Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଷ୍ଟମ ବେତନ କମିଶନ: ବନ୍ଦ ହେବ କି ଓଲ୍ଡ ପେନସନ ସ୍କିମ୍ ?

ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ରାଜଧାନୀ ଦିଲ୍ଲୀରେ ରାଜନୈତିକ ପାଣିପାଗ ସରଗରମ ଥିବା ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ଅଷ୍ଟମ ବେତମ କମିଶନ ଲାଗୁ କରିବାର କେତେକ ମୁଖ୍ୟ କାରଣ ଚର୍ଚ୍ଚାକୁ ଆସିଛି। ହେଲେ ଓଲ୍ଡ ପେନସନ ସ୍କିମ୍ (ଓପିଏସ) ପାଇଁ ଏହା…

ରୁଷ-ୟୁକ୍ରେନ ଯୁଦ୍ଧ: ରୁଷ ସେନାରେ ଥିବା ୧୨ ଭାରତୀୟ ମୃତ, ୧୬ ନିଖୋଜ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟ ଭିତରେ ରୁଷ ଭାରତକୁ ଜଣାଇଛି ଯେ ରୁଷ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବାବେଳେ, ୧୬ ଜଣ ଭାରତୀୟ ନିଖୋଜ ଅଛନ୍ତି । ଏନେଇ ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।…

ମହାକୁମ୍ଭରେ ଜମୁଛି ଭିଡ଼; ୬ଷ୍ଠ ଦିନରେ ବୁଡ଼ ପକାଇଲେ ୭ କୋଟି

ପ୍ରୟାଗ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। କେବଳ ୬ ଦିନ ମଧ୍ଯରେ ୭ କୋଟି ଲୋକ ସଙ୍ଗମରେ ସ୍ନାନ କରିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ତେବେ ମହାକୁମ୍ଭ ବେଳେ…

୩୧ ଜାନୁଆରୀରୁ ଆରମ୍ଭ ହେବ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ୩୧ ଜାନୁଆରୀରେ ବସିବ ସଂସଦର ବଜେଟ ଅଧିବେଶନ। ଏହା ଏପ୍ରିଲ ୪ ରେ ଶେଷ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ୮ମ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପରମ୍ପରା ଅନୁସାରେ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହରେ ସଂଯୁକ୍ତ ବୈଠକରେ ସମ୍ବୋଧିତ କରିବେ…

ଚିନ୍ତାଜନକ ରିପୋର୍ଟ; ବହୁତ କମ୍ ଜଣ ଅନଲାଇନରେ ପଢୁଛନ୍ତି ପାଠ

ନୂଆଦିଲ୍ଲୀ:ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (IAMAI) ଏବଂ କାଣ୍ଟାରର ଏକ ରିପୋର୍ଟରେ ଅନୁସାରେ ଭାରତରେ ଅନଲାଇନ୍ ଶିକ୍ଷା ପାଇଁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା କମ୍ । ଅର୍ଥାତ୍ ଅନଲାଇନ୍ ଶିକ୍ଷା ପାଇଁ ଇଣ୍ଟରନେଟ୍ ବ୍ୟବହାର ବହୁତ କମ୍ ହେଉଛି । ରିପୋର୍ଟ ତଥ୍ୟ…

ଅରବିନ୍ଦ କେଜ୍ରିୱାଲଙ୍କଠୁ ମନୀଷ ସିସୋଦିଆଙ୍କ ପର୍ଯ୍ୟନ୍ତ… ଜାଣନ୍ତୁ କାହା ନାଁରେ ରହିଛି କେତେ କରଜ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍)ର ସମସ୍ତ ନେତା ନାମାଙ୍କନ ଦାଖଲ କରି ସାରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁସାରେ ଆପର ଟପ-୧୦ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡ଼ି ରହିଛନ୍ତି। ତେବେ ଆପ ନେତା ସତ୍ୟେନ୍ଦ୍ର ଜୈନ ୧୩ କୋଟି ଟଙ୍କା କରଜରେ ରହିଛନ୍ତି।…

ଅଲଗା ହେବେ କି ବାରାକ୍ ଦମ୍ପତି?

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ,…

ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ! 

ଜୌନପୁର: ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତରପ୍ରଦେଶର ମଛଲିଶହରରୁ ସମାଜବାଦୀ ପାର୍ଟି ଟିକେଟରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ପ୍ରିୟା। ପ୍ରିୟା ସରୋଜ ସମାଜବାଦୀ ପାର୍ଟି…

ବିଜେପିର ସଂକଳ୍ପ ପତ୍ର: ସରକାରକୁ ଆସିଲେ ମହିଳାଙ୍କୁ ପ୍ରତିମାସରେ ମିଳିବ ୨୫୦୦ ଟଙ୍କା, ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ସମସ୍ତ ରାଜନୈତିକ ଦଳ। କ୍ଷମତା ପାଇଁ ରୋଚକ ଫାଇଟ୍ ହେବ। ଏହାରି ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜ ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି। ଘୋଷଣା ପତ୍ରରେ ଦିଲ୍ଲୀବାସୀଙ୍କ ପାଇଁ ଅନେକ ବଡ଼…

ଗୁଗଲରେ ମହାକୁମ୍ଭକୁ ସର୍ବାଧିକ ସର୍ଚ୍ଚ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଦିବ୍ୟ ଆୟୋଜନ। ଏହି ସମୟରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ ହେଉଛି ମହାକୁମ୍ଭ। ଗୁଗୁଲ ଟ୍ରେଣ୍ଡ ଅନୁସାରେ ଗତ ୧୫ ଦିନ ମଧ୍ୟରେ ସାରା ବିଶ୍ବରେ 'ମହାକୁମ୍ଭ', 'କୁମ୍ଭ', 'ପ୍ରୟାଗରାଜ' ଭଳି ଶବ୍ଦର ବହୁ ମାତ୍ରାରେ ସର୍ଚ୍ଚ କରାଯାଇଛି। ଏଥିରେ…