Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୦ ଭାରତୀୟଙ୍କ ପାଦରେ GPS ଲଗାଇଥିଲା ଆମେରିକା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକା ଏକ ବଡ଼ ଡିପୋର୍ଟେସନ୍ ଅପରେସନ୍ କରି ୨୦୦ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇଛି। ଏହି ଲୋକଙ୍କ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ (ଲରେନ୍ସ ବିଷ୍ନୋଇର ଭାଇ), ପଞ୍ଜାବର ଦୁଇ ଜଣ ୱାଣ୍ଟେଡ୍ ଅପରାଧୀ ଏବଂ ୧୯୭ ଜଣ ଅବୈଧ ଅନୁପ୍ରବେଶକାରୀ ରହିଛନ୍ତି। ଏହି ବିମାନ…

Naxal Encounter: କାଲି ଟପ୍ ମାଓନେତା ହିଡମା …ଆଜି ଆଉ ୭ ମାଓବାଦୀ ନିପାତ

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ମାଲକାନଗିରି ସୀମାନ୍ତରେ ପୁଣି ଏନକାଉଣ୍ଟର। ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ…

Bihar New Govt: କାଲି ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେବେ ନୀତିଶ କୁମାର, ସାମ୍ନାକୁ ଆସିଲା ଉପମୁଖ୍ୟମନ୍ତ୍ରୀଙ୍କ…

ପାଟନା: ବିହାରରେ ନିର୍ବାଚନ ଫଳାଫଳ ପରେ, ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତିଛି। ଆଉ ଏବେ ସବୁ ଚୁଡାନ୍ତ ସରିଛି । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ ଏବଂ ଏନେଇ ବୁଧବାର ଦିନ ଜେଡିୟୁ…

Sheikh Hasina’s extradition: ଭାରତକୁ ପ୍ରଶଂସାରେ ପୋତିଲେ ହସିନାଙ୍କ ପୁଅ, ଦିଲ୍ଲୀ ବିସ୍ଫୋରଣ ନେଇ ଦେଲେ…

ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ପୁଅ ସଜୀବ ୱାଜେଦ୍ ଜୟ ତାଙ୍କ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଜୟ ତାଙ୍କ ମାଆଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ମଧ୍ୟମ ସରକାରଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ…

Nitish’s New Govt.: ନୀତିଶଙ୍କ କ୍ୟାବିନେଟରେ କିଏ ପାଇବେ ସ୍ଥାନ?, ସାମ୍ନାକୁ ଆସିଲା ସମ୍ଭାବ୍ୟ ଲିଷ୍ଟ୍…

ପାଟନା: ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରିପୋର୍ଟ ଅନୁସାରେ, ନୂତନ ବିହାର ସରକାରଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ସକାଳ ୧୧:୩୦ ରେ ପାଟନାର ପ୍ରସିଦ୍ଧ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ, ଯେଉଁଠାରେ ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ…

India-Russia annual summit: ଭାରତ-ରୁଷ ଶିଖର ସମ୍ମିଳନୀ ପୂର୍ବରୁ ରୁଷରେ ଏସ୍ ଜୟଶଙ୍କର…ପୁଟିନଙ୍କୁ ଭେଟି…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଦିନ କ୍ରେମଲିନ୍‌ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଆଗାମୀ ବାର୍ଷିକ ଭାରତ-ରୁଷ ଶିଖର ସମ୍ମିଳନୀର ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି ।ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ଏହି ବୈଠକ ହୋଇଛି । ବୈଠକ ପରେ,…

ମୋଦିଙ୍କୁ ପ୍ରଶଂସା କରି ପୁଣି ବିବାଦରେ ଥରୁର, ଅସୁସ୍ଥ ଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଲେ ଯୋଗ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଆଉ ତାଙ୍କର ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଥରୁର କହିଛନ୍ତି ଯେ ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ…

PM Kisan 21st Installment: ଆଜି ୨୦ କୋଟି ଚାଷୀଙ୍କୁ ପିଏମ୍‌-କିଷାନ କିସ୍ତି

ନୂଆଦିଲ୍ଲୀ: ସାରା ଦେଶର ୯୦ ନିୟୁତ ଚାଷୀ ଯେଉଁ ଦିନ ଅପେକ୍ଷା କରିଥିଲେ, ଶେଷରେ ସେହି ଦିନ ଆସି ପହଞ୍ଚିଛି। ଆଜି ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିବେ।…

DMK Leader to Modi: ‘ମୋଦିଙ୍କୁ ଶେଷ କରିବାକୁ ପଡିବ’, ତାମିଲନାଡୁ ଗସ୍ତ ପୂର୍ବରୁ ମୋଦିଙ୍କ ଜୀବନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ତାମିଲନାଡୁରେ ଏକ ରାଜନୈତିକ ବିବାଦ ଦେଖାଦେଇଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ, ଏହି ଗସ୍ତ ପୂର୍ବରୁ, ତାମିଲନାଡୁର ଶାସକ ଡିଏମକେର…

Pakistan-based ISIS module: ATSର କାର୍ଯ୍ୟାନୁଷ୍ଠାନ; ISIS ସହ ଜଡିତ ଦୁଇ ନାବାଳକ ଗିରଫ

ନୂଆଦିଲ୍ଲୀ: ISIS ସହ ଲିଙ୍କ୍ ଅଭିଯୋଗରେ ରାୟପୁରର ଦୁଇ ଜଣ ନାବାଳକଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ ATS ଦଳ ସେମାନଙ୍କୁ ଗିରଫ କରିଛି। ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ର ଧାରା ଅନୁଯାୟୀ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି । ATSର ପ୍ରାରମ୍ଭିକ ତଦନ୍ତରୁ…