Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିମାନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ୧୭୯ ମୃତ ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ହୋଇଥିବା ବଡ ବିମାନ ଦୁର୍ଘଟଣାରେ ବଢୁଛି ମୃତକଙ୍କ ସଂଖ୍ୟା । ୧୭୫ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଯାବତ୍ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେଥିରୁ ୨ଜଣଙ୍କୁ ସୁରକ୍ଷିତ…

ଟି ବ୍ୟାଗ ବ୍ୟବହାର କରୁଥିଲେ ସାବଧାନ, ହୋଇପାରେ କ୍ୟାନ୍ସର ଓ ବନ୍ଧ୍ୟାକରଣ… 

ନୂଆଦିଲ୍ଲୀ: ଟି ବ୍ୟାଗ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ। ଏଥିରୁ ବାହାରୁଥିବା ମାଇକ୍ରୋପ୍ଲାଷ୍ଟିକ୍ କ୍ୟାନ୍ସର ଏବଂ ବନ୍ଧ୍ୟାକରଣ ଭଳି ରୋଗର କାରଣ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ବାର୍ସିଲୋନା ର ୟୁନିଭର୍ସିଟେଟ୍ ଅଟୋନୋମାର ବୈଜ୍ଞାନିକମାନେ ଏକ…

ବଡ଼ଧରଣର ବିମାନ ଦୁର୍ଘଟଣା; ୨୩ ମୃତ

ନୂଆଦିଲ୍ଲୀ: ବଡ ଧରଣର ଦୁର୍ଘଟଣା । ରନୱେରୁ ଖସି ପାଚେରିରେ ପିଟି ହେଲା ବିମାନ । ୨୩ ଜଣଙ୍କ ମୃତ୍ୟୁ । ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଏହି ବଡ ଧରଣର ଦୁର୍ଘଟଣା । ୧୭୫ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ବିମାନ ରନୱେରେ ଖସି ଏକ ପାଚେରୀ ସହ…

ବିଆରଏସକୁ ଝଟକା, କେସିଆରଙ୍କ ପରିବାରର ଆଉ ଜଣଙ୍କୁ ଇଡି ସମନ

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି ନେତା ତଥା ତେଲଙ୍ଗନାର ପୂର୍ବତନ ମନ୍ତ୍ରୀ କେ. ଟି. ରାମାରାଓଙ୍କୁ ଇଡି ସମନ୍ । ୨୦୨୩ରେ ହାଇଦ୍ରାବାଦରେ ହୋଇଥିବା ଫର୍ମୁଲା ଇ (E) ରେସ୍ ଦୁର୍ନୀତି ଅଭିଯୋଗରେ କେଟିଆରଙ୍କୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଟିଆର୍‌ଙ୍କ ସହ ବରିଷ୍ଠ ଆଇଏସ…

ଆଫଗାନିସ୍ତାନର ପାଲଟା ଆକ୍ରମଣ, ପାକିସ୍ତାନ ଥରହର

ନୂଆଦିଲ୍ଲୀ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଲଢେଇ । ପାକିସ୍ତାନ ଏୟାର ଷ୍ଟ୍ରାଇକର ଜବାବ ଦେଇଛି ଆଫଗାନିସ୍ତାନ ଆର୍ମି । ଆଉ ତାଲିବାନର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବଡ଼ କ୍ଷତି ହୋଇଛି । ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଦୁଇ ଦେଶର ସେନା ମଧ୍ୟରେ…

ଚଳିତ ଥର ଦୁଇ ହଜାର ଡ୍ରୋନରେ ଆଲୋକିତ ହେବ ମହାକୁମ୍ଭ

ପ୍ରୟାଗରାଜ: ପ୍ରୟାଗରେ ମହାକୁମ୍ଭ ୨୦୨୫ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ କରାଯାଉଛି। ଏଠାରେ ମନ୍ଦିର, ଗଙ୍ଗା ଘାଟ, ପାର୍କ, ରାସ୍ତା ଏବଂ ଫ୍ଲାଏଓଭର ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ଯ କରାଯାଉଛି। ଏହି କ୍ରମରେ ୟୁପି ପର୍ଯ୍ୟଟନ…

ଆପ ଆଣିଲା ବଡ଼ ଅଭିଯୋଗ, ବିଜେପିର ‘ସ୍ପନସର୍’ କଂଗ୍ରେସ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ପାଇଁ ଆହୁରି ବଢ଼ିଲା ଅଡୁଆ । ନିର୍ବାଚନ ତାରିଖ ପୂର୍ବରୁ ମହିଳା ସମ୍ମାନ ଏବଂ ସଞ୍ଜୀବନୀ ଯୋଜନାକୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଉପରାଜ୍ୟପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଉପରେ କେଜ୍ରିୱାଲ…

ରାହୁଲଙ୍କ ସାଂଘାତିକ ଅଭିଯୋଗ, କହିଲେ ମନମୋହନଙ୍କୁ ହୋଇଛି ଅପମାନ

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର । ଦିଲ୍ଲୀର ନିଗମବୋଧ ଘାଟରେ ହୋଇଛି ପ୍ରବାଦ ପୁରୁଷଙ୍କ ଶେଷ କୃତ୍ୟ । ହେଲେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ଆଉ ଏହି ବିବାଦ ଆଣିଛି କଂଗ୍ରସ । ବିରୋଧୀ ଦଳନେତା ରାହୁଲ ଗାନ୍ଧୀ…

ଆଜରବାଇଜାନ ଏୟାରଲାଇନ୍ସକୁ ମିସାଇଲ ମାଡ଼ କରିଥିଲା ଋଷ

ଅକଟାଉ: ଖ୍ରୀଷ୍ଟମାସ ଦିନ ଆଜରବାଇଜାନ ଏୟାରଲାଇନ୍ସ ୮୪୩୨ ବିମାନର ଦୁର୍ଘଟଣା ଖବର ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହି ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପଛରେ ଋଷର କ୍ଷେପଣାସ୍ତ୍ରର ରହିଛି ବୋଲି ଜଣାପଡିଛି। ଖବର ଅନୁଯାୟୀ, ବିମାନଟି ଆଜରବାଇଜାନର ରାଜଧାନୀ ବାକୁରୁ…

ଇଡି ଅଧିକାରୀଙ୍କ ଘରେ ସିବିଆଇର ରେଡ୍‌, ୧.୧୪ କୋଟି ଟଙ୍କା ଜବତ 

ଶିମଲା: ହିମାଚଳପ୍ରଦେଶ ରାଜଧଧାନୀ ଶିମଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଘରେ ରେଡ୍ କରିଛି ସିବିଆଇ । ଏହି ରେଡ୍ ସମୟରେ ନଗଦ ୧.୧୪ କୋଟି ଟଙ୍କା ଜବତ ହୋଇଛି । ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଇଡି କାର୍ଯ୍ୟାଳୟ ଏବଂ ହିମାଚଳ ପ୍ରଦେଶ ରାଜଧାନୀରେ ଥିବା ତାଙ୍କ…