Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମେଜର ମନଜିତ ଓ ଦିଲବର ଖାନଙ୍କୁ କୀର୍ତ୍ତି ଚକ୍ର ପୁରସ୍କାର

ନୂଆଦିଲ୍ଲୀ: ୭୬ ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯୩ ସଶସ୍ତ୍ର ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ କର୍ମଚାରୀଙ୍କ ବୀରତା ପୁରସ୍କାରକୁ ମଞ୍ଜୁରୀ ଦେଇଛନ୍ତି। ୯୩ ବୀରତା ପୁରସ୍କାର ମଧ୍ୟରେ ରହିଛି ୨ କୀର୍ତ୍ତି ଚକ୍ର ( ୧ ମରଣୋତ୍ତର) ଓ ୧୪…

ଯୁଦ୍ଧ ଭିତରୁ ଆସିଲା ବଡ଼ ଖବର, ରକ୍ଷାକରିଦେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆଉ ୪ ଜଣ ଇସ୍ରାଏଲୀ ମହିଳାଙ୍କୁ ଛାଡ଼ିଲା ହାମାସ୍ । ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ, ଏହି ୪ ମହିଳା ଇସ୍ରାଏଲୀ ସେନାର କର୍ମଚାରୀ ହମାସ ଠାରୁ ମୁକ୍ତି ପାଇଛନ୍ତି । ସେମାନେ ହେଲେ ଲିରି ଅଲବାଗ୍, କରିନା ଏରିଏଭ୍, ଡାନିଏଲା ଗିଲବୋଆ ଏବଂ ନାମା ଲେଭି। ୨୦୨୩ ଅକ୍ଟୋବର ୭…

ବାଂଲାଦେଶର ଭୟଙ୍କର ଷଡ଼ଯନ୍ତ୍ର, ପାକିସ୍ତାନ ସହ କରୁଛି ଡିଲ୍ !

ନୂଆଦିଲ୍ଲୀ: ବାଂଲାଦେଶ ଢାକାରେ ପାକିସ୍ତାନ ISI ପ୍ରତିନିଧି ମଣ୍ଡଳୀ । ISI ଆନାଲିସିସ୍ ବିଭାଗର ମହାନିର୍ଦ୍ଦେଶକ ମେଜର୍ ଜେନେରାଲ୍ ସାହିଦ୍ ଆମୀର୍ ଅଫସାରଙ୍କ ନେତୃତ୍ବରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଢାକା ଆସିଛି । କିଛିଦିନ ତଳେ ରାୱଲପିଣ୍ଡି ଯାଇଥିଲା ବାଂଲାଦେଶ…

ନ୍ୟାୟ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧିତ କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ସେ  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ…

ପଦ୍ମ ପୁରସ୍କାର-୨୦୨୫: ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଚାଷୀଙ୍କୁ ମିଳିବ ପଦ୍ମଶ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରିଛନ୍ତି । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଡ. ନୀରଜା ଭଟଲା, ଭୀମ ସିଂ ଭବେଶ, ପି ଦଚନମୂର୍ତ୍ତି ଏବଂ ଏଲ୍ ହ୍ୟାଙ୍ଗଥିଙ୍ଗଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ…

ସ୍ବାମୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ମହିଳା, ପରସ୍ପରକୁ ବିବାହ କଲେ

ଗୋରଖପୁର: ସ୍ବାମୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ପରସ୍ପରକୁ ବିବାହ କଲେ ଦୁଇ ମହିଳା। ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଦୁଇଜଣ ମହିଳା ପରସ୍ପରକୁ ବିବାହ କରିଛନ୍ତି। ମହିଳାମାନଙ୍କୁ ସେମାନଙ୍କ ସ୍ବାମୀ ମାଡ଼…

ମାଟି ତଳେ ଆମେରିକାରେ ତିଆରି କରୁଛି ହାଇଟେକ ଦୁନିଆ

ୱାଶିଂଟନ: ଭବିଷ୍ୟତକୁ ଆଖି ଆଗରେ ରଖି ଆମେରିକା ମାଟିତଳେ ହାଇଟେକ ସହର ନିର୍ମାଣ କରୁଛି । ରିପୋର୍ଟ ମୁତାବକ ବିଭିନ୍ନ ଆକ୍ରମଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଏହି ସହର ନିର୍ମାଣ ହେଉଛି । ଏକ ପ୍ରତିଷ୍ଠିତ କମ୍ପାନୀ ଏ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରି ସାରିଛି । ଆଲିଶନ…

ମୁସଲିମଙ୍କୁ ବିବାହ କରିବା ଅର୍ଥ ନୁହେଁ ଇସଲାମ ଧର୍ମରେ ପରିବର୍ତ୍ତିତ ହୋଇଯିବା: କୋର୍ଟ

ନୂଆଦିଲ୍ଲୀ: କୌଣସି ମହିଳାଙ୍କ ଧର୍ମ ତାଙ୍କ ବିବାହକୁ ଆଧାର କରି ନିର୍ଣ୍ଣୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଜଣେ ହିନ୍ଦୁ ମହିଳା ଯଦି ମୁସଲିମ ପୁରୁଷଙ୍କୁ ବିବାହ କରନ୍ତି ତାହେଲେ ଆପଣାଛାଏଁ ତାଙ୍କ ଧର୍ମ…

ମନୁଷ୍ୟଙ୍କ ପରି ଥିଲା କି ଆଉ ଏକ ପ୍ରଜାତି

ବେଜିଂ: ଚୀନରେ ଏ ଭଳି ଏକ ଜୀବାଶ୍ମ ମିଳିଛି ଯାହାକି ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ଜୀବାଶ୍ମ ଏ ପର୍ଯ୍ୟନ୍ତ କୌଣସି ପ୍ରଜାତି ସହ ମେଳ ଖାଉନି । ଅବଶ୍ୟ ଏହା କିଛିମାତ୍ରାରେ ମନୁଷ୍ୟ ସହ ମିଶୁଛି । ଯାହା ଫଳରେ ମନୁଷ୍ୟଙ୍କ ପରି ଆଉ ଏକ ପ୍ରଜାତି ଥିବା ଅନୁମାନ କରାଯାଉଛି ।…

ଗଣତନ୍ତ୍ର ଦିବସରେ କାହିଁକି ହୋଇଥାଏ ପରେଡ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୨୬ ଜାନୁଆରୀରେ ବଡ ଧୂମଧାମରେ ଦେଶ ପାଳନ କରେ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ଆୟୋଜିତ ହୁଏ ପରେଡ। ହେଲେ ଆପଣ ଜାଣନ୍ତି କି, ଏହି ଐତିହାସିକ ପରେଡ କେବଳ ଦିଲ୍ଲୀରେ କାହିଁକି କରାଯାଇଥାଏ ଓ କେବେ ହୋଇଥିଲା ଏହାର ଆରମ୍ଭ ?…