Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଜ୍ରିୱାଲଙ୍କ ଡକ୍ୟୁମେଣ୍ଟାରିରେ ରାଜନୀତି, ଆପ କହିଲା- ସ୍କ୍ରିନିଙ୍ଗ ରୋକିଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ମାହୋଲରେ ଆମ ଆଦମୀ ପାର୍ଟି(ଆପ୍) ଦ୍ବାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଙ୍ଗ ଉପରେ ରୋକ ଲାଗିଛି। 'ଅନବ୍ରେକେବଲ' ନାମକ ଏହି ଡକ୍ୟୁମେଣ୍ଟାରିକୁ ଚଲାଇବାକୁ ଅନୁମତି ଦେଇନାହିଁ ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ, ଏହି ସ୍କ୍ରିନିଙ୍ଗ ଶନିବାର…

ଆରଜି କର ମେଡିକାଲ୍ ଘଟଣା: ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ ରାୟ 

କୋଲକତା : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ। ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିଆଲଦା କୋର୍ଟ । ଏନେଇ ସୋମବାର ଦଣ୍ଡ ଘୋଷଣା କରିବେ କୋର୍ଟ। ଅତିକମରେ ଆଜୀବନ ସଜା ନଚେତ୍ ମୃତ୍ୟୁଦଣ୍ଡ ସମ୍ଭାବନା ରହିଛି। ତେବେ ଗତ ବର୍ଷ ଅଗଷ୍ଟ ୮-୯ ରେ…

୪୦ ବର୍ଷ ପରେ କାହିଁକି ବଦଳିଲା ଶପଥ ଗ୍ରହଣ ସମାରୋହ ସ୍ଥାନ…

ୱାଶିଂଟନ: ପ୍ରବଳ ଥଣ୍ଡା ଯୋଗୁଁ ବଦଳିଲା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ। ଆମେରିକା କ୍ୟାପିଟଲ ବାହାରେ ଖୋଲା ସ୍ଥାନ ପରିବର୍ତ୍ତେ ଆମେରିକା କ୍ୟାପିଟଲ ଭିତରେ ଥିବା କ୍ୟାପିଟଲ ରୋଟୁଣ୍ଡା (ହଲ)ରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ।…

ଦୁଃଖ ବଖାଣିଲେ ଶେଖ ହସିନା, କହିଲେ ୨୦-୨୫ ମିନିଟ ବିଳମ୍ବ ହୋଇଥିଲେ ମୁଁ ନଥାନ୍ତି

ନୂଆଦିଲ୍ଲୀ : ଦୁଃଖ ବଖାଣିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । କେମିତି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ କେମିତି ତାଙ୍କୁ ମାରିଦେବାକୁ ତାଙ୍କ ରାଜନୈତିକ ବିରୋଧୀ ଷଡ଼ଯନ୍ତ୍ର କରିଥିଲେ, ତାହା ବଖାଣିଛନ୍ତି ହସିନା । ଆଲ୍ଲାଙ୍କ କୃପାରୁ ସେ ବଞ୍ଚି ଯାଇଥିବା ସେ…

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା ନେଲା ନୂଆ ମୋଡ଼, ତଦନ୍ତ ଜୋରଦାର କଲା ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ : ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ତଦନ୍ତକୁ ଜୋରଦାର କଲା ମୁମ୍ବାଇ ପୋଲିସ । ଏବେ ବି ପୋଲିସର ପଞ୍ଝାରୁ ଦୂରରେ ରହିଛି ଅଭିଯୁକ୍ତ । ଗତକାଲି ଯାହାକୁ ପୋଲିସ ପଚରାଉଚରା କରିଥିଲା, ତାଙ୍କର ଏ ଘଟଣା ସହ କୌଣସି ସଂପର୍କ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିବା ପରେ ଏବେ ସାମନାକୁ…

ଶିକ୍ଷକତାରୁ ସନ୍ୟାସୀ; ମହାକୁମ୍ଭର ଆକର୍ଷଣ ୭ ଫୁଟ ଉଚ୍ଚ ‘ମସ୍କୁଲାର ବାବା’… 

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଜମୁଛି ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ଭିଡ଼। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜଣେ ନୂତନ ସନ୍ୟାସୀ। ଯିଏକି ନିଜର ଶରୀର ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି। ସାତ ଫୁଟ ଉଚ୍ଚ ଆତ୍ମା…

ସୈଫଙ୍କୁ ଆକ୍ରମଣ ଘଟଣାରେ କରିନାଙ୍କ ପ୍ରତିକ୍ରିୟା; ଦୁର୍ବୁତ୍ତ କିଛି ଚୋରି କରିନଥିଲା କିନ୍ତୁ… 

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ପୋଲିସ ଅଭିନେତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁରଙ୍କ ବୟାନ ରେକର୍ଡ କରିଛି। ଯିଏକି ଏହି ଆକ୍ରମଣ ସମୟରେ ଘରେ ଉପସ୍ଥିତ ଥିଲେ। କରୀନା ତାଙ୍କ ବୟାନରେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ…

୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୩୧ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। ପ୍ରଥମ ପର୍ଯ୍ୟାୟରେ ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିଦିନ ହିଁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର…

କେବେ ଗଠନ ହୋଇଥିଲା ପ୍ରଥମ ବେତନ କମିଶନ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏହା ଦ୍ଵାରା କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ତେବେ ଏହି ବେତନ କମିଶନ କେବେ ଗଠନ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓବାଦୀଙ୍କ ଟନେଲ ଠାବ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଓବାଦୀଙ୍କ ବଡ଼ ଧରଣର ଟନେଲ ଠାବ କଲେ ସୁରକ୍ଷାକର୍ମୀ । ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଏହି ବଡ଼ ଟନେଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ । ୧୨ ମାଓବାଦୀ ମୃତ ପରେ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ସର୍ଚ୍ଚ ଅପରେସନ । ସର୍ଚ୍ଚ…