍ୟାପସୁଲ୍'ରେ ରହୁଥିଲେ।…

“ଚାଇନା ଲ୍ୟାବରୁ କୋରୋନା ଭାଇରାସ ବ୍ୟାପିଛି “

ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ଏଜେନ୍ସି, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଚାଇନାର ଲ୍ୟାବରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ସନ୍ଦେହ ପ୍ରକଟ କରିଛି ଓ କୋଭିଡ -19 ବିସ୍ତାର ପାଇଁ ଚୀନ୍ ଦାୟୀ ବୋଲି ରିପୋର୍ଟରେ ପ୍ରକାଶ କରିଛି  । ତେବେ ଏଜେନ୍ସି ଏ ସମ୍ପର୍କରେ କୌଣସି…

ଟ୍ରେନରୁ ବେଡସିଟ୍, କମ୍ବଳ ଚୋରି କରୁଥିଲେ ସାବଧାନ; ହୋଇପାରେ ଜେଲଦଣ୍ଡ… 

ନୂଆଦିଲ୍ଲୀ: ଟ୍ରେନରେ ବହୁ ପ୍ରକାରର ଲୋକ ଯାତ୍ରା କରନ୍ତି। କିଏ ଫାଷ୍ଟ କ୍ଲାସରେ ଯାତ୍ରା କରୁଥିବା ବେଳେ କିଏ ସାଧାରଣ କୋଚରେ ଯାତ୍ରା କରିଥାନ୍ତି। ତେବେ ଟ୍ରେନ ମଧ୍ଯ ଲୋକମାନଙ୍କ ସୁବିଧା ପାଇଁ ଅନେକ କିଛି ସୁବିଧା ପ୍ରଦାନ କରୁଛି। କିନ୍ତୁ ଯେତେ ସୁବିଧା କଲେ ମଧ୍ଯ ଟ୍ରେନରେ ଚୋରିକୁ…

ଦୁଇଟି ଟ୍ରେନ ମଧ୍ୟରେ ଧକ୍କା, ୩ ବଗି ଲାଇନଚ୍ୟୁତ

କୋଲକତା: ପୁଣି ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ହାଓ୍ବଡାରେ ଦୁଇଟି ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି । ହାୱଡାର ସନ୍ତରାଗାଛି ଏବଂ ଶାଲୀମାର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଯାହ ଦ୍ବାରା ଟ୍ରେନ ଚଳାଚଳ…

ମହାମଣ୍ଡଳେଶ୍ବର ହେବା ପରେ ଅଭିନୟକୁ ଫେରିବା ନେଇ ମମତା କୁଲକର୍ଣ୍ଣୀଙ୍କ ପ୍ରତିକ୍ରିୟା…

ପ୍ରୟାଗରାଜ: ପ୍ରାୟ ଏକ ଦଶନ୍ଧି ଧରି ଫିଲ୍ମ କ୍ୟାରିୟର ଏବଂ ଦୁଇ ଦଶନ୍ଧି ଧରି ସିନେମା ଜଗତରୁ ଉଭାନ ଥିବା ମମତା କୁଲକର୍ଣ୍ଣୀ ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ ମମତା ମହାକୁମ୍ଭରେ ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ। ଏପରିକି ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା…

ରାଷ୍ଟ୍ରପତି ଭବନରେ ‘କୁଛ କୁଛ ହୋତା ହୈ’ ଗାଇଲେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ । ତାଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ବଲିଉଡ୍ ଗୀତ 'କୁଛ କୁଛ ହୋତା…

ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ପତାକାତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକାତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏହି ସମାରୋହରେ ଭାରତରୁ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ଯୋଗ ଦେଇଛନ୍ତି । ଏହି ଅବସରରେ ଭାରତୀୟ…

ବିଟିଙ୍ଗ ରିଟ୍ରିଟ୍ କାର୍ଯ୍ୟକ୍ରମରେ କାହିଁକି ବାଜୁ ନାହିଁ ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଗୀତ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୬ ତମ ଗଣତନ୍ତ୍ର ଦିବସ । ଦିଲ୍ଲୀର କର୍ତ୍ତବ୍ୟ ପଥରେ ବେଶ୍ ଧୁମଧାମରେ ପାଳନ କରାଯାଉଛି ଗଣତନ୍ତ୍ର ଦିବସ । ତିନି ସେନାର ମିଳିତ ପରେଡ ସହ ସବୁ ରାଜ୍ୟର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥର ଶୋଭା ବଢାଉଛି । ଏଥିସହ ଜାତୀୟ ସଙ୍ଗୀତର ଧ୍ବନୀରେ ଗୁଞ୍ଜରିତ ହେଉଛି ଗଗନ…

ସମ୍ବିଧାନକୁ ୭୬ ବର୍ଷ, ଦେଶ ପାଳୁଛି ଗଣତନ୍ତ୍ରର ମହାନ ପର୍ବ

ନୂଆଦିଲ୍ଲୀ: ସମ୍ବିଧାନକୁ ପୁରିଲା ୭୬ ବର୍ଷ । ଆଜି ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ ।…