Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀ, କହିଲେ ଶିଖିବା ଉଚିତ୍

ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି କଳାହାଣ୍ଠି ଚାଷୀଙ୍କ ଉଦାହରଣ ଦେଇଛନ୍ତି । କିପରି ଆଜି କଳାହାଣ୍ଡି ଚାଷୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି,…

ତୃତୀୟ ଥର ମଧ୍ଯ ଝିଅ ଜନ୍ମ ହେବାରୁ ପତ୍ନୀଙ୍କୁ ପେଟ୍ରୋଲ ପକାଇ ଜାଳିଦେଲେ

ମୁମ୍ବାଇ: ପତ୍ନୀ ତୃତୀୟ ଥର ମଧ୍ଯ ଝିଅ ଜନ୍ମ କରିବାରୁ ପେଟ୍ରୋଲ ପକାଇ ଜାଳିଦେଲା ସ୍ବାମୀ। ମହାରାଷ୍ଟ୍ରର ପରଭଣୀରେ ଗଙ୍ଗାଖେଡ ନାକା ଅଞ୍ଚଳରେ ୨୬ ଡିସେମ୍ବର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ମୃତକଙ୍କ ନାମ ମୈନା କାଲେ…

ପାଙ୍ଗୋଙ୍ଗ ହ୍ରଦରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି; ସାହସିକତା…

ଲଦାଖ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଛି ଭାରତୀୟ ସେନା।୧୪,୩୦୦ ଫୁଟ ଉଚ୍ଚରେ ପ୍ରତିମୂର୍ତ୍ତି ସହିତ ମରାଠା ସାମ୍ରାଜ୍ୟର ପତାକା ମଧ୍ୟ ରଖାଯାଇଛି। ଏହି କ୍ଷେତ୍ର ପୂର୍ବ ଲଦାଖ ସେକ୍ଟରରେ ଚୀନ୍ ସହିତ ଲାଇନ୍…

କାନାଡାରେ ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ୱିଙ୍ଗରେ ଲାଗିଲା ନିଆଁ

ଓଟାୱା: ଦକ୍ଷିଣ କୋରିଆ ପରେ କାନାଡାରେ ମଧ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାନାଡାର ହଲିଫ୍ୟାକ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଏକ ବିମାନର ୱିଙ୍ଗ ରନୱେରେ ଘଷି ହେବା ଫଳରେ ନିଆଁ ଲାଗିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା…

୨୪ରେ ଚାଲିଯାଇଛନ୍ତି ଏହି ଚର୍ଚ୍ଚିତ ଚେହେରା: ଅଫେରା ରାଇଜରେ କରିଛନ୍ତି ଘର..

ଭୁବନେଶ୍ବର: ଦେଖୁ ଦେଖୁ ହାତରୁ ଖସିଯାଉଛି ୨୦୨୪ । ଆଉ ଦିନ କେଇଟା ପରେ ୨୪କୁ ସବୁଦିନ ପାଇଁ ଅଲବିଦା କହି ଆରମ୍ଭ ହେବାକୁ ଯାଉଛି ବର୍ଷ ୨୫ । ଏ ବର୍ଷ ସତରେ କେତେବେଳେ ଆସିଲା ଆଉ କେତେବଳେ ଚାଲିଗଲା ତାହା ଜଣାପଡିଲା ନାହିଁ । କିନ୍ତୁ ସାଙ୍ଗରେ ନେଇଯାଇଛି ସେ ଆମର ଆତ୍ମାଙ୍କୁ, ଯାହାଙ୍କୁ ଆଜି…

ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ସମ୍ବିଧାନ: ମୋଦୀ

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍‌ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମନ୍ କୀ ବାତ୍ ର ୧୧୭ତମ ଅଧ୍ୟାୟରେ ସମ୍ବିଧାନ ସମ୍ବନ୍ଧରେ ଅନେକ ଗୁରୁତ୍ଵପୁର୍ଣ୍ଣ ତଥ୍ୟା ଉପସ୍ଥାପନା କରିଛନ୍ତି ମୋଦୀ । ଏଥିସହ ମହାକୁମ୍ବ ଏବଂ ପ୍ରୟାଗରାଜ ବିଷୟରେ ମଧ୍ୟ ଉଲ୍ଲେଖ…

ଭାରତର ଏହି ସହରର ଲୋକେ ସର୍ବାଧିକ ଆତ୍ମହତ୍ୟା କରନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତଥା ପୂର୍ବତନ ରେଡିଓ ଜକି ସିମରନ୍ ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ସେକ୍ଟର ୪୭ ରେ ଥିବା ଏକ ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସିମରନ୍ ମୂଳତଃ ଜମ୍ମୁରୁ ଆସିଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଫଲୋୱର୍ସ ଥିଲେ। ଆରଜେ…

ଗୁନା ବୋରୱେଲ ଟ୍ରାଜେଡି: ୧୬ଘଣ୍ଟାର ଅପରେସନ, ଜୀବନ ଯୁଦ୍ଧରେ ହାରିଗଲା ନାବାଳକ

ଭୋପାଲ: ମଧ୍ୟପ୍ରଦେଶର ଗୁନା ବୋରୱେଲ ଟ୍ରାଜେଡି । ୧୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ୧୦ ବର୍ଷର ନାବାଳକ ସୁମିତ । ଗୁନା ଜିଲ୍ଲା ପ୍ରଶାସନ ପୋଲିସ ସହିତ SDRF ଏବଂ NDRF ଟିମ ବୋରୱେଲ ମଧ୍ୟରୁ ନାବାଳକକୁ ଉଦ୍ଧାର କରିଛି । ଉଦ୍ଧାର ପରେ ଚିକିତ୍ସା ପାଇଁ ସୁମିତଙ୍କୁ ଜିଲ୍ଲା…

ବିମାନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ୧୭୯ ମୃତ ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ହୋଇଥିବା ବଡ ବିମାନ ଦୁର୍ଘଟଣାରେ ବଢୁଛି ମୃତକଙ୍କ ସଂଖ୍ୟା । ୧୭୫ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଯାବତ୍ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେଥିରୁ ୨ଜଣଙ୍କୁ ସୁରକ୍ଷିତ…

ଟି ବ୍ୟାଗ ବ୍ୟବହାର କରୁଥିଲେ ସାବଧାନ, ହୋଇପାରେ କ୍ୟାନ୍ସର ଓ ବନ୍ଧ୍ୟାକରଣ… 

ନୂଆଦିଲ୍ଲୀ: ଟି ବ୍ୟାଗ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ। ଏଥିରୁ ବାହାରୁଥିବା ମାଇକ୍ରୋପ୍ଲାଷ୍ଟିକ୍ କ୍ୟାନ୍ସର ଏବଂ ବନ୍ଧ୍ୟାକରଣ ଭଳି ରୋଗର କାରଣ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ବାର୍ସିଲୋନା ର ୟୁନିଭର୍ସିଟେଟ୍ ଅଟୋନୋମାର ବୈଜ୍ଞାନିକମାନେ ଏକ…