Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଭେଟିବେ

ନୂଆଦିଲ୍ଲୀ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଖେଳାଳି ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।…

ସ୍ବାଧୀନତାର ୭୫ବର୍ଷ: ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ…

ବିବାଦୀୟ ଲେଖକ ସଲମାନ ରଶିଦଙ୍କ ଉପରେ ଛୁରୀରେ ଆକ୍ରମଣ

ନ୍ୟୁୟର୍କ: ବିବାଦୀୟ ଲେଖକ ସଲମାନ ରଶିଦଙ୍କ ଉପରେ ନ୍ୟୁୟର୍କରେ ଆଜି ମରଣାତ୍ମକ ଆକ୍ରମଣ ହୋଇଛି । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଂଚ ଉପରେ ବସିଥିବା ବେଳେ ଜଣେ ଦୁବୃତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସଲମାନ ଏହି ଆକ୍ରମଣରେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା…

ନୂପୁର ଶର୍ମାଙ୍କ ହତ୍ୟା ଯୋଜନା କରୁଥିବା ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସକୁ ଆଜି ବଡ ସଫଳତା ମିଳିଛି । ସ୍ୱାଧୀନତା ଦିବସରେ ଆତଙ୍କ ସୃଷ୍ଟି କରିବା ଏବଂ ନୂପୁର ଶର୍ମାଙ୍କ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଥିବା ୨ଜଣ ଆତଙ୍କବାଦୀଙ୍କ ୟୁପି ଏଟିଏସ ଗିରଫ କରିଛି । ଜଣଙ୍କର ନାମ ମହମ୍ମଦ ନଦୀମ ବୋଲି ଜଣାପଡିଛି । ପାକିସ୍ତାନର ଆତଙ୍କବାଦୀ…

ଟିଏମସିକୁ ଝଟକା: ଇସ୍ତଫା ଦେଲେ ରାଷ୍ଟ୍ରୀୟ ମହାସଚିବ ପବନ ବର୍ମା

କୋଲକାତା: ଟିଏମସିକୁ ଆଜି ବଡ ଝଟକା ଲାଗିଛି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପବନ କେ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସି ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇବା ସହ ଏହାକୁ ମଂଜୁର କରିବା ପାଇଁ ଅନୁରୋଧ କରିଛନ୍ତି । କେଉଁ କାରଣ…

ଜମ୍ମୁ-କଶ୍ମୀରେ ପୁନର୍ବାର ଟାର୍ଗେଟ କିଲିଂ, ଆତଙ୍କବାଦୀଙ୍କ ଗୁଳିରେ ନିରୀହ ଶ୍ରମିକ ମୃତ

ବାନ୍ଦିପାରା: ଜମ୍ମ-କଶ୍ମୀରରେ କିଛି ଦିନର ନୀରବତା ପରେ ପୁନର୍ବରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଆରମ୍ଭ କରିଛନ୍ତି । ଆଜି ବାନ୍ଦିପାରା ଜିଲାର ସଦନପୁର ଗ୍ରାମରେ ଏକ ବିହାରୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ମହମ୍ମଦ ଅମରେଜ ନାମକ ଏହି ୧୬ ବର୍ଷୀୟ ଯୁବକ…

ଆଉ ସପ୍ତାହକ ପରେ ଭଙ୍ଗାଯିବ ସୁପରଟେକ ଟ୍ୱିନ ଟାୱାର

ନୂଆଦିଲ୍ଲୀ: ନୋଏଡାର ୪୦ ମହଲା ବିଶିଷ୍ଟ ସୁପରଟେକ ଟ୍ୱିନ ଟାୱାର ୨୮ ଅଗଷ୍ଟରେ ଭଙ୍ଗାଯିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପାରିପାଶ୍ୱର୍ୀକ ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଆଉ ଅଧିକ ୭ ଦିନ ସମୟ ଦେଇଛନ୍ତି । ନୋଏଡାର ସେକ୍ଟର-୯୩ରେ ଏହି ଟ୍ୱିନ ଟାୱାର…

ହୃଦୟ ଜିତିଲା ଶତ୍ରୁ ପକ୍ଷ: ସମୁଦ୍ର ଭିତରେ ଭାରତୀୟଙ୍କୁ ଉଦ୍ଧାର କଲେ ପାକିସ୍ତାନୀ ନୌସେନା ଅଧିକାରୀ

ନୂଆଦିଲ୍ଲୀ: ସମସ୍ତ ବାଦ ବିବାଦ ସତ୍ତ୍ୱେ ହୃଦୟ ଜିତିଛି ଶତ୍ରୁ ପକ୍ଷ ପାକିସ୍ତାନ । ପାକିସ୍ତାନ ନୌସେନା ଗୁରୁବାର ଦିନ କହିଛି ଯେ ଏକ ଜାହାଜ ଆରବ ସାଗରରେ ଓଲଟି ପଡିଥିଲା । ଏହି ସମୟରେ ଜାହାଜର ଚାଳକ ସମେତ ୯ ଜଣ କ୍ରିଉ ସଦସ୍ୟଙ୍କୁ ପାକିସ୍ତାନୀ ନୌସେନା ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା…

‘ମାଗଣା ଯୋଜନା ଉପହାର’ ପ୍ରସଙ୍ଗର ଶୁଣାଣି କରି ନିଜ ଶ୍ୱଶୁର ଘର ଉଦାହରଣ ଦେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟ୍ ପାଇଁ ମାଗଣା ଉପହାର ପ୍ରସଙ୍ଗ ବୃଦ୍ଧି ପାଇଛି। ମାଗଣା ବିଦ୍ୟୁତ୍ ଏବଂ ଜଳ ସମେତ ରାଜନୀତିକ ଦଳର ଏଭଳି ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଜନସ୍ୱାର୍ଥ ମାମଲା ଦାୟରର ଶୁଣାଣି କରିଛନ୍ତି। ଏହି ସମୟରେ ପ୍ରଧାନ ବିଚାରପତି ଏନ.ଭି…

କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର ଧକ୍କାରେ ୬ ମୃତ

ଅହମଦାବାଦ: ଗୁରୁବାର ସନ୍ଧ୍ୟାରେ ଅଟୋ ରିକ୍ସା ଏବଂ ମୋଟରସାଇକେଲକୁ ଧକ୍କା ଦେଇଛି ଏକ ଏସୟୁଭି କାର । ଏହି ମୁହାଁମୁହିଁ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆନନ୍ଦ ନଗରୀ ଓ ତାରାପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅନ୍ତର୍ଗତ ସୋଜିତ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।…