Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘୋର ଅନ୍ଧକାର ମଧ୍ୟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଗିରଫ କଲା ପୋଲିସ

ସିଓଲ୍: ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ୟୁନ୍ ସୁକ୍-ୟୋଲ୍‌ଙ୍କ ଘରେ  ଶହ ଶହ ପୋଲିସ ଅଧିକାରୀ ଚଢାଉ କରି ତାଙ୍କୁ ଗିରଫ କରିଛି।ସେଠାରେ ପୋଲିସ ପହଞ୍ଚିବା ପରେ ୟୋଲଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଗଣ୍ଡଗୋଳ ଚାଲି ରହିଥିଲା। ବୁଧବାର ଭୋରୁ ଭ୍ରଷ୍ଟାଚାର ଯାଞ୍ଚ କାର୍ଯ୍ୟାଳୟର…

ବଢିଲା ନୌସେନାର ଶକ୍ତି: ମୋଦି କହିଲେ, ‘ଭାରତ ବିସ୍ତାରବାଦ ନୁହେଁ ବିକାଶବାଦର ଭାବନାରେ କାମ କରେ’

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଭାରତୀୟ ନୌସେନାରେ ସାମିଲ ହୋଇଛି ୩ ଯୁଦ୍ଧ ଜାହାଜ, ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ବୁଡ଼ାଜାହାଜ । ଯାହା ଭାରତୀୟ ନୌସେନାରେ ସାମିଲ ହେବା ପରେ ସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ସବୁଠୁ ବଡ କଥା ହେଉଛି…

ଘନ କୁହୁଡି ଯୋଗୁ ବିଳମ୍ୱରେ ପହଞ୍ଚିଲା 300 ବିମାନ, ରେଳ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ : ଘନ କୁହୁଡ଼ି ଯୋଗୁ ତିନି ଶହରୁ ଅଧିକ ବିମାନ ଯାତ୍ରା ବିଳମ୍ୱ ହୋଇଥିବା ବେଳେ ରେଲୱେ ସେବା ବାଧାପ୍ରାପ୍ତ ହୋଇଛି। ବୁଧବାର ସକାଳେ ଦିଲ୍ଲୀର ତାପମାତ୍ରା 6 ଡିଗ୍ରୀ ତଳକୁ ଖସିଛି। ଏହାସହ ଘନ କୁହୁଡ଼ି ଦେଶର ରାଜଧାରୀରେ ବିମାନ ଓ ରେଲୱେ ସେବାକୁ ଠପ୍ କରିଦେଇଛି। ଦିଲ୍ଲୀ-ଏନସିଆରର…

କିଏ ଏହି ଆଇଆଇଟି ବାବା? ପଚାରିଲେ କହୁଛନ୍ତି, ‘ବୈରାଗୀ ସର୍ବଶ୍ରେଷ୍ଠ’

ଆହ୍ଲାବାଦ: କୁଆଡେ ବା ଯିବେ? ବୁଲି ବୁଲି ଏହି ଠିକି ହିଁ ଆସିବେ…ଯୁବ ବୟସରେ କିଛି ଏମିତି ଗଭୀର କଥା କହୁଛନ୍ତି, ମୁହଁରେ ଅନର୍ଗଳ ଇଂରାଜୀ ଆଉ ଆଧ୍ୟାତ୍ମିକତାର ପରିଭାଷା..ଯାହା ଏବେ ମହାକୁମ୍ଭ ମେଳାର ଦୃଷ୍ଟି ଟିକେ ତାଙ୍କ ଆଡକୁ ଆକର୍ଷିତ କରିଛି । ତାଙ୍କର ସେ ସରଳ ଏବଂ ସହୃଦୟ କଥା ଏବେ…

ମହାକୁମ୍ଭରେ ବୁଡ଼ ପକାଇ ୩୦୦୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ପ୍ରୟାଗ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ରୁ ଆରମ୍ଭ ହୋଇଯାଇଛି। ଏଥର ମହାକୁମ୍ଭରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଶୀତର ପ୍ରଭାବ ମଧ୍ଯ ରହିଛି। ସୂଚନା ଅନୁଯାୟୀ, ସାହି ସ୍ନାନ ପରେ ଅତ୍ୟଧିକ ଥଣ୍ଡା ଏବଂ ଶୀତ ଯୋଗୁଁ ତିନି ଜଣ ଲୋକଙ୍କର ମୃତ୍ୟୁ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଆଲୋଚନା ଜୋର୍, ହଟିଯିବେ ସିଦ୍ଧରମେୟା ?

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଦଳିବେ ମୁଖ୍ୟମନ୍ତ୍ରୀ ? ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ଏମିତିକି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବା ନେଇ ଇଚ୍ଛା ପ୍ରକାଶ ବି କଲେଣି। ଆଉ ଏହି ବୟାନ ଏମିତି ସୟମରେ ଆସିଛି ଯେତେବେଳେ କି ମୁଖ୍ୟମନ୍ତ୍ରୀ…

ହଜିବ ଶତ୍ରୁର ନିଦ; ୩ ବିଧ୍ବଂସକ ଯୁଦ୍ଧ ଜାହାଜ ସହ ଆହୁରି ବଳବାନ ହେଲା ନୌସେନା

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଭାରତୀୟ ନୌସେନାକୁ ମିଳିଲା ୩ ବିଧ୍ବଂସକ ଯୁଦ୍ଧପୋତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ଗସ୍ତ କରି ୩ ଯୁଦ୍ଧପୋତ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।…

ଝଟକୁଛି କଂଗ୍ରେସର ନୂଆ ମୁଖ୍ୟାଳୟ, ଉଦଘାଟନ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଉଦଘାଟନ ହେଲା କଂଗ୍ରେସର ନୂଆ ମୁଖ୍ୟାଳୟ। ଦୀର୍ଘ 50 ବର୍ଷ ଧରି 24 ଆକବର ରୋଡରେ ରହିଥିଲା ପୁରୁଣା ମୁଖ୍ୟାଳୟ। ଏବେ ନୂଆ ମୁଖ୍ୟାଳୟ 9ଏ କୋଟଲା ମାର୍ଗରେ ନିର୍ମାଣ ହୋଇଛି। ନୂଆ ମୁଖ୍ୟାଳୟକୁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ…

କଂଗ୍ରେସଠୁ ଦୂରେଇଗଲେ କହ୍ନେୟା ? ଦିଲ୍ଲୀ ନିର୍ବାଚନରେ ମିଳୁନି ଦେଖା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଏଥର ଯେତେ ରୋଚକ ହେଉଛି ସେତିକି କୌତୁହଳ ମଧ୍ୟ କରାଉଛି। ଗୋଟିଏ ସମୟରେ ଏକାଠି ନିର୍ବାଚନ ଲଢ଼ୁଥିବା ଆପ୍ ଓ କଂଗ୍ରେସ ଏ ନିର୍ବାଚନରେ କିନ୍ତୁ ମୁହାଁମୁହିଁ ହେଉଛନ୍ତି। ସେହିଭଳି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରୁଛନ୍ତି କେଜ୍ରିୱାଲ ହେଲେ ଜବାବ…

କେଜ୍ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା, ଇଡିକୁ ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଦ ଦୁର୍ନୀତି ମାମଲା ସହିତ ଜଡିତ କଥିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଇଡିକୁ ଅନୁମତି ଦେଇଛି। ଏହି ଅନୁମତି ଗୁରୁତ୍ୱପୂର୍ଣ୍ଣ କାରଣ ଅରବିନ୍ଦ କେଜ୍ରିୱାଲ ଏହାର ଅନୁପସ୍ଥିତି…